ସବୁ ସମୟ ଖବର ସାଥିରେ

ଓଡିଶାର No-1 ୟୁଟୁବର ରୂପା ଙ୍କର ଆସିଗଲା ସୁନାର ଉପହାର , ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣିବା

0 13

ସୋସିଆଲ ମିଡିଆ ମନୋରଞ୍ଜନର ଏକ ଭିନ୍ନ ଦୁନିଆ।ଆଉ ଏହି ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ଯେଉଁଠି ଆମେ ଆମ ମନ ମୁତାବକ ଭିଡିଓ ଦେଖିବା ସହିତ ଅପଲୋଡ଼ ମଧ୍ୟ କରିପାରିବ। ଆଉ ଆଜିର ଯୁବପିଢି ମାନେ ୟୁଟ୍ୟୁବରୁ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି।

ତେବେ ଆମେ ଯଦି ଆମ ଓଡ଼ିଶା କଥା ଦେଖିବା ଅନେକ ଓଡ଼ିଆ ଏହି ୟୁଟ୍ୟୁବକୁ ନିଜର ରୋଜଗାରର ପନ୍ଥା ଭାବେ ଅବଲମ୍ବନ କରୁଛନ୍ତି।ଆମ ଓଡ଼ିଶାରେ ଅନେକ ବ୍ୟକ୍ତି ଆଜି ୟୁଟ୍ୟୁବ ମାଧ୍ୟମର ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଆଉ ଅନେକ ସଫଳତା ମଧ୍ୟ ପାଇଛନ୍ତି ତେବେ ସେମିତି ଏକ ସଫଳ ୟୁଟ୍ୟୁବ ଚ୍ୟାନେଲ ହେଉଛି ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ। ତେବେ ଆଜି ଆମେ ଲୋକପ୍ରିୟ ୟୁଟ୍ୟୁବର ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ବାବଦରେ କହିବା ପାଇଁ ଯାଉଛୁ।

ତେବେ ଆପଣ ଏହି ରୂପା ଓ ପିଣ୍ଟୁଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ ଏହି ଦୁଇ ଜଣ ଏବେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଆଉ ଲୋକେ ତାଙ୍କ ଯୋଡ଼ିଙ୍କୁ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ତେବେ ରୂପା ଓ ପିଣ୍ଟୁ ତାଙ୍କ ବ୍ୟକ୍ତିଗତ ଜୀବନର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ସେୟାର କରିଥାନ୍ତି। ଆଉ ତାଙ୍କର ଏହି ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି ଏବଂ ଏମାନଙ୍କର ପ୍ରତି ଭିଡିଓରେ ମିଲିୟନ ମିଲିୟନ ଭିୟୁ ରହିଥାଏ।ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ବର୍ତ୍ତମାନ ସମୟରେ ଓଡ଼ିଶାର ନଂ ୱାନ୍ ୟୁଟ୍ୟୁବ ଚ୍ୟାନେଲ ଭାବେ ବେଶ୍ ଜଣାଶୁଣା।

ତେବେ ଆପଣ ମାନେ ଜାଣିଥିବେ କି ଏହି ୟୁଟ୍ୟୁବ ଚ୍ୟାନେଲକୁ ୱାନ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ସବ୍ସକ୍ରାଇବ କରି ସାରିଛନ୍ତି। ଆଉ ରୂପା ପିଣ୍ଟୁଙ୍କୁ ମିଳି ଯାଇଛି ଗୋଲ୍ଡେନ ପ୍ଲେ ବଟନ୍। ଯାହାକୁ ପାଇ ରୂପା ପିଣ୍ଟୁ ଖୁବ୍ ଖୁସି ଅଛନ୍ତି ଆଉ ସେମାନେ ପରିବାର ସହ ମିଶି ଏହାର ଖୁସି ମନାଉଛନ୍ତି।ଆଉ ଏହି ଖୁସିର ମୁହୂର୍ତ୍ତକୁ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ତେବେ ଫ୍ୟାନମାନଙ୍କୁ ମଧ୍ୟ ରୂପା ପିଣ୍ଟୁ ଧନ୍ୟବାଦ୍ ଜଣାଇଛନ୍ତି। ଫ୍ୟାନs ମାନେ ମଧ୍ୟ ରୂପା ଓ ପିଣ୍ଟୁଙ୍କୁ ଶୁଭେଚ୍ଛା ଜଣାଇବାର ନଜର ଆସୁଛନ୍ତି। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଆଉ ଏବଂ ଦର୍ଶକ ମାନଙ୍କୁ ଏହା ଖୁବ୍ ପସନ୍ଦ ଆସିଛି। ଯାହାକୁ ନେଇ ରୂପା ପିଣ୍ଟୁ ଖୁବ୍ ଖୁସି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।