
ଦେଖନ୍ତୁ viral ଭିଡ଼ିଓ : ରୂପା, ପିଣ୍ଟୁ ,ଖୁସି ( Rupa Pin2 Khushi )ଙ୍କ ର Happy କାର୍ତ୍ତିକ ପୂର୍ଣ୍ଣିମା ….ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….
କାର୍ତ୍ତିକ ମାସ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଯାହାକୁ ଆମେ ରାସ ପୂର୍ଣ୍ଣିମା ନାମରେ ଜାଣିଥାଉ।କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ଯୁବକ ଯୁବତୀ ପୁରୁଷ ସ୍ତ୍ରୀ ସମସ୍ତେ ପ୍ରାତଃ ସ୍ନାନ ସହିତ ପାଞ୍ଚ ଦିନ ଧରି ପଞ୍ଚୁକ୍ ପାଳନ କରନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ଅଛି।କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଜଳରେ ଭସାଇ ଦିଅନ୍ତି।ଓଡ଼ିଶାର ଆଚାର ବିଚାର ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବକୁ ବେଶ୍ ଆନନ୍ଦରେ ସହିତ ପାଳନ କରାଯାଇଥାଏ।
ତେବେ ୟୁଟ୍ୟୁବର ରୂପା ଓ ପିଣ୍ଟୁ ମଧ୍ୟ ଏହି କାର୍ତ୍ତିକ ପୂର୍ଣ୍ଣିମାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେହି ମୁହୂର୍ତ୍ତର ଭିଡିଓ ପିଣ୍ଟୁ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଛନ୍ତି। ତେବେ ରୂପା ପିଣ୍ଟୁ ଖୁସି ଏମାନଙ୍କୁ ତ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ନିଜ ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ। ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଲୋକପ୍ରିୟ ଯୋଡି ଭାବେ ଓଡ଼ିଶାର କୋଣ ଅନୁ କୋଣରେ ପରିଚିତ ହୋଇ ପାରିଛନ୍ତି। ଲୋକେ ଏମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରନ୍ତି।
ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ୱାନ ମିଲିୟନ ରୁ ଅଧିକ ସବସ୍କ୍ରାଇବର୍ ରହିଛନ୍ତି।ତେବେ ରୂପା ପିଣ୍ଟୁ ଏବେ ଏକାଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି।ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା। ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।
ତେବେ ରୂପା ପିଣ୍ଟୁ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଖୁବ୍ ସୁନ୍ଦର୍ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ପିଣ୍ଟୁଙ୍କ ଭଉଣୀ ରୁନା ଶୋଲ ରେ ଏକ ସୁନ୍ଦର ଡଙ୍ଗା ନିର୍ମାଣ କରିଛନ୍ତି ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ।ହୋଇଛି ଏହା ସହିତ ଭିଡିଓରେ ଖୁବ୍ ମଜା ମସ୍ତି ଦେଖିବା ପାଇଁ ମିଳୁଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି ଆପଣଙ୍କୁ ମଧ୍ୟ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।