
ଓଡିଶାର No-1 ୟୁଟୁବର Rupa ଙ୍କର ଖୁସି ପୂର୍ବରୁ ଘଟିଲା ତାଙ୍କ ସହିତ ଏମିତି…କ’ଣ ପାଇଁ କାନ୍ଦୁଚୁ ମୁଁ ଅଛି ,ଦେଖନ୍ତୁ video
ଆଜିର ଦିନରେ ଯୁବପିଢ଼ିମାନେ ସୋସିଆଲ ମିଡିଆକୁ ନିଜର ରୋଜଗାର ପନ୍ଥା ଭାବେ ଚୟନ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲ ପାଇବା ଜିତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।ତେବେ ଆମେ ଯଦି ଆମ ଓଡ଼ିଶା କଥା କହିବା ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକ ମାନଙ୍କ ଭଲ ପାଇବା ଜିତୁଛନ୍ତି।
ତେବେ ଆପଣମାନେ ସମସ୍ତେ ୟୁଟ୍ୟୁବର ରୂପା ପିଣ୍ଟଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ଏମାନେ ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଯାହା ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏମାନେ ତାଙ୍କର ଦୈନନ୍ଦିନ ଜୀବନ ଜୀବନଶୈଳୀକୁ ଭିଡିଓ ମାଧ୍ଯମରେ ଦର୍ଶକ ଆଗରେ ଏକ ନିଆରା ଢଙ୍ଗରେ ଦେଖାଇ ଥାନ୍ତି।ଯାହାକୁ ଆମେ ବ୍ଲଗ ବୋଲି କହିଥାଉ। କେବଳ ବ୍ଲଗ ନୁହେଁ ରୂପା ପିଣ୍ଟୁଙ୍କ ଅନେକ ଗୁଡ଼ିଏ ଆଲବମ୍ ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି
ତେବେ ଆପଣ ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବେ ତେବେ ନିଶ୍ଚି୍ତ ଭାବେ ରୂପା ଓ ପିଣ୍ଟୁ ଙ୍କ ଅନେକ ଭିଡିଓ ଦେଖିବାକୁ ପାଇଥିବେ। ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ଭିଡିଓ ପୋଷ୍ଟ କରି ଥାଆନ୍ତି , ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ବହୁତ୍ ସାରା ଭଲ ପାଇବା ଦେବା ସହ ସେମାନେ ଭିଡିଓ କୁ ମଧ୍ୟ ବେଶ୍ ପସନ୍ଦ କରି ଥାଆନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରିଥାନ୍ତି।
ତେବେ ପୁଣିଥରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ରୂପା କାନ୍ଦୁଥିବାର ନଜର ଆସୁଛନ୍ତି। ରୂପା ତାଙ୍କ ଶାଶୂଙ୍କ କୂଳରେ ଶୋଇ ଖୁବ୍ କାନ୍ଦୁଛନ୍ତି। ତେବେ ରୂପାଙ୍କ କାନ୍ଦିବାର କାରଣ ହେଉଛି ତାଙ୍କର ବହୁତ୍ ଜୋରେ ମୁଣ୍ଡ ବିନ୍ଧା ହେଉଛି ଆଉ ତାଙ୍କ ଦେହ ଭଲ ନାହିଁ ଯାହା ପାଇଁ ସେ କିଛି କାମ କରି ପାରୁ ନାହାନ୍ତି। ଆଉ ସବୁ କାମ ତାଙ୍କ ଶାଶୂଙ୍କୁ କରିବାକୁ ପଡୁଛି। ଯାହା ରୂପାଙ୍କୁ ଆଦୌ ଭଲ ଲାଗୁ ନାହିଁ। ସେଥିପାଇଁ ରୂପା ଏମିତି କାନ୍ଦୁଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।