
ଓଡିଶାର No-1 blogger ( ରୂପା ) ଗାଇଲେ କାର୍ତ୍ତିକ ମାସ ପାଇଁ ଅତି ସୁନ୍ଦର ଭଜନ ଗୀତ ! ମାତ୍ର ୪ ଘଣ୍ଟାରେ 253k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡିଆ ଆଜିର ଦିନରେ ମନୋରଞ୍ଜନ ସବୁଠାରୁ ବଡ଼ ମାଧ୍ୟମ ପାଲଟି ଯାଇଛି। ଲୋକେ ସୋସିଆଲ ମିଡ଼ିଆ ମାଧ୍ୟମରେ ଖୁବ୍ ଲୋକପ୍ରିୟତା ହାସଲ କରି ପାରୁଛନ୍ତି ଆଉ ଏହା ଛଡା ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଏକ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।
ୟୁଟ୍ୟୁବରେ ଆପଣ ମାନେ ନିଜ ମନ ମୁତାବକ ଯେ କୌଣସି ଭିଡିଓ ଦେଖିବା ସହ ଅପଲୋଡ ମଧ୍ୟ କରି ପାରିବେ। ଆମ ଓଡ଼ିଶାରେ ଅନେକ ବ୍ୟକ୍ତି ଆଜି ୟୁଟ୍ୟୁବ ମାଧ୍ୟମର ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଆଜି ଆମେ ଲୋକପ୍ରିୟ ୟୁଟ୍ୟୁବର ରୂପା ପିଣ୍ଟୁଙ୍କ ବାବଦରେ କହିବା ପାଇଁ ଯାଉଛୁ।
ତେବେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ପିଣ୍ଟୁଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେମାନଙ୍କର ଭିନ୍ନ ଧରଣର ଭିଡିଓ ପାଇଁ ଆଜି ସାରା ଓଡ଼ିଶାରେ ସେମାନେ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହା ଓଡ଼ିଶାର ନଂ ୱାନ୍ ୟୁଟ୍ୟୁବ ଚ୍ୟାନେଲ ଭାବେ ବେଶ୍ ଜଣାଶୁଣା।ଆପଣ ମାନେ ସମସ୍ତେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଅନେକ ଭିଡିଓ ଦେଖିବା ପାଇଁ ପାଇଥିବେ।
ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ପ୍ରକାରର ଭିଡିଓ ପୋଷ୍ଟ କରି ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏମାନଙ୍କର ପ୍ରତି ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏମାନଙ୍କର ପ୍ରତି ଭିଡିଓରେ ମିଲିୟନ ମିଲିୟନ ଭ୍ୟୁଉ ରହିଥାଏ। ଏମାନେ ନିଜର ବ୍ୟକ୍ତିଗତ ଜୀବନରେ ସେମାନଙ୍କର ଯେଉଁ ସବୁ ଅନୁଭୂତି ରହିଛି ସେ ସବୁ ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରନ୍ତି। ଏବଂ ସେମାନଙ୍କ ଉପସ୍ଥାପନା ଶୈଳୀ ସମସ୍ତଂକ ଠାରୁ ଭିନ୍ନ ଯେଉଁଥି ପାଇଁ ସେମାନେ ଦର୍ଶକ ମାନଙ୍କ ଖୁବ୍ ଭଲ ପାଇବା ପାଇ ପାରୁଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଦୁର୍ଗାପୂଜା ପରେ ମା ଲକ୍ଷ୍ମୀ ଧରା ପୃଷ୍ଠରେ ପୂଜା ପାଉଛନ୍ତି। ଆଉ ରୂପା ପିଣ୍ଟୁଙ୍କ ଘରେ ମାଙ୍କର ଏହି ଉତ୍ସବ ଖୁବ୍ ଆଡ଼ମ୍ବରେ ରେ ପାଳନ କରାଯାଉଛି। ଆଉ ରୂପା ମା ଲକ୍ଷ୍ମୀଙ୍କ ଲକ୍ଷ୍ମୀ ପୁରାଣ ପାଠ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୂପା ଖୁବ୍ ସୁନ୍ଦର ଭାବେ ଓ ଭକ୍ତିର ସହିତ ମାଙ୍କ ଲକ୍ଷ୍ମୀ ପୁରାଣ ପାଠ କରିଛନ୍ତି।
ତେବେ ରୂପାଙ୍କ କଣ୍ଠରୁ ମାଙ୍କ ଲକ୍ଷ୍ମୀ ପୁରାଣ ଶୁଣି ଦର୍ଶକ ମାନେ ଖୁବ୍ ପ୍ରଶଂସା କରୁଛନ୍ତି। ରୂପାଙ୍କ ଏହି ଲକ୍ଷ୍ମୀ ପୁରାଣ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ନିଶ୍ଚିତ ଦେଖନ୍ତୁ। ଆପଣଙ୍କୁ ରୂପା ପିଣ୍ଟୁଙ୍କ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।