ସବୁ ସମୟ ଖବର ସାଥିରେ

sadhubani-( ଫୁଲ ତୋଳିବାର ନିୟମ ) ଅଗାଧୁଆ ଫୁଲ ତୋଲୁଛନ୍ତିକି, ସର୍ବନାଶ ହେବ ଜାଣନ୍ତୁ କଣ କରିବେ…..

0 87

ଫୁଲ ତୋଳି ବାର ବହୁତ ଗୁଡିଏ ନିୟମ ରହିଛି । ଯାହା ଆଜି କାଲି ଲୋକ ମାନେ ଜାଣି ନାହାନ୍ତି କିମ୍ବା ଜାଣିକି ଭୁଲ କରୁ ଛନ୍ତି । ସେଥି ପାଇଁ ଠାକୁର ଆପଣ ଙ୍କ ଉପରେ ପ୍ରସନ୍ନ ହେଉ ନାହାନ୍ତି । ଆଉ ଆପଣ ଯାହା ଠାକୁର କୁ ମାଗୁ ଛନ୍ତି ତାହା ଆପଣ ପାଇ ପାରୁ ନାହାନ୍ତି । ତେବେ ପ୍ରକୃତ ରେ ଫୁଲ କେମିତି ତୋଳା ଯାଇ ଥାଏ ଯୋଉଥି ପାଇଁ ଠାକୁର ପ୍ରସନ୍ନ ହୋଇ ଥାନ୍ତି । ଏହା ଆପଣଙ୍କ ର ନିହାତି ଜାଣିବା ଆବଶ୍ୟକ ।

ନହଲେ ଆପଣ ଙ୍କ ପୂଜା ରେ ଠାକୁର କେବେ ହେଲେ ପ୍ରସନ୍ନ ହେବେ ନାହିଁ । ତେଣୁ ଆପଣ ମାନେ ଠାକୁର କୁ ପ୍ରସନ୍ନ କରିବା ନିହାତି ଅଵଶ୍ୟକ । କେବଳ ଫୁଲ ରେ ଠାକୁର ପ୍ରସନ୍ନ ହୋଇ ନ ଥାନ୍ତି ।

ଠାକୁର ଙ୍କୁ ଫୁଲ ଚଢ଼େଇବା ସହିତ ନିଜ ମନରେ ଭକ୍ତି ଥିବା ଦରକାର । ଯିଏ ଠାକୁର କୁ କିଛି ମାଗି ଥାଏ । ତା ଠାରୁ ବୋକା ଏ ଦୁନିଆ ରେ କେହି ନାହାନ୍ତି । କାରଣ ଠାକୁର ଆମ ମନ ଭିତରେ ଅଛନ୍ତି । ତେଣୁ ଆମ ମନ ଯାହା ଯାହା ଭାବୁଛି , ଯାହା ଆମ ମନ ଚାହୁଁଛି ତାହା କଣ ଠାକୁର ଜାଣି ପାରୁ ନାହାନ୍ତି ।

ତେଣୁ ଠାକୁର କୁ କିଛି ମାଗିବା , ଏଟା ଗୋଟେ ବିକାମି ର କଥା ହୋଇ ଥାଏ । ଠାକୁର ସବୁ ଜାଣି ପାରନ୍ତି । ତେଣୁ ସେ ଯାହା ଦେବେ ତାହା ଆମ ପାଇଁ ମଙ୍ଗଳ ହୋଇ ଥାଏ । ଠିକ ସେହି ପରି ବାପା ମା କୁ ଅଳି କରି ମାଗିବା ମଧ୍ୟ ଭୁଲ ହୋଇ ଥାଏ । ବାପା ଆମକୁ ଯାହା ଦେବେ ତାହା ଆମ ପାଇଁ ଆଶୀର୍ବାଦ ହୋଇ ଥାଏ ।

 ତେବେ ଏ ଫୁଲ ରେ କିଛି ନ ଥାଏ । କିନ୍ତୁ ଏହା ଜାଣିବା ନିହାତି ଆବଶ୍ୟକ । ଯେମିତି ଆପଣ ମାନେ ଯାଇ ଫୁଲ ତୋଳି ଆଣି ଠାକୁର ପାଖରେ ଲାଗୁଉ ଛନ୍ତି , ତାହା ଭୁଲ ଅଟେ । ଫୁଲ କୁ ଆମେ ବୁଢା ଆଙ୍ଗୁଠି ଓ ମଝି ଆଙ୍ଗୁଳି ରେ ତଳିବା ଅଵଶ୍ୟକ । ନହେଲେ ଫୁଲ ଅଇଁଠା ହୋଇ ଯାଇ ଥାଏ ।

ତେବେ ଫୁଲ ତଳିବା ପୂର୍ବରୁ ହାତକୁ ଆଗ ପରିଷ୍କାର ରଖନ୍ତୁ । ତା ସହିତ ହାତ ଯେମିତି ଅଇଁଠା ହୋଇ ନ ଥାଏ । ଦ୍ୱିତୀୟ ରେ ସବୁ ଠାରୁ ବଡ଼ କଥା । କିଛି କିଛି ଲୋକ ଅଛନ୍ତି । ଯେଉଁ ମାନେ ଫୁଲ ର କଢ଼ କୁ ରାତିରେ ତଳି ଆଣି , ପାଣି ରେ ପକେଇ ଦେଉ ଛନ୍ତି ।

ରାତି ପହିଲେ ଫୁଲ ଫୁଟି ଯାଉଛି ତା ପରେ ତାକୁ ପୂଜା କରୁ ଛନ୍ତି । ଏହା ମୋହା ଭୁଲ ଅଟେ । କାରଣ ଠାକୁର ଚାହିଁ ଥାନ୍ତି ପ୍ରକୃତି ର ଫିଟି ଥିବା ଫୁଲ କୁ । କିନ୍ତୁ ପାଣି ରେ ପକେଇ ଫୁଟି ଥିବା ଫୁଲ ଅପ୍ରାକୃତିକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।