
ରାତିରେ ଶୋଇଲା ବେଳେ ପିଅନ୍ତୁ ଏହି ପାଣି, ଗୋଟିଏ ଦିନରେ ଋତୁସ୍ରାବ ହେବ ଗ୍ୟାରେଣ୍ଟି – Periods Tips
ତେବେ ଆମେ ମାନେ ସମସ୍ତେ ଜାଣିଛୁ କି ପ୍ରତେକ ମଣିଷ ଙ୍କ ପାଖରେ କିଛି ନାଁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ନିଶ୍ଚୟ ଦେଖା ଯାଇଥାଏ | ଆଉ ଏହି ସମସ୍ୟା ଗୁଡିକ ମଧ୍ୟରୁ ପୁରୁଷ ଙ୍କ ଠାରୁ ମହିଳା ମାନଙ୍କର ସମସ୍ୟା ଟିକିଏ ଅଧିକ ଦେଖା ଯାଇଥାଏ ତାହା ହେଉଛି ସେମାନଙ୍କର ପିରିୟଡ଼ସ ଜନିତ ସମସ୍ୟା | ତେବେ ଠିକ ସମୟରେ ପିରିୟଡ଼ସ ନ ହେବା ବା ପିରିୟଡ଼ସ ବେଳେ ପେଟ ଯନ୍ତ୍ରଣା ଭଳି କିଛି ସମସ୍ୟା ଯଦି ଆପଣ ଙ୍କ ପାଖରେ ଦେଖା ଯାଇଥାଏ ତାହେଲେ ସେଥିରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ମଧ୍ୟ ରହିଛି ଯାହା ସାହାଯ୍ୟ ରେ ସେହି ଉପଚାର କୁ ବ୍ୟବହାର କରିକି ଆମେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇଁ ପାରିବା | ତାହେଲେ ଆସନ୍ତୁ ସେହି ଘରେଇ ଉପଚାର ବିଷୟରେ ଜାଣିବା|
କୁହାଯାଏ କି ମହିଳା ମାନଙ୍କର ଏହି ପିରିୟଡ଼ସ ଜନିତ ସମସ୍ୟା ମାନ ବିଭିନ୍ନ କାରଣ ଯୋଗୁ ଆମ ଶରୀର ରେ ଦେଖା ଯାଇଥାଏ | ମହିଳା ମାନଙ୍କର ହର୍ମୋନାଲ ଇମବେଲେନ୍ସ ହେଲେ ବା ତାହା ସହିତ ମହିଲା ମାନେ ଅଧିକ ଷ୍ଟ୍ରେସ ନେବା, ମଦ୍ୟ ପାନ କରିବା, ବା ବଜାରରୁ ମିଳୁଥିବା ଫାଷ୍ଟ ଫୁଡ ର ଅଧିକ ପରିମାଣରେ ସେବନ ଫଳରେ ମଧ୍ୟ ଆମ ଶରୀରରେ ଏହିଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ ବୋଲି କୁହାଯାଉଛି | ତାହେଲେ ସେହି ଭଳି ଯଦି ପିରିୟଡ଼ସ ର ଅନିୟମିତତା ଦେଖା ଯାଏ ତାହେଲେ ତାହାର ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ:-
ଅଦା, ଜିରା, ମହୁ, ବ୍ରାଉନ କଲର ର ସୁଗାର
ପ୍ରସ୍ତୁତି ପ୍ରଣାଳୀ :-
1-ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଓ ପିରିୟଡ଼ସ ଜନିତ ସମସ୍ୟା କୁ ଦୂର କରିବା ପାଇଁ ଆମକୁ ପ୍ରଥମେ କଢେଇରେ ଗୋଟିଏ ଗ୍ଲାସ ପାଣି ନେଇକି ଗରମ କରିବା ପାଇଁ ପଡିବ | ଆଉ ପାଣି ଗରମ ହେଲା ପରେ ସେଥିରେ ଅଦା କୁ ଛୋଟ ଛୋଟ ଖଣ୍ଡ କରିକି ପକାଇବା ଓ ତାହାକୁ 2 ମିନିଟ ପର୍ଯ୍ୟନ୍ତ ଫୁଟାଇବା ଓ ତାହା ପରେ ସେହି ପାଣି କୁ ଛାଣି ନେଇ ଟିକିଏ ଥଣ୍ଡା ହେଲା ପରେ ଆମେ ସେଥିରେ ଗୋଟିଏ ଚାମଚ ମହୁ କୁ ମିଶାଇ ସେବନ କରିବା ;
2- ଦ୍ଵିତୀୟ ଉପଚାର ପାଇଁ ମଧ୍ୟ ଆମେ ପ୍ରଥମେ କଢେଇରେ ଗୋଟିଏ ଗ୍ଲାସ ପାଣି ନେଇକି ଗରମ କରିବା ପାଇଁ ପଡିବ | ଆଉ ପାଣି ଗରମ ହେଲା ପରେ ସେଥିରେ ଗୋଟିଏ ଚାମଚ ଜିରା ପକାଇବା ଓ ତାହାକୁ 2 ମିନିଟ ପର୍ଯ୍ୟନ୍ତ ଫୁଟାଇବା ଓ ତାହା ପରେ ସେହି ପାଣି କୁ ଛାଣି ନେବା | ତାହା ପରେ ସେଥିରେ ଏକ ଚାମଚ ବ୍ରାଉନ କଲର ର ସୁଗାର ମିଶନ୍ତୁ ଆଉ ତାହା ନ ହେଲେ ସାଧାରଣ ସୁଗାର ମଧ୍ୟ ମିଶାଇ ପାରିବେ |
ବ୍ୟବହାର :-
ତେବେ ବର୍ତ୍ତମାନ ପ୍ରସ୍ତୁତ କରିଥିବା ଏହି ଘରେଇ ଉପଚାର ଟିକୁ ଆପଣ ମାନ ଙ୍କର ଯଦି 2-3 ମାସ ଯାଏ ପିରିୟଡ଼ସ ଇରରେଗୁଲାର ଅଛି ତାହେଲେ ପ୍ରଥମ ଉପଚାର ର ସେବନ କରୁ ପାରିବେ | ଆଉ ଯଦି କିଛି ଦିନ ହେବ ପିରିୟଡ଼ସ ହୋଇନି ତାହେଲେ ଦ୍ଵିତୀୟ ଉପଚାର ର ସେବନ କରିବେ 2-3 ଥର ଆଉ ତାହା ରାତିରେ ଖାଇବା ପରେ କରିବେ |
ତେବେ ଏହା ଥିଲା ପିରିୟଡ଼ସ ଭଳି ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।