
ରାତିର ଏହି ସମୟରେସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ …ନଚେତ୍ ହୋଇପାରେ ଭୟଙ୍କର ଦୁର୍ଘଟଣା
ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ।ଏହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ। ପ୍ରାୟତଃ ସମସ୍ତେ ବିବାହ ପରେ ପରସ୍ପର କିଛି ସମୟ ଏକାଠି ବିତାଇ ସାରିଲା ପାରେ ଶାରିରୀକ ସମ୍ବନ୍ଧ ପାଇଁ ଆଗ୍ରହୀ ହୋଇଥାନ୍ତି କିମ୍ବା ଇଚ୍ଛା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ଆଗ୍ରହ ଏବଂ ଇଚ୍ଛା ରହିଥାଏ ଯେ ଏହାର ଅନୁଭୂତି କଣ ରହିବ ଏବଂ ଏହା ସେମାନଙ୍କ ବୈବାହିକ ଜୀବନ ର ପ୍ରେମ ସମ୍ପର୍କ କୁ କିପରି ଭାବରେ ପ୍ରଭାବିତ କରିବ।
ଏଥିପାଇଁ ଅନେକ ଦମ୍ପତ୍ତି ଯଦିଓ ବିବାହର ପ୍ରଥମ ଦିନରୁ ପରସ୍ପର ସହ ଅନ୍ତରଙ୍ଗ ହୋଇ ନ ପାରିଲେ ବି ଧୀରେ ଧୀରେ ଏକାଠି ରହିବା ଫଳରେ ଏଥିପ୍ରତି ସେମାନଙ୍କ ଭାବନା ସୃଷ୍ଟି ହୋଇଥାଏ। ଏହାପରେ ସେମାନେ ଦୈହିକ ସମ୍ପର୍କ ସ୍ଥାପନ ଦିଗରେ ମନ ବଳାଇ ଥାଆନ୍ତି ଏବଂ ଅପୂର୍ବ ସୁଖକୁ ପ୍ରାପ୍ତ ମଧ୍ୟ କରିଥାନ୍ତି। କିନ୍ତୁ ଏମାନଙ୍କର ଏହି
ସମ୍ପର୍କ କୁ ପବିତ୍ର ବୋଲି କୁହାଯାଏ। ସ୍ବାମୀ ସ୍ତ୍ରୀ ମାନଙ୍କ ଭିତରେ ସୃଷ୍ଟି ହେଉଥିବା ଏହି ଦୈହିକ ସମ୍ପର୍କ ରେ କୌଣସି ପ୍ରକାର ଖରାପ୍ ନଥାଏ କିମ୍ବା ପାପ ନଥାଏ। କିନ୍ତୁ ଏହି ଶାରିରୀକ ସମ୍ପର୍କ ସ୍ଥାପନକୁ ନେଇ କିଛି ନିର୍ଦ୍ଧିଷ୍ଟ ସମୟ ରଲହିଥାଏ , ଯାହା ଜାଣିବା ନିହାତି ଆବଶ୍ୟକ ।
କାହିଁକି ନାଁ ଘରର ସୁଖଶାନ୍ତି ପାଇଁ ମହିଳା ମାନଙ୍କୁ ରାତିରେ ଏହି କାମ କରିବାର ନାହିଁ । ଘରର ମହିଳାମାନେ ରାତିରେ କିଛି ଏମିତି କାମ କରିଥାନ୍ତି ଯାହା ଅଜାଣତରେ ଘରକୁ କ୍ଷତି ପହଞ୍ଚାଇଥାଏ ଏବଂ ଯାହାର ସିଧା ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଉପରେ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ କାମ ବିଷୟରେ ଯାହା ମହିଳା ମାନଙ୍କୁ ରାତି ସମୟରେ କରିବାର ନାହିଁ,
1. ସୂର୍ଯ୍ୟାସ୍ତ ପରେ କୋଣସି ବାହାର ଲୋକଙ୍କୁ କ୍ଷୀର , ଦହି ଦିଅନ୍ତୁ ନାହିଁ ।
2. ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରିବା ଶୋଇବା ଉଚିତ୍ ।
3. ରାତିରେ ଶୋଇବା ପୂର୍ବରୁ ଅଇଂଠା ବାସନ ରଖନ୍ତୁ ନାହିଁ ।
4. କେଶ ଖୋଲାକରି ଶୋଇବା ଉଚିତ୍ ନୁହେଁ ।
5. ସପ୍ତାହକୁ ଥରେ ରାତିରେ ଶୋଇବା ପୂର୍ବରୁ ସମସ୍ତ ଘରେ ଲୁଣ ରଖନ୍ତୁ ଏବଂ ସକାଲେ ସେହି ଲୁଣକୁ କାହା ସାଙ୍ଗରେ କଥା ନକହି ବାହାରେ ଫୋପାଡି ଦିଅନ୍ତୁ ।
6. ରାତିରେ ଶୋଇବା ପୂର୍ବରୁ ଝାଡୁକୁ ଉତ୍ତର ଦିଗରେ ଲୁଚେଇ ରଖିବେ ।
7. ରାତିରେ ଶୋଇବା ବେଳେ ପାଣି ମୁଣ୍ଡ ପାଖରେ ରଖନ୍ତୁ ନାହିଁ ।
8. ରାତି 3ଟା ପରେ ସ୍ବାମୀ-ସ୍ତ୍ରୀ ଶାରିରୀକ ସଂପର୍କ ରଖନ୍ତୁ ନାହିଁ । ଏହାଦ୍ବାରା ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।