
ଦେଖନ୍ତୁ Shocking ଭିଡ଼ିଓ -ରାତି ଅଧରେ Ollywood ହିରୋ ସ୍ୱରାଜ ଓ ଭୂମିକା( Bhoomika ) ଙ୍କୁ ଜଙ୍ଗଲରେ ବାନ୍ଧି ପକେଇଲେ ଗାଁ ଲୋକ !ଆଉ ତାପରେ ଯାହା ହେଲା …..
ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାରେ ରହିଥିବା ଓଡ଼ିଶାର ଲୋକପ୍ରିୟ ଯୋଡ଼ି ହେଉଛନ୍ତି ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସ। ତେବେ ବର୍ତ୍ତମାନ ସମୟରେ ସ୍ବରାଜ ଏବଂ ଭୂମିକାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସ୍ଵରାଜ ବାରିକ୍ ଙ୍କୁ ଗାଁ ଲୋକେ ବାନ୍ଧି ନେଇଛନ୍ତି। ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲିଛି। ତେବେ ଏ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରା ଲ୍ ହେବାରେ ଲାଗିଛି।
ତେବେ ଆପଣ ଜାଣି ଖୁସି ହେବେ କି ଏହି ଲୋକପ୍ରିୟଙ୍କୁ ଯୋଡି ଙ୍କୁ ଦର୍ଶକ ପୁଣିଥରେ ପରଦା ଉପରେ ଏକାଠି ଦେଖିବାକୁ ପାଇବେ। ଆଉ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ସୁଟିଂ ସେଟର ଆଗକୁ ସ୍ବରାଜ ଓ ଭୂମିକାଙ୍କ ନୂଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ ଆସିବାକୁ ଯାଉଛି’। ଯାହାର ସୁଟିଂ ଆରମ୍ଭ ହୋଇ ଯାଇଛି। ଆଉ ଯାହାର ଫିଟ୍ ଏବଂ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସ ଏହି ଦୁଇ ଲୋକପ୍ରିୟ କଳାକାରଙ୍କୁ ଆପଣ ଖୁବ୍ ଭଲ ଭାବରେ ଜାଣି ଥିବେ। ଏମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ୍ ଅଳ୍ପ ବୟସରୁ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହି ଦୁଇ କଳାକାର ବହୁତ ସମୟରେ ଚର୍ଚ୍ଚାରେ ରହିଥାନ୍ତି।ଶିଶୁ କଳାକାର ଭାବରେ ଅଭିନେତା ସ୍ବରାଜ ବାରିକ୍ ଓ ଅଭିନେତ୍ରୀ ଭୂମିକାଙ୍କୁ ଛୋଟ ପିଲା ଥିଲାବେଳୁ ଓଡ଼ିଆ ମନୋରଞ୍ଜନ ଜଗତରେ ପାଦ ପକାଇଥିଲେ। ଏହି ଦୁଇ କଳାକାର ଜଣେ ଉତ୍ତମ ଓ ଦକ୍ଷ ଶିଶୁ କଳାକାର ଭାବେ ଅନେକ ସିନେମା ଖ୍ୟାତି ଅର୍ଜନ କରିଛନ୍ତି।ସେମାନଙ୍କର ସୁନ୍ଦର ଓ ଜୀବନ୍ତ କଳା ପ୍ରଦର୍ଶନ ଦ୍ଵାରା ସେ ଅନେକ ଙ୍କ ପସନ୍ଦ ଓ ପ୍ରଶଂସା ର ପାତ୍ର ହୋଇ ପାରିଥିଲେ।
ଓଡ଼ିଆ ସିନେମା ଜଗତରେ ଏହି ଦୁଇ କଳାକାରଙ୍କ ଯୋଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।ତୁ ମୋ ଲଭ ଷ୍ଟୋରି ସିନେମାରେ ଉଭୟ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଅଭିନେତ୍ରୀ ଭାବ ନଜର ଆସିଥିଲେ। ଏବଂ ଦର୍ଶକ ମାନଂକ ଦୃଷ୍ଟି ଆକର୍ଷଣ କରି ପାରିଥିଲେ। ତାହା ପରେ ତୁ ମୋ ଲଭ ଷ୍ଟୋରି ୨ ରେ ମଧ୍ୟ ଉଭୟ ଏକାଠି ନଜର ଆସି ଥିଲେ।
ଯାହାକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ତେବେ ପୁଣି ଥରେ ତାଙ୍କର ଏକ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଦର୍ଶକ ଖୁବ୍ ଏକ୍ସାଇଟେଡ ରହିଛନ୍ତି। ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟ ଏବଂ ଭିଡିଓ ଦର୍ଶକଙ୍କ ଏକ୍ସସାଇଟମେଣ୍ଟକୁ ଅଧିକ କରି ଦେଇଛି। ଆଉ ଦର୍ଶକମାନେ ଏହି ଫିଲ୍ମ ରିଲିଜ୍ କୁ ଅପେକ୍ଷା କରି ରହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।