ସବୁ ସମୟ ଖବର ସାଥିରେ

General Knowledge – ରାମାୟଣ କିଏ ରଚନା କରିଥିଲେ ? 99% ଉତ୍ତର ଦେବାରେ ଫେଲ

0 33

ଆପଣ ମାନେ ଜାଣିଥିବେ ବେଶ ଭଲ ଭାବରେ ଆମର ଧର୍ମ ଆଉ ସଂସ୍କୃତି ବିଷୟରେ ଆମ ଓଡିଶା ର ଲୋକ ମାନେ ବିଶେଷ କରିକି ସେହି ହିନ୍ଦୁ ଧର୍ମ ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି| ଆଉ ତାହା ସହିତ ଆପଣ ମାନେ ଜାଣିଥିବେ ବି ପୌରାଣିକ ଘଟଣା ବଳୀ ଗୁଡିକ ସହିତ ଆମ ହିନ୍ଦୁ ଶାସ୍ତର ଅନେକ ସମ୍ପର୍କ ରହି ଆସିଛି | ତେବେ ଆଜି ଆମେ ସେହି ଭଳି କିଛି କଥା ବିଷୟରେ ଜାଣିବା ଯାହା ଆମର ସାଧାରଣ ଜ୍ଞାନ କୁ ବଢାଇବା ରେ ବହୁତ ଅଧିକ ସାହାଯ୍ୟ କରିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ରାମାୟଣ ସମ୍ବଧୀୟ ପ୍ରଶ୍ନ ଉତ୍ତର ବିଷୟରେ ନଜର ପକାଇବା |

ପ୍ରଶ୍ନ 1:-ହନୁମାନ ସୀତାଙ୍କୁ ଖୋଜିବା ପାଇଁ ଗଲାବେଳେ ରାମ ଙ୍କ ଠାରୁ କଣ ନେଇକି ଯାଇଥିଲେ?
ଉତ୍ତର :-ମୁଦ୍ରିକା

ପ୍ରଶ୍ନ 2:-ମହିରାବଣ ବିଭୀଷଣ ଙ୍କ ରୂପ ଧାରଣ କରି ରାମ ଓ ଲକ୍ଷ୍ମଣ ଙ୍କୁ କେଉଁ ଠାକୁ ନେଇ ଯାଇଥିଲେ?
ଉତ୍ତର :-ପାତାଳ

ପ୍ରଶ୍ନ 3:- ରାମ ଓ ଲକ୍ଷ୍ମଣ ସୀତା କୁ ଖୋଜିବା ସମୟରେ କାହା ସହିତ ତାଙ୍କର ଦେଖା ହୋଇଥିଲା?
ଉତ୍ତର :- ଜଟାୟୁ

ପ୍ରଶ୍ନ 4:- ଶିବ ଧନୁ କିଏ ସଭା ସ୍ଥଳରେ ଭାଙ୍ଗିଥିଲେ?
ଉତ୍ତର :-ରାମ

ପ୍ରଶ୍ନ 5:- ଅଗସ୍ତ ମୁନି ନହୁଷକୁ କି ଅଭିଶାପ ଦେଇଥିଲେ?
ଉତ୍ତର :-ସାପ ହୋଇଯାଅ

ପ୍ରଶ୍ନ 6:-ରାବଣ କାହାଠାରୁ ବର ପ୍ରାପ୍ତ କରିଥିଲେ?
ଉତ୍ତର :- ବ୍ରହ୍ମଆ

ପ୍ରଶ୍ନ 7:-ରାମାୟଣ କିଏ ରଚନା କରିଥିଲେ?
ଉତ୍ତର :-ବାଲ୍ମୀକି

ପ୍ରଶ୍ନ 8:- ରାମ ଙ୍କର କେତେ ଜଣ ପୁଅ ଥିଲେ?
ଉତ୍ତର :-2ଜଣ

ପ୍ରଶ୍ନ 9:- ରାମ କେତେ ବର୍ଷ ବନବାସ ଯାଇଥିଲେ?
ଉତ୍ତର :-14

ପ୍ରଶ୍ନ 10:-ଲକ୍ଷ୍ମଣ କାହା ର ନାକ କୁ କାଟିଥିଲେ?
ଉତ୍ତର :-ଶୃପଣ ରେଖା

ପ୍ରଶ୍ନ 11:-ରାବଣ କେଉଁଠାରେ ସୀତା ଙ୍କୁ ହରଣ କରିଥିଲା
ଉତ୍ତର :-ପଞ୍ଚବାଟି ବଣରୁ

ପ୍ରଶ୍ନ -12:-ବ୍ରହ୍ମ ହତ୍ୟା ରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର କେଉଁ ଯଜ୍ଞ କରିଥିଲେ?
ଉତ୍ତର :-ଆଶ୍ୱ ମେଧ ଯଜ୍ଞ

ପ୍ରଶ୍ନ -13:- ମାୟା ମୃଗ କୁ ଯିଏ ଚିହିଁ ପାରିଲେ?
ଉତ୍ତର :-ଲକ୍ଷ୍ମଣ

ପ୍ରଶ୍ନ -14:-ସେତୁ ବନ୍ଧ ନିର୍ମାଣ ପାଇଁ କେତେ ଦିନ ଲାଗିଥିଲା
ଉତ୍ତର :-5 ଦିନ

ପ୍ରଶ୍ନ 15:-ଶୁଦ୍ର ମୁନି କୁ କିଏ ହତ୍ୟା କରିଥିଲେ
ଉତ୍ତର :-ରାମ

ପ୍ରଶ୍ନ :-ମିଥିଳା ରୁ ଫେରି ଭରତ ଓ ଶତ୍ରୁଘ୍ନ କେଉଁଠାକୁ ଗଲେ?
ଉତ୍ତର :-ମାମୁ ଘରକୁ

ତେବେ ଏହା ଥିଲା ଆମ ଓଡ଼ିଶାରେ ପ୍ରଚଳିତ ଥିବା ତଥା ଆମ ଭାରତରେ ଜାଣିବାକୁ ଥିବା କେତେକ ପୌରାଣିକ ରାମାୟଣ ସମ୍ବଧୀୟ ପ୍ରଶ୍ନ ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।