
Jyotisha Shastra-ରାକ୍ଷୀ ପୁର୍ଣିମା ଠାରୁ ଏହି ପାଞ୍ଚଟି ରାଶିରେ ଆସିବ ମହାସୁଯୋଗ, ହୋଇ ପାରେ ଅଚାନକ ଧନର ବର୍ଷା..
ଆସନ୍ତା ୧୧ ତାରିଖ ଦିନ ପଡୁଅଛି ପବିତ୍ର ରାକ୍ଷୀ ପୁର୍ଣିମା ବା ଯାହାକୁ ଆମେ ରକ୍ଷା ବନ୍ଧନ ରୂପେ ଜାଣିଥାଉ |ଏହି ରକ୍ଷା ବନ୍ଧନରେ ମାଆ ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ଧନର ବର୍ଷା କରିବାକୁ ଯାଉଛନ୍ତି |ତେବେ ଏହା ସହିତ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ କିଛି ରାଶି ଉପରେ ରହୁଛି |ଯାହା ଦ୍ୱାରା ସେମାନଙ୍କର ଭାଗ୍ୟ ଅତି ଶୀଘ୍ର ବଦଳିବାକୁ ଯାଉଅଛି |
ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ମାନଙ୍କର ସ୍ଥିତି ଠିକ ରହିଥାଏ ତେବେ ସେମାନଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ |ସେଥିପାଇଁ ରାଶି ମାନଙ୍କ ଉପରେ ଗ୍ରହ ଓ ନଖତ୍ର ମାନଙ୍କର ବହୁତ ମହତ୍ୱ ରହିଥାଏ | ଜୀବନରେ ସଫଳ ହେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି |ଏଥି ପାଇଁ ସେମାନେ ବହୁତ କଷ୍ଟ ଓ ପରିଶ୍ରମ ମଧ୍ୟ କରିଥାନ୍ତି |କିନ୍ତୁ ଏହା ଜରୁରୀ ନୁହେଁ ଯେ ଯୋଉଁ ମାନେ କଷ୍ଟ କରିବେ ସେହିମାନେ ହି ସୁଫଳ ପାଇବେ | ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏହି ରାକ୍ଷୀ ପୁର୍ଣିମା ଠାରୁ ପାଞ୍ଚଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଅଛି | ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ |
ବୃଷ ରାଶି :- ଏହି କନ୍ୟା ରାଶିର ବ୍ୟକ୍ତି ମାନଙ୍କୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲଷ୍ମୀଙ୍କର କରୁଣା ପ୍ରାପ୍ତ ହେବ |ତା ସହିତ କୁଣ୍ଡଳୀରେ ଗ୍ରହ ମାନଙ୍କର ଗୋଚର ଯୋଗୁଁ ଶୁଭ ଫଳ ମିଳିବ |ବ୍ୟବସାୟରେ ଲାଭବାନ ହେବେ | ପାରିବାରିକ ସୁଖ ଶାନ୍ତି ମିଳିବ | ଅଚାନକ ଗୁପ୍ତ ଧନ ହେବାର ଯୋଗ ବନୁଅଛି |
ତୁଳା ରାଶି :- ଏହି ମେଷ ରାଶିର ବ୍ୟକ୍ତି ମାନଙ୍କୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ଲାଭ ହେବ |ଏବଂ ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉଅଛି | ତା ସହିତ ମା ଲକ୍ଷ୍ମୀଙ୍କର କୃପା ପାଇ ଭାଗ୍ୟ ମଧ୍ୟ ଖୋଲିବ କିନ୍ତୁ ପରିଶ୍ରମ ଜାରି ରଖନ୍ତୁ | ଉତ୍ତମ ଫଳ ପ୍ରାପ୍ତି ହେବ | ସମାଜରେ ପ୍ରତିଷ୍ଠିତ ହେବେ ଓ ଶରୀର ମଧ୍ୟ ସୁସ୍ଥ ରହିବ |
ସିଂହ ରାଶି :- ଏହି ରାଶିର ବ୍ୟକ୍ତି ମାନେ ନୂତନ ଯୋଜନା କରିବାର ସୁଯୋଗ ରହିଅଛି ତା ସହିତ ମାଆ ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାର ଅଛି | ଗୁପ୍ତଧନର ଅଚାନକ ପ୍ରାପ୍ତି ହେବାର ଯୋଗ ବନୁଅଛି |ବ୍ୟବସାୟରେ ବିଶେଷ ରୂପେ ଉନ୍ନତି ହେବ |
କନ୍ୟା ରାଶି :- ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହା ସଂଯୋଗ ଫଳରେ ଶୁଭ ଫଳ ପ୍ରାପ୍ତି ହେବ | ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ |ମାଆ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଇଯିବ |ଅଚାନକ ଏକ ବଡ଼ ଧରଣର ଖୁସି ଖବର ମିଳିବାକୁ ଯାଉଅଛି |ଯାହା ଫଳରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ ରୂପେ ବଦଳାଇ ଦେବ |
କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହାସଂଯୋଗ ଯୋଗୁଁ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପୂର୍ଣ ହେବ |ଇଚ୍ଛାପୂର୍ଣ କାର୍ଯ୍ୟ କରିଲେ ବିଶେଷ ଭାବେ ସଫଳତା ମିଳିବ |ଧର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।