
Jyotisha Shastra – ରାକ୍ଷୀ ପୁର୍ଣିମା ଠାରୁ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ..ଜାଣି ରଖନ୍ତୁ ଏହି ରାଶି ଗୁଡିକ ବିଷୟରେ..
ଅଗଷ୍ଟ ଏଗାର ତାରିଖରେ ପଡୁଛି ପବିତ୍ର ରାକ୍ଷୀ ପୁର୍ଣିମା | ଏହି ପ୍ରତ୍ୟେକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଏକ ଖୁସିର ଦିନ | କାରଣ ଏହି ଦିନ ଜଣେ ଭଉଣୀ ତାର ଭାଇର ଦୀର୍ଘାୟୁ କାମନା କରିଥାଏ ଭଗବାନଙ୍କ ପାଖରେ | ତା ଭାଇର ମଙ୍ଗଳ ମନାସି ଥାଏ ଏବଂ ତାର ଭାଇ ମଧ୍ୟ ଭଉଣୀକୁ ଜୀବନ ସାରା ପାଇଁ ସୁରକ୍ଷା ଦେବାର ପ୍ରତିଶୃତି ଦେଇଥାଏ | ଏହି ପର୍ବ ପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ |
କିନ୍ତୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲଷ୍ମୀ କିଛି ରାଶିର ବ୍ୟକ୍ତିଙ୍କ ଉପରେ ତାଙ୍କର ଅପାର କରୁଣା ବର୍ଷା କରୁଛନ୍ତି ଏବଂ ଧନର ବର୍ଷା କରୁଛନ୍ତି | ଏହା ସହିତ ମାଆ ଲଷ୍ମୀଙ୍କର ବିଶେଷ କୃପା କିଛି ରାଶିର ବ୍ୟକ୍ତିଙ୍କ ଉପରେ ଅଛି |ଏବଂ ସେମାନଙ୍କର ଭାଗ୍ୟ ଏହି ରାକ୍ଷୀ ପୁର୍ଣିମା ଠାରୁ ବଦଳୁ ଅଛି | ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ |
କନ୍ୟା rasi:- ଏହି କନ୍ୟା ରାଶିର ବ୍ୟକ୍ତି ମାନଙ୍କୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲଷ୍ମୀଙ୍କର କରୁଣା ପ୍ରାପ୍ତ ହେବ |ତା ସହିତ କୁଣ୍ଡଳୀରେ ଗ୍ରହ ମାନଙ୍କର ଗୋଚର ଯୋଗୁଁ ଶୁଭ ଫଳ ମିଳିବ |ବ୍ୟବସାୟରେ ଲାଭବାନ ହେବେ | ପାରିବାରିକ ସୁଖ ଶାନ୍ତି ମିଳିବ | ଅଚାନକ ଗୁପ୍ତ ଧନ ହେବାର ଯୋଗ ବନୁଅଛି |
ମେଷ ରାଶି :- ଏହି ମେଷ ରାଶିର ବ୍ୟକ୍ତି ମାନଙ୍କୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ଲାଭ ହେବ |ଏବଂ ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉଅଛି | ତା ସହିତ ମା ଲକ୍ଷ୍ମୀଙ୍କର କୃପା ପାଇ ଭାଗ୍ୟ ମଧ୍ୟ ଖୋଲିବ କିନ୍ତୁ ପରିଶ୍ରମ ଜାରି ରଖନ୍ତୁ | ଉତ୍ତମ ଫଳ ପ୍ରାପ୍ତି ହେବ | ସମାଜରେ ପ୍ରତିଷ୍ଠିତ ହେବେ ଓ ଶରୀର ମଧ୍ୟ ସୁସ୍ଥ ରହିବ |
ତୁଳା ରାଶି :- ଏହି ରାଶିର ବ୍ୟକ୍ତି ମାନେ ନୂତନ ଯୋଜନା କରିବାର ସୁଯୋଗ ରହିଅଛି ତା ସହିତ ମାଆ ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାର ଅଛି | ଗୁପ୍ତଧନର ଅଚାନକ ପ୍ରାପ୍ତି ହେବାର ଯୋଗ ବନୁଅଛି |ବ୍ୟବସାୟରେ ବିଶେଷ ରୂପେ ଉନ୍ନତି ହେବ |
ମକର ରାଶି :- ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହା ସଂଯୋଗ ଫଳରେ ଶୁଭ ଫଳ ପ୍ରାପ୍ତି ହେବ | ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ |ମାଆ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଇଯିବ |ଅଚାନକ ଏକ ବଡ଼ ଧରଣର ଖୁସି ଖବର ମିଳିବାକୁ ଯାଉଅଛି |ଯାହା ଫଳରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ ରୂପେ ବଦଳାଇ ଦେବ |
କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହାସଂଯୋଗ ଯୋଗୁଁ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପୂର୍ଣ ହେବ |ଇଚ୍ଛାପୂର୍ଣ କାର୍ଯ୍ୟ କରିଲେ ବିଶେଷ ଭାବେ ସଫଳତା ମିଳିବ |ଧର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।