ସବୁ ସମୟ ଖବର ସାଥିରେ

Big Breaking News – ରାସନ କାର୍ଡ କୁ ନେଇ ଆସିଲା ବଡ ଖବର !(Raation) କାର୍ଡ ଥିଲେ ସରକାର ଦେବେ 4000 ଟଙ୍କା …କେମିତି ପାଇବେ ଏବଂ କେଉଁ ଦିନ ପାଇବେ ଜାଣନ୍ତୁ ବିବରଣୀ…….

0 43

ରାସନ୍ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ବଡ଼ ଖବର । ତେବେ ଆଧାର ଓ ପାନ୍ କାର୍ଡ ଭଳି ରାସନ୍ କାର୍ଡ ମଧ୍ୟ ଦେଶର ନାଗରିକ ମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଡକୁମେଣ୍ଟ।ଏହି କାର୍ଡ ସାହାଯ୍ୟରେ ସାଧାରଣ ଲୋକଙ୍କୁ ଅନେକ ସାହାଯ୍ୟ ସୁବିଧା ମିଳି ପାରୁଛି ।ତେବେ ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୁଆ ନୁଆ ତଥ୍ୟ ବିଷୟରେ ଶୁଣିବା ପାଇଁ ମିଳିଥାଏ। ସରକାର ବିଭିନ୍ନ ସମୟରେ ଅନେକ ଜିନିଷ ଲୋକ ମାନଙ୍କୁ ଦେଇ ଥାଆନ୍ତି।

ଯେମିତି ଲୋକ ମାନଙ୍କର କୌଣସି କ୍ଷେତ୍ରରେ ଅସୁବିଧା ନହୁଏ ତା’ହାକୁ ଲକ୍ଷ୍ୟ କରି ସରକାର ନିୟମ ବାହାର କରି ଥାଆନ୍ତି। ଯାହା ଫଳରେ କି ଲୋକ ମାନେ ଅନେକ ପ୍ରକାରର ସୁବିଧା ଓ ସୁଯୋଗ ପାଇ ପାରି ଥାଆନ୍ତି। ଯାହା ଫଳରେ ଲୋକ ମାନେ ଏହା ଦ୍ୱାରା ବହୁତ ଉପକୃତ ମଧ୍ୟ ହୋଇ ଥାଆନ୍ତି ।

ତେବେ ବର୍ତ୍ତମାନ ସମୟରେ ସରକାର ଏଭଳି ଏକ ନିଷ୍ପତ୍ତି ଘୋଷଣା କରିଛନ୍ତି, ଆମେ ଆପଣ ମାନଙ୍କୁ ଏହି ଯୋଜନା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ହୋଇଯିବେ ।

ତେବେ ପାଖରେ ରାସନ କାର୍ଡ ଥିଲେ ସରକାର ଦେଉଛନ୍ତି 4000 ଟଙ୍କା। ଆଜିକାଲି ସରକାରଙ୍କ ତତ୍ୱାବଧାନରେ ସାଧାରଣ ଲୋକଙ୍କ ପାଇଁ ଅନେକ ପ୍ରକାରର ସୁବିଧା ବାହାରିଲାଣି। ସେହିଭଳି ସରକାର ବର୍ତ୍ତମାନ ରାସନ କାର୍ଡ ଧାରୀ ମାନଙ୍କୁ ଦେବାକୁ ଯାଉଛନ୍ତି।ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାମିଲନାଡୁ ସରକାର ଏମ୍ କେ ଷ୍ଟାଲିନ ସେଠାକାର ଜନ ସାଧାରଣଙ୍କ ପାଇଁ ଏହି ସୁବିଧା ବାହାର କରିଛନ୍ତି।

ଯାହାଫଳରେ ସେ ପ୍ରତ୍ୟେକ ରାସନ କାର୍ଡ ଥିବା ବ୍ୟକ୍ତିଙ୍କ ପାଇଁ 4000 ଟଙ୍କା ଲେଖାଏଁ ରାଶି ପ୍ରଦାନ କରୁଛନ୍ତି। ଏହି ଟଙ୍କା ରିଲିଫ ପ୍ୟାକେଜ ଆକାରରେ ନଗଦ ଲୋକ ମାନଙ୍କ ଦିଆ ଯାଉଛି। ଏଠି ମଧ୍ୟରୁ ପ୍ରଥମ କିସ୍ତି ମେ ମାସରେ ରିଲିଜ ହେବ ଏବେ ଏହାର ଦ୍ୱିତୀୟ କିସ୍ତି ଖୁବ ଶୀଘ୍ର ହିତାଧିକାରୀମାନଙ୍କୁ ଦିଆ ଯିବ। ଏଥିସହିତ ଏହି ଲୋକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବାରେ ମାଗଣା ଚିକିତ୍ସା ମଧ୍ୟ ଘୋଷଣା କରାଯାଇଥିଲା।ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା 2.7 କୋଟି ଲୋକ ଉପକୃତ ହେବେ। ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟ ବୀମା ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ମିଳିବ।

ଏହା ବ୍ୟତୀତ ପ୍ରତ୍ୟେକ ଲୋକଙ୍କୁ ଗତ ବର୍ଷ ସରକାର 2,500 ଟଙ୍କା ଲେଖାଏଁ ରାଶି ଘୋଷଣା କରିଥିଲେ ଏବଂ ପୋଙ୍ଗଲ ମହୋତ୍ସବରେ ସେ 2,500 ଟଙ୍କା ଲେଖାଏଁ ସମସ୍ତଙ୍କୁ ବଣ୍ଟନ କରିଥିଲେ। ଏଥିସହିତ 1 କିଲୋଗ୍ରାମ ଚାଉଳ, 1 କିଲୋଗ୍ରାମ ଚିନି ଏବଂ ଆଖୁ ମାଗଣାରେ ଦିଆଯାଇଥିଲା। ଏହା ପୂର୍ବରୁ 2014 ମସିହାରେ ଶାସନରେ ଥିବା ସରକାର ମାଗଣାରେ 1 କିଲୋଗ୍ରାମ ଚାଉଳ , 1 କିଲୋଗ୍ରାମ ଚିନି ଦେବା ସହିତ ପ୍ରତ୍ୟେକ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ। 2018 ମସିହାରେ ଏହି ଟଙ୍କାର ପରିମାଣ 1,000 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ଏହା 2,500 ଟଙ୍କା ଏବଂ ଚଳିତ ବର୍ଷ ଏହା 4,000 ଟଙ୍କାରେ ପହଞ୍ଚି ସାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।