
ଦେଖନ୍ତୁ ପ୍ରଥମ ଥର , ପରିବାର ସହିତ କେମିତି କଲିକତା ରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ…ସ୍ବାମୀ, ପୁଅ . ପରିବାର……
ଆପଣ ମାନେ ଜାଣିଥିବେ ସେଲିବ୍ରେଟି ମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟି ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରିଥାନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି।ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାର ମାନଙ୍କୁ ସବୁବେଳେ ଅନୁସରଣ କରିଥାନ୍ତି। ସେଲିବ୍ରେଟି ମାନଙ୍କ ବେଶ ପୋଷାକ ଓ ସେମାନଙ୍କ କଥା ଶୈଳୀ ଓ ସେମାନଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଉପରେ ସେମାନେ ସବୁବେଳେ ପାଇଁ ତାଙ୍କୁ ସଂଯମତା ରକ୍ଷା କରିବାକୁ ପଡ଼ିଥାଏ। ଆଉ ବେଳେ ବେଳେ କିନ୍ତୁ ଏଭଳି କିଛି କରିଥାନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ।
ତେବେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ୍ ର ସେ ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ଆଉ ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ। ଆଜି ଆମେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ବିଷୟରେ କିଛି ତଥ୍ୟ ଜଣେଇବୁ। ତେବେ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ସୂଚନା ମୁତାବକ, ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଚୁଲବୁଲି ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ। ସେ ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଆଗ ଧାଡିର ଅଭିନେତ୍ରୀ ଭାବରେ ବେଶ୍ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡ଼ିଏ ଫିଲ୍ମ ରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଦମଦାର ଅଭିନୟ ପାଇଁ ସେ ପରିଚିତ ହୋଇ ପାରିଛନ୍ତି।
ତାଙ୍କ ଅଭିନୟ କୁ ଯିଏ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇଯାଆନ୍ତି। ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରିଥାନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡ଼ିଏ ପ୍ରଶଂସା ମିଳିବା ସହିତ ସବୁବେଳେ ପାଇଁ ସେ ଚର୍ଚ୍ଚା ରେ ରହି ଆସୁଛନ୍ତି। ସେ ଦେଖିବା ପାଇଁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ। ଯେ କୌଣସି ବ୍ୟକ୍ତି ବି ତାଙ୍କୁ ପସନ୍ଦ କରୁଥିବେ।
ତେବେ ଏହି ଅଭିନେତ୍ରୀ ଜଣଙ୍କ ଆଗରୁ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ବହୁତ ଫିଲ୍ମ କରିଛନ୍ତି। ତାଙ୍କ ଯୋଡି କୁ ସମସ୍ତେ ପସନ୍ଦ କରିଥାନ୍ତି। ସବୁବେଳେ ମୁଖ୍ୟ ଅଭିନେତା ଓ ମୁଖ୍ୟ ଅଭିନେତ୍ରୀ ଭାବେ ଏକାଠି କାମ କରିଛନ୍ତି। ତେବେ ବର୍ତ୍ତମାନ ରଚନା ବାନାର୍ଜୀ ଙ୍କ କିଛି ଖାସ୍ ଭିଡିଓ ସାମ୍ନାକୁ ଆସିଛି। ରଚନା ବାନାର୍ଜୀ ତାଙ୍କ ପରିବାର ସହିତ କଲିକତା ରେ ଅଛନ୍ତି। ସେ ତାଙ୍କ ସ୍ୱାମୀ, ଝିଅ, ଓ ପୁଅ ସହିତ ବହୁତ ଖୁସି ରେ ରହିଛନ୍ତି। ତେବେ ରଚନା ବାନାର୍ଜୀ ଙ୍କ ପରିବାର କଲିକତା ରେ ବର୍ତ୍ତମାନ ଅଛନ୍ତି। ସେ ଆଉ ସିନେମା ଜଗତରେ କାମ କରୁ ନାହାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।