ସବୁ ସମୟ ଖବର ସାଥିରେ

ରାତିକ ଭିତରେ Social Media ରେ ନିଆଁ ପରି ଭାଇରାଲ ହେଲା ଏହି ଝିଅ… ଦେଖନ୍ତୁ Video

0 23

ଇଣ୍ଟରନେଟ ଯୁଗରେ ଲୋକେ ନିଜର ପ୍ରତିଭାକୁ ମୋବାଇଲ୍ ଦ୍ଵାରା ସୋସିଆଲ ମିଡ଼ିଆରେ ଛାଡ଼ି ଅନେକଙ୍କ ପାଖରେ ପହଞ୍ଚାଇବା କୁ ସକ୍ଷମ ହେଉଛନ୍ତି। କିଛି ଭିଡିଓ ବେଳେବେଳେ ଏମିତି ଆପଣ ମାନଙ୍କ ସାମ୍ନାକୁ ଆସିଥାଏ । ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହୋଇଯାଆନ୍ତି । ମନ ଭିତରେ ଏକ ଭିନ୍ନ ଖୁସି ଦେଖା ଦେଇଥାଏ।

ତେବେ ମଣିଷ ର ବ୍ୟସ୍ତ ବହୁଳ ଦୁନିଆରେ ଲୋକେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ଚିତ୍ତ ବିନୋଦନ କରିବା ପାଇଁ ଟିକେ ଫୁରୁସତ୍ ବାହାର କରି ପାରୁ ନାହାଁନ୍ତି। ମନଖୋଲି କିଏ କେବେ ହସିଥିଲେ ତାହା ବି ବହୁତ୍ ଜଣଙ୍କର ମନେ ନଥିବ। ତାରି ଭିତରୁ କିଛି ଲୋକ ନିଜେ ହସି ଅନ୍ୟକୁ ହସାଇବାର ପ୍ରୟାସ କରି ଥାଆନ୍ତି।

ସମୟ କ୍ରମେ ବହୁତ୍ ଭାଇରାଲ ହୋଇଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଭାଇରାଲ ଭିଡିଓ ଦେଖୁଥିବେ। ଯେମିତି ଭିଡିଓ ରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ ଏହି ମଜାଳିଆ ଭିଡିଓ ଆମକୁ ବହୁତ୍ ପସନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। କାରଣ ଏହିଭଳି କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।

ଭିଡିଓ ରେ ମହିଳା ଜଣଙ୍କ ତାଙ୍କୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଯେଉଁଭଳି ଭାବରେ ଏକ ଭିନ୍ନ ଢ଼ଙ୍ଗରେ ଗୀତ ମାଧ୍ୟମରେ ଦେଉଛନ୍ତି ତାହା ଥରେ ଦେଖନ୍ତୁ। ଗୀତର ତାଳେ ତାଳେ ସେ ଅଭିନୟ ମଧ୍ଯ କରୁଛନ୍ତି। ତାଙ୍କର ଏଭଳି ଢଙ୍ଗର ଅଭିନୟ ଦେଖିଲେ ଆପଣ ବହୁତ୍ ଖୁସି ହେବେ । ପ୍ରଶ୍ନର ଉତ୍ତର କୁ ଯେମିତି ସେ ସୁନ୍ଦର୍ ସୁନ୍ଦର୍ ଓଡ଼ିଆ ଗୀତ ମାଧ୍ୟମରେ ସଜାଇ ଛନ୍ତି ତାହା ଦେଖିଲେ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ତେବେ ଏହି ମହିଳାଙ୍କ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଏମିତି ବି ରହିଛି ଯାହାକି ଆପଣଙ୍କ ଆଖି ରୁ ଲୁହ ବାହାର କରିଦେବ । ଏମିତି ବି ଭିଡିଓ ରହିଛି ଆପଣଙ୍କ ମୁଁହ ରେ ହସ ଆସିଯିବ।

ସ୍ୱାଭାବିକ ଭାବରେ ଆମେ ଏହିପରି ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କାରଣ ଯଦି ଏହା ଆମକୁ ହସାଇଥାଏ କିମ୍ୱା ଖୁସି ଦିଏ ତେବେ ଆମେ ଏହାକୁ ପୁନର୍ବାର ଦେଖିବାକୁ ପସନ୍ଦ ବି କରୁ। ତେବେ ଆଜି ଆମେ ଜାଣିବା ଏମିତି ଏକ ଅଜବ ଭିଡ଼ିଓ ବିଷୟରେ ଯାହା ଆପଣଙ୍କୁ ମୁଚୁକି ହସ ହସିବାକୁ ବାଧ୍ୟ କରିବ । ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ଦେଖିବା ପାଇଁ ମିଳିଥାଏ। ଏହିଭଳି କିଛି ଘଟଣା ଆପଣ ମାନଙ୍କୁ ହସିବାକୁ ବାଧ୍ୟ କରିଥାଏ ଏବଂ ଏକ ଭିନ୍ନ ଖୁସି ଦେଇଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।