ସବୁ ସମୟ ଖବର ସାଥିରେ

ହେ ଭଗବାନ ଆଶ୍ଚର୍ଯ୍ୟକର କଥା ! ଶ୍ରୀମନ୍ଦିର ସାମ୍ନାରେ ଉଦ୍ଧାର ହୋଇଛି ବିରଳ ଗରୁଡ ପକ୍ଷୀ, ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଲା ଲୋକଙ୍କ ଭିଡ଼ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….

0 750

ଶ୍ରୀକ୍ଷେତ୍ର ରେ ଅନେକ ସମୟ ରେ ଅନେକ ବିଚିତ୍ର ଘଟଣା ଦେଖିବାକୁ ମିଳି ଥାଏ ବୋଲି ଲୋକ କଥା ରହିଛି । କାରଣ ଏହି କ୍ଷେତ୍ର ହେଉଛି ମହାପ୍ରଭୂ ଜଗନ୍ନାଥଙ୍କ ଙ୍କ ର । ତେବେ ପୁଣି ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ପୁରୀ ରେ ଦେଖିବାକୁ ମିଳିଛି। ଯାହା ପୁଣି ଥରେ ପୁରୀ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ପୁରୀ ରୁ ଉଦ୍ଧାର ହୋଇଛି ବିଷ୍ଣୁ ଙ୍କ ବାହାନ ଗରୁଡ଼ ପକ୍ଷୀ ।

ତେବେ ଏହି ପକ୍ଷୀ ଟି ପ୍ରଥମ ଥର ପାଇଁ ପୁରୀ ରେ ଦେଖିବାକୁ ମିଳିଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁରୁ ଏହି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି।ତେବେ ଏହି ପକ୍ଷୀ ଆଉ କେଉଁଠି ଦେଖିବା ପାଇଁ ମିଳୁ ନାହାନ୍ତି ଲ ଏହି ପ୍ରଜାତିର ପକ୍ଷୀ ଧିରେ ଧିରେ ବିଲୁପ୍ତ ହୋଇ ଯାଉଛନ୍ତି।

 

ତେବେ ଏବେ ଏହି ପକ୍ଷୀ ଶ୍ରୀମନ୍ଦିର ରୁ ଉଦ୍ଧାର ହେବା ପରେ ଏହି ପକ୍ଷୀ କୁ ଦେଖି ସବୁ ଚକିତ ହୋଇ ଯାଉଛନ୍ତି । ତେବେ ପୁରାଣ ର ବହୁତ୍ ସ୍ଥାନ ରେ ଏହି ପକ୍ଷୀ ବିଷୟ ରେ ଉଲ୍ଲେଖ କରା ଯାଇଛି। ଏହି ପକ୍ଷୀ ଟି ଭଗବାନ ବିଷ୍ଣୁ ଙ୍କ ର ବାହାନ ଅଟେ । ତେବେ ଏହି ପକ୍ଷୀ କୁ ଗଇଣ୍ଡୋଳ ଗାଁ ର ଆଲୋକ ସ୍ୱାଇଁ ପାଇଥିଲେ ।

ଏହି ପକ୍ଷୀ କୁ ସେ ପାଇବା ପରେ ବନବିଭାଗ କୁ ଏହି ପକ୍ଷୀ କୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ପକ୍ଷୀ ଟି ଛୋଟ ଅଟେ ଓ ଏହାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁମାନ କରା ଯାଉଛି । ତେବେ ଆଲୋକ ସ୍ୱାଇଁ ନିଜ ସାଙ୍ଗ ସହିତ ନିଜ ଗ୍ରାମ ର ନଦୀ ପଠା କୁ ବୁଲିବାକୁ ଯାଇ ଥିବା ବେଳେ ଏହି ଛୋଟ ଗରୁଡ ପକ୍ଷୀ କୁ ଦେଖି ଥିଲେ। ପକ୍ଷୀ ଟିକୁ ଦେଖି ସେ ତାକୁ ଉଦ୍ଧାର କରି ପ୍ରଥମେ ଘରକୁ ଆଣି ଥିଲେ ।

ଘରକୁ ଆଣି ବନ ବିଭାଗ କର୍ମଚାରୀ ମାନଙ୍କୁ ସେ ଏହି ବିରଳ ପକ୍ଷୀ ବିଷୟ ରେ ଜଣାଇ ଥିଲେ । ବନ ବିଭାଗ କର୍ମଚାରୀ ଆଲୋକ ସ୍ୱାଇଁ ଙ୍କ ଗ୍ରାମ ରେ ପହଞ୍ଚି ପକ୍ଷୀ ଟିକୁ ଉଦ୍ଧାର କରିଛନ୍ତି । ପୁରାଣ ରେ ଅନେକ ସ୍ଥାନ ରେ ଏହି ପକ୍ଷୀ ବିଷୟ ରେ ଉଲ୍ଲେଖ କରା ଯାଇଛି । ତେବେ ଏହି ପକ୍ଷୀ ଟି ଏବେ ପୁରୀ ଉଦ୍ଧାର ହେବା ପରେ ଏହା ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଲୋକ ମାନେ ଏହା ଭଗବାନ ଙ୍କ ର ଏକ କୌଣସି ସନ୍ଦେଶ ବୋଲି କହୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।