
ଦେଖନ୍ତୁ ଏହି Exclusive ଭିଡ଼ିଓ ! ଲଭ୍ ସେ-କ୍ସ ଧୋକା, ଭଲ ପାଇଲା , ଶାରୀରିକ ସମ୍ପର୍କ ବି ରଖିଲା ଏବେ ଧୋକା ଦେଲା……
ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥୁବା ଏହି ଭିଡ଼ିଓ ଟି ଏବେ ଚର୍ଚ୍ଚା ର ବିଷୟ ପାଲଟିଛି, ଭଲ ପାଇ ବାହା ହେବେ ବୋଲି କଥା ଦେଇ ଏବେ ଏକା ଛାଡି କୁଆଡେ ଫେରାର ହେଇଯାଇଛନ୍ତି ଯୁବକ ଜଣକ,ଯେଉଁଥି ପାଇଁ ପ୍ରେମିକା କିଛି ଲୋକଙ୍କୁ ଧରି ପ୍ରେମିକର ଘର ଆଗରେ ଅନଶନ କରୁଛନ୍ତି| ଯେଉଁ ପର୍ଯ୍ୟନ୍ତ ମୋତେ ନ୍ୟାୟ ନ ମିଳିବ ସେତେଦିନ ଯାଏ ମୁ ଏମିତି ବସି ରହିବି ବୋଲି କହିଥିଲେ ପ୍ରେମିକା ଓ ଯଦି ନ୍ୟାୟ ନ ମିଳିବ ତାହାଲେ ପ୍ରେମିକ ଘରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ପ୍ରେମିକା ଜଣକ| ତାହାଲେ ଆସନ୍ତୁ ଆମେ ଆଜି ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ, କଣ ଯୁବତୀ ଜଣଙ୍କ ନିଜ ଘର ଛାଡି ଏବେ ଅନ୍ୟ ଘରେ ଯାଇ ଅନଶନ ରେ ବସିରହିଛନ୍ତି ସେ ବିଷୟରେ ଏବେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଗ୍ରାମରେ ଦୀପାଞ୍ଜଳି ଜେନା ନାମକ ଜଣେ ସବାଳିକା ଯୁବତୀ ସେଇ ଗ୍ରାମର ଅମୁଲ୍ୟ ମାଝୀ ଙ୍କୁ ପୁଅ ଜିତେନ୍ଦ୍ର ମାଝୀ ଦୀପାଞ୍ଜଳି ଙ୍କୁ ଭଲ ପାଇବା ର ପ୍ରସ୍ତାବ ଦେଇଥିଲେ |ଯେତେବେଳେ ଦୀପାଞ୍ଜଳି ଏହି ପ୍ରସ୍ତାବ କୁ ମନା କରିଦେଇଥିଲେ ହେଲେ ଜିତେନ୍ଦ୍ର ତାଙ୍କୁ ଏହି ପ୍ରସ୍ତାବ ରେ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ |
ଯାହା ଫଳରେ ଦୀପାଞ୍ଜଳି ତାଙ୍କ ପ୍ରସ୍ତାବ ରେ ରାଜି ହେଇଯାଇଥିଲେ ଓ ସେମାନେ 3 ବର୍ଷ ଧରି ଭଲ ପାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ଓ ତାଙ୍କୁ ପଣା ସଂକ୍ରାନ୍ତି ଦିନ ମନ୍ଦିରରେ ସିନ୍ଦୂର ମଧ୍ୟ ଦେଇଥିଲେ |ଏହା ପରେ ରୀତି ନୀତି ଅନୁଯାୟୀ ବିବାହ କରିବା ପାଇଁ ତାଙ୍କ ଘରେ ଯାଇ ପ୍ରସ୍ତୁତ ହେବା ପାଇଁ କହିଥିଲେ ଜିତେନ୍ଦ୍ର |ଏହି ସମସ୍ତ କଥା ପରେ ଏବେ ଜିତେନ୍ଦ୍ର ଫେରାର ହେଇଥିବା ଜଣା ପଡିଛି |
ତେବେ 5 ତାରିଖ ଠୁ ଜିତେନ୍ଦ୍ର ଫେରାର ହେବା ପରେ ଦୀପାଞ୍ଜଳି କୌଣସି ଉପାୟ ନ ପାଇ ବିଧବା ମା ଙ୍କ ସହିତ ଆଉ କିଛି ସମ୍ପର୍କୀୟ ନେଇ ଜିତେନ୍ଦ୍ର ଙ୍କ ଘରେ ଅନଶନ ରେ ବସି ରହିଛିନ୍ତି |ପୋଲିସ ଏହି ଘଟଣା ରେ ହସ୍ତ କ୍ଷେପ କରିଥିଲେ ମଧ୍ୟ ତାଙ୍କୁ କୌଣସି ଫାଇଦା ମିଳିନାହିଁ ବୋଲି କୁହାଯାଇଛି |
ତେବେ ଲଭ ସେକ୍ସ ଧୋକା ରେ ସ୍ୱୀକାର ହେଇଥିବା ଦୀପାଞ୍ଜଳି ଜିତେନ୍ଦ୍ର ଙ୍କ ଘରେ ଆଗରେ ନ୍ୟାୟ ନ ମିଳିବା ଯାଏ ବସି ରହିବେ ବୋଲି କହିଛନ୍ତି ଓ ଯଦି ନ୍ୟାୟ ନ ମିଳିବ ତାହାଲେ ସିଏ ଜିତେନ୍ଦ୍ର ଙ୍କ ଦୁଆରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି | କାରଣ ଭଲ ପାଇ ସେ ତାଙ୍କର ସବୁକିଛି ଜିତେନ୍ଦ୍ର କୁ ଦେଇଦେଇଛନ୍ତି ମୋତେ ଏବେ କିଏ ଗ୍ରହଣ କରିବ ଏମିତି କହିଛନ୍ତି ଦୀପାଞ୍ଜଳି |
ତାହେଲେ ଏହା ଥିଲା ସେଇ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି ଓ ଦୀପାଞ୍ଜଳି ଙ୍କୁ ନ୍ୟାୟ ଦେବା ପାଇଁ ଲୋକଙ୍କ ମତ ମଧ୍ୟ ରହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।