ସବୁ ସମୟ ଖବର ସାଥିରେ

Pregancy tips – ଜାଣନ୍ତୁ ପିରିୟଡ୍ ହେବାର କେତେଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇ ମାତୃତ୍ୱ ଲାଭ ଅର୍ଜନ କରନ୍ତି !

0 9

ଜଣେ ବିବାହିତ ମହିଳା ନିଜର ମାତୃତ୍ୟ ଲାଭ କଲେ ନିଜକୁ ସୌଭାଗ୍ୟ ବତୀ ମନେ କରି ଥାଏ | ମାତୃତ୍ୱ ଲାଭ କଲେ ତାର ଜୀବନ ସାର୍ଥକ ହୋଇ ଥାଏ | ସାଧାରଣତଃ ମହିଳା ମାନଙ୍କର ଋତୁ ସ୍ରାବ ବନ୍ଦ ହୋଇ ଗଲେ ସେମାନେ ମନରେ ଗର୍ଭବତୀ ହେବାର ଭୟ କରି ଥାନ୍ତି | କିନ୍ତ ଏହା ଆପଣଙ୍କର ଅନ୍ୟାନ କାରଣ ପାଇଁ ମଧ୍ୟ୍ୟ ହୋଇ ଥାଇ ପାରେ | ଅଧିକାଂଶ ମହିଳା ମାନେ ଜାଣି ନ ଥାନ୍ତି କି ଋତୁ ସ୍ରାବ ବନ୍ଦ ହେବାର କେତେ ଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇ ପାରିବେ | ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ |

ଋତୁସ୍ରାବର ପରେ ଏକ ନିର୍ଦିଷ୍ଟ ସମୟରେ ମହିଳା ମାନେ ଗର୍ଭବତୀ ହୋଇ ଥାନ୍ତି | ମାସିକ ଋତୁସ୍ରାବର ବନ୍ଦ ପରେ ପ୍ରେଗନାନସି ଟେଷ୍ଟ କରିବା ଆବଶ୍ୟକ | କିନ୍ତୁ ଯଦି ଆପଣ ଓଭ୍ୟୁଲେସନର ଆଠ ଦିନ ପୂର୍ବରୁ ପ୍ରେଗନାନସି ଟେଷ୍ଟ କରନ୍ତି ତେବେ ଏହା ଆପଣଙ୍କୁ ସଠିକ ଫଳାଫଳ ଦେବ ନାହିଁ | ଏହାର କାରଣ ହେଉଛି ଗର୍ଭ ଧାରଣ କେବଳ ଫୋରଟୀଲାଈଯେସନର ପରେ ପରୀକ୍ଷା କରିବା ଉଚିତ | ହ୍ୟୁମାନ କରିଅନିକ ହର୍ମୋନ ଯାହାକୁ ଗର୍ଭ ଧାରଣ କରିବାର ହର୍ମୋନ କୁହା ଯାଇ ଥାଏ ତାହା ଏଗର ଫୋରଟୀଲାଈଯେସନ ପରେ ମଧ୍ୟ ଗୁପ୍ତ ହୋଇ ନ ଥାଏ |
ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେତୋଟି ଟିପ୍ସ ବିଷୟରେ –
1.ଶାରୀରିକ ସମ୍ପର୍କ ବେଳେ ସାବଧାନତା ଅବଲମ୍ବନ କରନ୍ତୁ -ଆପଣ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପନ୍ଦର ମିନିଟ ପର୍ଯ୍ୟନ୍ତ ଶୋଇ ରୁହନ୍ତୁ |
2.ଶାରୀରିକ ସମ୍ପର୍କ ସମୟରେ ସଚେତନତା – ଏହି ସମୟରେ କୌଣସି ମାନସିକ ଚାପରେ ରୁହନ୍ତୁ ନାହିଁ | ମନ ଖୁସିରେ ଓ ଉତ୍ସାହର ସହିତ ସମ୍ପର୍କ ସ୍ଥାପନ କରନ୍ତୁ |
3.ସହବାସର ସମୟ ଜାଣନ୍ତୁ -ଆପଣ ସଠିକ ସମୟରେ ସହବାସ ନ କଲେ ଗର୍ଭ ଧାରଣ ହୋଇ ନ ଥାଏ |
4-ପିରିୟଡ଼ସ ଡେ ମନେ ରଖନ୍ତୁ -ପିରିୟଡ଼ସ ଡେ ର ଏଗାର ଦିନ ପରେ ଲଗତାର ପାଞ୍ଚ ଦିନ ସମ୍ପର୍କ ରଖିଲେ ମହିଳା ଜଣଙ୍କ ଗର୍ଭବତୀ ହୋଇ ଥାନ୍ତି | ତେଣୁ ନିଶ୍ଚିତ ଭାବେ ପିରିୟଡ଼ସ ଡେ ମନେ ରଖନ୍ତୁ |
5-ଓଭ୍ୟୁଲେସନ ଡେ ମନେ ରଖନ୍ତୁ -ପିରିୟଡ଼ସ ହେବାର ୬ ଦିନ ପର ଠାରୁ ଆଗାମୀ ଏଗାରରୁ ଚଉଦ ଦିନ ପର୍ଯ୍ୟନ୍ତ ଦିନକୁ ଓଭ୍ୟୁଲେସନ ଡେ କୁହା ଯାଏ | କାରଣ ମହିଳା ମାନଙ୍କର ଓଭମ ଉତ୍ପନ୍ନ ହୋଇ ଥାଏ ତେଣୁ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭ ଧାରଣ କରିବାର ସମ୍ଭାବନା ରହି ଥାଏ | ତେଣୁ ଆପଣଙ୍କୁ ଓଭ୍ୟୁଲେସନ ଡେ ନିଶ୍ଚିତ ରୂପେ ମନେ ରଖିବା ପାଇଁ ପଡିବ |

ଏହି ସବୁ ଟିପ୍ସ ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇ ଥାଏ ଓ ଏହା ଜାଣିବା ଦ୍ୱାରା ଆପଣ ସଠିକ ସମୟରେ ଓ ନିଜ ମନ ମୁତାବକ ସମୟରେ ଗର୍ଭ ଧାରଣ କରି ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।