ସବୁ ସମୟ ଖବର ସାଥିରେ

Pregnancy Test – ରସୁଣ ମାଧ୍ୟମରେ ୫ ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ, କେମିତି ଜାଣନ୍ତୁ…

0 79

ଆପଣ ମାନେ ଜାଣିଥିବେ ଦୁନିଆରେ ମା ହେବା ଏକ ସୌଭାଗ୍ୟ ର କଥା। ଏହି ସମାଜରେ ସବୁଠାରୁ ମହତ୍ବପୂର୍ଣ୍ଣ ଭୂମିକା ଗୋଟିଏ ମା ହିଁ ଲିଭାଇଥାଏ। ବିବାହ ପରେ ପ୍ରତ୍ୟେକ ଝିଅ ମାନଙ୍କର ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହିତ ସମାନ ହୋଇଥାଏ। ଗୋଟିଏ ଝିଅ ମା ବନିବା ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭରେ ୯ ମାସ ଧରି ନିଜ ଜନ୍ମ ସହିତ ଲଢ଼େଇ କରି ଜୀବନ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ହୋଇଥାଏ। ଗୋଟିଏ ଝିଅ ମା ହେବା ପରେ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ। ଗୋଟିଏ ମା ପାଇଁ କୌଣସି ପ୍ରକାର କାରଣ ରହି ନଥାଏ କି ତା ଗର୍ଭ ରେ ବଢ଼ୁଥିବା ପିଲାଟି ପୁଅ ହେବ ନା ଝିଅ।

କିନ୍ତୁ ଆମ ସମାଜରେ ଏପରି କିଛି ପରିବାର ବା ଲୋକମାନେ ରହିଛନ୍ତି ,ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡ଼େ କି, ପିଲା ଟି ପୁଅ ହେବ ନା ଝିଅ। ଆପଣ ମାନେ ଜାଣିଛନ୍ତି କି ପ୍ରାୟ ସମସ୍ତେ ଲୋକ ମାନେ ପୁଅ ପିଲାକୁ ଅଧିକ ପସନ୍ଦ କରିଥାନ୍ତି ,ସେହି ତୁଳନାରେ ଝିଅ ପିଲା ମାନଙ୍କୁ ସେତିକି ପସନ୍ଦ କରି ନଥାନ୍ତି।

 

ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକ ମାନେ ଏହି ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି। ଲୋକ ମାନଙ୍କ ମନ ଓ ମସ୍ତିଷ୍କ ରୁ ଏହି ଭୁଲ ଧାରଣା କୁ ଦୂର କରିବା ପାଇଁ ସରକାର କେତେ ପ୍ରକାର ଯୋଜନା କରୁଛନ୍ତି। କିନ୍ତୁ କଣ ହେବ ସବୁ ଅସଫଳ ହୋଇ ଯାଉଛି।

ବର୍ତ୍ତମାନ ର ଅତ୍ୟାଧୁନିକ ବିଜ୍ଞାନ ର ଯନ୍ତ୍ରପାତି ସାହାଯ୍ୟରେ ଡାକ୍ତର ମାନେ ଅତି ସହଜରେ ଜାଣି ପାରିଥାନ୍ତି କି ,ମା ର ଗର୍ଭ ରେ ବଢ଼ୁଥିବା ପିଲାଟି ପୁଅ ନା ଝିଅ ସେମାନେ ଜଣେଇ ଦେଇଥାନ୍ତି। କିନ୍ତୁ ସରକାର ଏହା ଉପରେ ରକଠକ ମନା କରିବା ପରେ ଏହା ବହୁତ କମ୍ କେସ୍ ରେ ହେଉଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଏକ ଘରୋଇ ଉପାୟ ,ଯାହା ସାହାଯ୍ୟରେ ଆପଣ ଜାଣି ପାରିବେ କି ଆପଣଙ୍କ ଗର୍ଭ ରେ ପୁଅ ଅଛି ନା ଝିଅ। ତେବେ ଏହି ଉପାୟ ଟି କରିବାକୁ ହେଲେ ଆପଣ କିଛି ରସୁଣ ଗୋଲି ନିଅନ୍ତୁ।

ଏହାକୁ ଗର୍ଭବତୀ ଥିବା ମହିଳା ତଥା ୬ ମାସ ରୁ ଅଧିକ ଦିନ ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦିଅନ୍ତୁ। ସେ ଏହି ରସୁଣ ଗୋଲା କୁ ଖାଇ ସାରିବା ପରେ ଯଦି ତାଙ୍କ ପାଟିରୁ ଗନ୍ଧ ବାହାରେ ତେବେ ତାଙ୍କର ପୁଅ ହେବ। ଆଉ ଯଦି ପାଟିରୁ ଗନ୍ଧ ବାହରେ ନାହିଁ ତେବେ ଝିଅ ହେବ। ଏହା ଅନେକଙ୍କ କେସ୍ ରେ ସତ ବୋଲି ପ୍ରମାଣିତ ହୋଇ ସାରିଛି।କିନ୍ତୁ ଏହା ଭୁଲ ବି ହୋଇପାରେ ,ଏହା କେବଳ ଗୋଟିଏ ଅନୁମାନ ମାତ୍ର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।