ସବୁ ସମୟ ଖବର ସାଥିରେ

Exclusive – ପ୍ରଥମେ ଇଂଷ୍ଟାଗ୍ରାମରେ ଫ୍ରେଣ୍ଡସିପ, ପରେ ପ୍ରେମ ଓ ବିବାହ, ଏବେ ମୋ ସହ ରହିବ କହି ଆଉ କାହା ସହ OYO ରେ ସେ…’ ପ୍ରେମିକା କଣ କରୁଛି.. ଦେଖନ୍ତୁ ଏହି Video..!

0 14

ମହଙ୍ଗା ହେଲା ସୋସିଆଲ ମେଡିଆରେ ପ୍ରେମ କରିବା, ତେବେ ବର୍ତ୍ତମାନ ସମୟରେ ସୋସିଆଲ ପ୍ରେମ କରିବା ଏକ ମାରାତ୍ମକ ବେମାରି ପାଲଟି ଗଲାଣି ।ଫେସ୍ଫୁକ,ଇଂସ୍ତଗ୍ରାମ ପ୍ରି ଅନେକ ସୋସିଆଲ ମେଡିଆ ପେଜରୁ ବନ୍ଧୁତା କରି ପରେ ପ୍ରେମ ଓ ବିବାହ ପର୍ଯ୍ୟନ୍ତ ବି କଥାଯାଉଛି କିନ୍ତୁ ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ଗୁଡିକୁ ନେଇ ଏମିତି ବିବାଦ ସବୁ ଦେଖିବାକୁ ମିଳୁଛି ଯାହା ଆପଣ ଦେଖିଲେ ବିଶ୍ୱାସ କରିପାରିବେ ।ତେବେ ଆଜି ଦେଖନ୍ତୁ ଜଣେ ଯୁବକ ଓ ଯୁବତୀ ଇଂସ୍ତଗ୍ରାମରୁ ଭଲପାଇ ବିବାହ କରିଥିଲେ କିନ୍ତୁ ବିବାହ ବର୍ଷେ ନହେଉଣୁ ସ୍ତ୍ରୀ ଆଉ କାହା ସହ OYO ରୁମରେ ରହୁଛି ।
ତେବେ ଦିନକୁ ଦିନ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଥିବା ଘଟଣା ସମସ୍ତଙ୍କ ପାଇଁ ଏକ ନିନ୍ଦନୀୟ ଅଟେ ।କାରଣ ଦିନକୁ ଦିନ ସବୁକିଛି ଉନ୍ନତି ଓ ପ୍ରଗତି ହେଉଥିବାବେଳେ ଲୋକମାନଙ୍କ ଭିତ୍ତେ କିନ୍ତୁ ସୁଧାର କିଛି ଆସିବା ପରିବର୍ତେ ସେମାନେ ଆହୁରି ଖରାପ ବାଟ ଆପଣାଛନ୍ତି ।ଆଉ ଯୁବପିଡିଙ୍କ କଥା କହିବା ଦୂରର କଥା କାରଣ ସେମାନେ ଏବେ ଯେଉଁ ପଥରେ ପାଦ ଥାପୁଛନ୍ତି ତାହା ତାଙ୍କୁ ମାଟିରେ ମିଶେଇ ଦେଉଛି ।ତଥାପି କିଛି ସୁଧାର ଆସୁନାହିଁ, ଆଜିର ଏହି ଘଟଣାରେ ଆପଣ ଦେଖି ପାରିବେ ଆଜିର ଯୁବପିଡ଼ି କେମିତି ପ୍ରେମ ଓ ଭଲପାଇବା ପରି ସମ୍ପର୍କରେ କଲଙ୍କ ଲଗେଇ ଦେଇ ସାରିଲେଣି ।ତେବେ ଆପଣ ଏହି ଭିଡ଼ିଓରେ ଦେଖିପାରୁ ଥିବେ ଜଣେ ଯୁବକ ଓ ଯୁବତୀଙ୍କୁ ଯେଉଁ ମାନଙ୍କର ମୁଣ୍ଡରେ ପଟି ହେଇଚି ଆଉ ଥାନାର ଦ୍ୱାରସ୍ତ ହେଇଛନ୍ତି ।

କିନ୍ତୁ ଯସନୀ ଆଶ୍ଚର୍ଯ୍ୟ ହେବେ କି ସେମାନଙ୍କ ଶରୀରରେ ଏହି ଆଘାତ ଉଭୟ ଉଭଞଙ୍କୁ ଦେଇଛନ୍ତି ଓ ଉଭୟ ସ୍ୱାମୀ ସ୍ତ୍ରୀ ବି ଅଟନ୍ତି ।ତେବେ ଏପରି ହେବା ପଛରେ କାରଣ କଣ ଆସନ୍ତୁ ଜାଣିବା, ବାସ୍ତବ ଘଟଣା ହେଉଛି ଉଭୟ ଯୁବକ ଓ ଯୁବତୀ ଇଂସ୍ତଗ୍ରାମରୁ ବନ୍ଧୁ ହେଇଥିଲେ ।ଆଉ ପରେ ପ୍ରେମ ସମ୍ପର୍କରେ ଓ ଲିଭିଂରେ ବି ରହିଥିଲେ ତେବେ 2021 ମସିହାରେ ମାର୍ଚ୍ଚ ମାସରେ ବିବାହ କରିବା ପରେ ଉଭୟ ସାଙ୍ଗରେ ଭଡା ଘରେ ରହୁଥିଲେ ।

କିନ୍ତୁ ଏହି ବିବାହ ବେଶିଦିନ ଚାଲି ନଥିଲା ଓ ଉଭୟ ଡିଭର୍ସ ନେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଡିଭର୍ସ ନହେବା ପୂର୍ବରୁ ସ୍ତ୍ରୀ ଆଉ କାହା ସହ OYO ରୁମ ଯାଉଛି ଶୁଣି ସ୍ୱାମୀ ସ୍ତ୍ରୀ ଭିଟ୍ରେଭୁତ ଝଗଡା ଓ ମାରପିଟ ହେଇଥିଲା ।ଆଉ ସେଥିରେ ଉଭଞଙ୍କୁ ଆଘାତ ଲାଗିଥିଲା, ଆଉ ଏହି କଥାକୁ ନେଇ ପର ଦିନ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହେଇଛନ୍ତି ।ତେବେ ଆପଣ ଜାଣିପାରୁଥିବେ କେମିତି ସୋସିଆଲ ପ୍ରେମ କରିବା ଉଭଞଙ୍କୁ ମହଙ୍ଗା ପଡୁଛି କିନ୍ତୁ ଲୋକ ଏହି ଭୁଲ ବାରମ୍ବାର କରିବାରେ ଲାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।