ସବୁ ସମୟ ଖବର ସାଥିରେ

IAS ସନ୍ତୋଷଙ୍କ ସହ ଅପରାଜିତାଙ୍କ ପ୍ରେମ କାହାଣୀ ( life story ) , ସୋସିଆଲ ମିଡିଆରେ ଭାଇରାଲ ଲୋକେ ଜାଣି ନଥିବା ଏହି ଅଜଣା କଥା ଦେଖନ୍ତୁ…

0 68

ତେବେ ଆପଣ ତ ଅପରାଜିତା ଷଡ଼ଙ୍ଗୀ ନାମ କୁ ଭଲ ଭାବରେ ଜାଣି ଥିବେ ଯାହାକି ସୋସିଆଲ ମିଡ଼ିଆ ଏବଂ ଖବର କାଗଜ ରେ ଆମେ ଶୁଣିବାକୁ ପାଇ ଥାଉ | ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଣେ ଶକ୍ତ ମହିଳା ଅଟନ୍ତି ଏବଂ ଏହା ସହିତ ଜଣେ ସ୍ପଷ୍ଟବାଦୀ ମଧ୍ୟ ଅଟନ୍ତି ଏଣୁ ସେ ରାଜନୈତିକ ଜୀବନ ରେ ସଫଳତା ହାସଲ କରି ପାରିଛନ୍ତି | ତେବେ ଆଜି ଏହି ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ବିଷୟରେ ଆଲୋଚନା କରିବା |

ସୂଚନା ଅନୁଯାଇ ଅପରାଜିତା ଷଡ଼ଙ୍ଗୀ ଜନ୍ମ 1979 ମସିହା ସେପ୍ଟେମ୍ବର 1 ତାରିଖ ରେ ବିହାର ର ଭାଗଲପୁର ରେ ହୋଇ ଥିଲା | ତେବେ ଅପରାଜିତା ଙ୍କ ବାପା ମା ଉଭୟ ଶିକ୍ଷକ ଅଟନ୍ତି ଏବଂ ଅପରାଜିତା ନାଳନ୍ଦା ୟୁନିଭରସିଟି ଅର୍ଥନୀତି ରେ ଗ୍ରାଜୁଏସନ ହାସଲ କରିଛନ୍ତି |

 

ଭାରତୀୟ ଜନତା ପାର୍ଟି ତଥା ବିଜେପିରେ ଯୋଗ ଦେବା ପରେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ପୂର୍ବତନ ଆଇଏସ ଅଫିସର ଅପରାଜିତା ଷଡଙ୍ଗୀ । ଅପରାଜିତା ଷଡଙ୍ଗୀ ଙ୍କ ଜନ୍ମ 1 ସେପ୍ଟମ୍ୱର 1979 ରେ ବିହାରର ଭାଗଲପୁରରେ ହୋଇଥିଲା । ଅପରାଜିତା ଙ୍କ ବାପା ଓ ମା ଉଭୟ ଶିକ୍ଷକ ଅଟନ୍ତି , ନାଳନ୍ଦା ୟୁନିର୍ଭସିଟି ରେ ଅର୍ଥନୀତି ରେ ଗ୍ରାଜୁଏସନ କରିଛନ୍ତି |

1994 ମସିହାରେ ୟୁପିଏସିର ସିଭିଲ ସର୍ଭିସ ପରୀକ୍ଷା କ୍ୱାଲିଫାଏ କରିବା ପରେ ଆଇଏସ୍ ଭାବରେ କାର୍ଯ୍ୟ ତୁଲାଇ ଥିଲେ | ତେବେ ଅପରାଜିତା ଙ୍କ ସହପତି ସନ୍ତୋଷ ଷଡ଼ଙ୍ଗୀ ଙ୍କୁ ସ୍ୱେ ବିବାହ କରି ଥିଲେ ଏବଂ ତାଙ୍କ ସ୍ୱାମୀ ଜଣେ ଆଇଏଏସ ଅଫିସର ଅଟନ୍ତି | ଅପରାଜିତା ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ଯାହାଙ୍କର ନାମ ହେଉଛି ପୁଅ ଶିଖର ଷଡ଼ଙ୍ଗୀ ଓ ଝିଅ ଅର୍ଚ୍ଚିତା ଷଡ଼ଙ୍ଗୀ | ଅପରାଜିତା 2006 ମସିହା ରୁ 2013 ପର୍ଯ୍ୟନ୍ତ ଓଡ଼ିଶା ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରୁ ଥିଲେ | ଅପରାଜିତା 2006 ରୁ 2009 ପର୍ଯ୍ୟନ୍ତ ବିଏମସି ବା ଭୁବନେଶ୍ୱର ମୁନିସିପାଲ କର୍ପୁସେନ ରେ କମିସନ ଭାବେ କାର୍ଯ୍ୟ କରୁ ଥିଲେ |

ତେବେ ପରବର୍ତ୍ତୀ 4 ବର୍ଷ ସେ ପ଼ଞ୍ଚାୟତ ରାଜର ସେକ୍ରେଟେରୀ ସ୍କୁଲ ଅଫ୍ ଗଣଶିକ୍ଷା ବିଭାଗ ର ସେକ୍ରେଟେରୀ , ଉଚ୍ଚବିଭାଗର ସେକ୍ରେଟେରୀ ଏବଂ ଟେକ୍ସଟାଇଲ ଓ ହେଣ୍ଡଲୁମ ଡିପାର୍ଟମେଣ୍ଟର ସେକ୍ରେଟେରୀ ଭାବରେ ଦାୟିତ୍ୱ ତୁଲାଇ ଥିଲେ | ଏହା ସହିତ ଅପରାଜିତା 2012 ମସିହାରେ ଭାରତ ସ୍କାଉଟ୍ ଏଣ଼୍ଡ ଗାଇଡ୍ ଦ୍ୱାରା ଶକ୍ତି ସମ୍ମାନ ଆୱାର୍ଡ ରେ ସମ୍ମାନିତ ହୋଇଥିଲେ | 2013 ମସିହାରେ ସେ 5 ବର୍ଷ ପାଇଁ ସେଣ୍ଟାଲ ଡେପୁଟେସନରେ ଯାଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ 15 ସେପ୍ଟମ୍ୱର 2018 ରେ ସେ ଆଇଏସ ରୁ ନିଜ ଇଚ୍ଛା ରେ ଅବସର ନେଇଥିଲେ |

ଆଇଏସ ପଦର ଇସ୍ତାଫା ପରେ ସେ 27 ନଭେମ୍ୱର 2018 ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ | ସେଥିରେ ମଧ୍ୟ ଅତି ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିବାର ନଜର ଆସି ଥିଲେ ଏବଂ ଏହା ସହିତ ଦୁଃଖୀ ଦରିଦ୍ର ରେ ଜୀବନ କାଟୁ ଥିବା ମା ମାଉସୀ ଙ୍କ ପାଇଁ ସାହାର୍ଯ୍ୟର ହାତ ମଧ୍ୟ ବଢାଇଛନ୍ତି | ଆଉ ବର୍ତ୍ତମାନ ସମୟ ରେ ଅପରାଜିତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।