ସବୁ ସମୟ ଖବର ସାଥିରେ

ପ୍ରଥମ ଥର ପାଇଁ ଦେଖନ୍ତୁ ollywood ହିରୋଇନ୍ ଉଷାଶି ମିଶ୍ର ଙ୍କ ପରିବାର ..ଦେଖନ୍ତୁ ସ୍ବାମୀ..ସ୍ତ୍ରୀ

0 172

ଆମ ସିନେମା ଜଗତ ରେ ଅନେକ କଳାକାର ଅଛନ୍ତି ଯେଉଁ ମାନେ ଆମେ ବହୁତ ସାରା ଭଲ ପାଇବା ଦେଇ ଥାଉ | ତେବେ ଆଜି ଏଭଳି ଏକ କଳାକାର ଙ୍କ ସମ୍ପର୍କ ରେ କହିବୁ ଯିଏ ସାରା ଓଡ଼ିଶା ରେ ଘରେ ଘରେ ପରିଚିତ | ସେ ସିନେମା ହେଉ କି ଧାରାବାହିକ ହେଉ କି ଯାତ୍ରା ବା ମଞ୍ଚ ଉପସ୍ଥାପକ, ସବୁଥିରେ ନିଜର ପାରିଦର୍ଶିତା ଦେଖାଇଛନ୍ତି ଅଭିନେତ୍ରୀ ଉଷାଶୀ ମିଶ୍ର |

ହିରୋଇନ ଠାରୁ ଆରମ୍ଭ କରି ମା ଭୂମିକା ରେ ସମସ୍ତ ଲୋକ ମାନଙ୍କୁ ଏହି ଅଭିନେତ୍ରୀ ଜଣଙ୍କ ପସନ୍ଦ ଆସିଛନ୍ତି | ତେବେ ଯାତ୍ରା ପେଣ୍ଡାଲ ରେ ନିଜର କାନ୍ଦ ଭରା କୋହକୁ ଯେମିତି ଦର୍ଶକ ମାନେ ତାଙ୍କ ଅଭିନୟ କୁ ଦେଖିଲେ ଅଟକାଇ ପାରନ୍ତି ନାହିଁ ସେମିତି ଆପଣ ବି ଅଟକାଇ ପାରୁ ନଥିବେ | ତେବେ ଆଜି ଏହି ଦିବଙ୍ଗତ ଅଭିନୟ ତଥା ଜଣେ ଭଲ ଅଭିନେତ୍ରୀ ଙ୍କର ପରିବାର ସମ୍ପର୍କ ରେ ଜାଣିବା |


ତେବେ ଉଷାଶୀ ମିଶ୍ର ଓଡ଼ିଆ ଜଗତ ର ଜଣେ ପରିଚିତ ନାଁ ଟିଏ, ଅନେକ ଲୋକ ମାନେ ତାଙ୍କ ଅଭିନୟ ର ଯାଦୁ ଦେଖିଛନ୍ତି | କେବେ ହିରୋଇନ ତ କେବେ ମା ତ କେବେ ବୁଢ଼ୀ ମା ଭୂମିକା ରେ ଆଉ ସବୁ ଭୂମିକା ସେ ବେସ ଭଲ ଭାବରେ ନିଭାଇଛନ୍ତି | ଉଷାଶୀ ମିଶ୍ର ହେଉଛନ୍ତି ଘରର ସାନ ଝିଅ ଏବଂ ଉଷାଶୀ ମିଶ୍ର ବର୍ତ୍ତମାନ ଭୁବନେଶ୍ୱର ର ଏକ ଘରେ ରହୁଛନ୍ତି | ଉଷାଶୀ ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ସତ କିନ୍ତୁ 10 ବର୍ଷ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇ ଥିଲେ |


ଦୀର୍ଘ 10 ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରେ ରହିଲା ପରେ 2019 ମସିହା ରେ ନିଜ ସ୍ୱାମୀ ଠାରୁ ସେ ଅଲଗା ହୋଇ ଯାଇ ଥିଲେ | ଦୁହେଁ ପ୍ରେମ ବିବାହ କରି ଥିଲେ ଏବଂ ସ୍ୱାମୀ ମଧ୍ୟ ଜଣେ ଆକ୍ଟର ଥିଲେ ଆଉ ନିଜେ ମଧ୍ୟ କହିଛନ୍ତି କି ତାଙ୍କ ବିବାହ ର ଫଟୋ ସେ ଜାଣିଶୁଣି କ୍ୟାମେରା ସାମ୍ନାକୁ ଆଣି ନାହାଁନ୍ତି |

ଉଷାଶୀ ମିଶ୍ର ଭୁବନେଶ୍ୱର ରେ ହିଁ ରହି ନିଜର ପାଠପଢ଼ା ଆରମ୍ଭ କରି ଥିଲେ ଏବଂ ସେହି ଠାରେ ପାଠ ସାରି ଥିଲେ | ଏହା ବ୍ୟତୀତ ଉଷାଶୀ ମିଶ୍ର ବଙ୍ଗାଳୀ, ଓଡ଼ିଆ ଏବଂ ଅନେକ ଚଳଚ୍ଚିତ୍ର ରେ କାମ କରିଛନ୍ତି | ତେବେ ଉଷାଶୀ ମିଶ୍ର ବର୍ତ୍ତମାନ ସମୟରେ ଏକା ହିଁ ରହୁଛନ୍ତି ଏବଂ ତାଙ୍କ ଘରେ ତିନୋଟି ଡଗ ରଖିଛନ୍ତି ଯାହା ଦ୍ୱାରା ସେ ତାଙ୍କର ପାଳିତ କୁକୁର ଙ୍କ ସହ ହିଁ ଦିନ ଟିକୁ ଅତିବାହିତ କରି ଥାଆନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।