ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! କଚ୍ଚା ବାଦାମ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ପୋଲିସ କର୍ମଚାରୀ… ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ… ଦେଖନ୍ତୁ Video

0 93

ଆପଣ ପୋଲିସ ଙ୍କୁ ସାଧାରଣ ଭାବରେ ଚୋର ଓ ଗୁଣ୍ଡା ଙ୍କୁ ଧରି ଉଚିତ ଭାବରେ ଶିକ୍ଷା ଦେଉ ଥିବା ଦେଖି ଥିବେ | ଅନେକ ସମୟରେ ସେମାନେ ଗୀତ ବି ଗାଉ ଥିବାର ନଜର କୁ ଆସିଛି | କିନ୍ତୁ କେବେ କଣ ପୋଲିସ ଙ୍କୁ ଖାକୀ ବର୍ଦି ରେ ଡ୍ୟାନ୍ସ କରୁ ଥିବାର ଦେଖିବାକୁ ପାଇଛନ୍ତି କି ତାହା ପୁଣି କଚ୍ଚା ବାଦାମ ଗୀ ରେ | ଗତ କିଛି ସପ୍ତାହ ମଧ୍ୟରେ କଚ୍ଚା ବାଦାମ ଗୀତ ଲୋକ ଙ୍କ ସହିତ ସୋସିଆଲ ମିଡ଼ିଆ ରେ ଛାଇ ଯାଇଛି | ସମସ୍ତେ ଏହି ଗୀତ ରେ ବିପୁଳ ମାତ୍ରା ରେ ରିଲ୍ସ ଭିଡ଼ିଓ ବନାଉଛନ୍ତି ଏବଂ ଇନଷ୍ଟାଗ୍ରାମ ରେ ସେୟାର କରୁଛନ୍ତି | ଏହି କ୍ରମରେ ପୋଲିସ କର୍ମୀ ମଧ୍ୟ ବାଦ ପଡିଲେ ନାହିଁ, ବର୍ତ୍ତମାନ ସମୟରେ ପାଞ୍ଚ ଜଣ ପୋଲିସ କର୍ମୀ ଙ୍କର ଏହି କଚ୍ଚା ବାଦାମ ଗୀତ ରେ କ୍ରେଜ ଦେଖିବାକୁ ମିଳିଛି |

ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ବର୍ତ୍ତମାନ ଦ୍ରୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଏଥିରେ ଜଣେ ମହିଳା ପୋଲିସ କର୍ମୀ ଙ୍କ ସହିତ ଆଉ 5 ପୋଲିସ କର୍ମୀ କଚ୍ଚା ବାଦାମ ଗୀତ ରେ ନିଜ ଜଲବା ଦେଖାଉ ଥିବାର ଦେଖିବାକୁ ମିଳିଛି | ସେମାନଙ୍କର ଏହି ଭିଡ଼ିଓ କୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଖୁବ ମଜା ଲାଗିବ ଆଉ ଆପଣ ହସି ହସି ଗଡ଼ି ଯିବେ |

 

ଭାଇରାଲ ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଯେ 5 ଜଣ ପୋଲିସ ଅଧିକାରୀ ଏକା ସାଙ୍ଗରେ ଗୋଟିଏ ଲାଇନ ରେ ଛିଡା ହୋଇଛନ୍ତି | ଆଉ ଏମାନଙ୍କ ମଧ୍ୟରେ ମହିଳା ପୋଲିସ କର୍ମୀ ଜଣଙ୍କ ସବୁଠାରୁ ମଝିରେ ଠିଆ ହୋଇଛନ୍ତି ଆଉ ସେହି ସମୟରେ ସମସ୍ତେ ମିଶି କଚ୍ଚା ବାଦାମ ଗୀତ ରେ ଅଣ୍ଟା ହଳାଇବା ଆରମ୍ଭ କରି ଦେଉଛନ୍ତି |

କେବଳ ମହିଳା ପୋଲିସ କର୍ମୀ ଜଣଙ୍କ ଠିକ ଭାବରେ ଡ୍ୟାନ୍ସ କରୁ ଥିବାର ଆପଣ ଦେଖିବାକୁ ପାଇବେ ଆଉ ବାକି ଚାରି ଜଣ କେବଳ ଅଣ୍ଟା ହଲାଉ ଥିବାର ଦେଖିବାକୁ ପାଇବେ | ତେବେ ଇନଷ୍ଟାଗ୍ରାମ ରେ ସେୟାର କରାଯାଇ ଥିବା ଏହି ଭିଡ଼ିଓ ଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ 10 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ଏଥି ସହିତ 25 ହଜାର ରୁ ଅଧିକ ଲୋକ ଭିଡ଼ିଓ ଟିକୁ ଲାଇକ କରି ସାରିଲେଣି | ଏହି ଭିଡ଼ିଓ ଟିକୁ ଲୋକ ମାନେ ଅନେକ ଭଲ ପାଇବା ଦେବା ସହିତ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି, ଯାହା ଫଳରେ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି | ଆପଣ ମଧ୍ୟ ଥରେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଆଉ ଏହି ସୁନ୍ଦର ଭିଡ଼ିଓ ର ମଜା ଉପଭୋଗ କରନ୍ତୁ |