ସବୁ ସମୟ ଖବର ସାଥିରେ

Intresting GK Question – ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପେ ? ୯୯% ଲୋକ ଉତ୍ତର ଦେବାରେ ଫେଲ

0 0

ଦର୍ଶକ ବନ୍ଧୁ ଆଜିକାଲି ସମୟରେ ଛାତ୍ରଛାତ୍ରୀ ବା ଯୁବ ପିଢ଼ି ମାନଙ୍କ ଠାରେ କେବଳ ପୁସ୍ତକଗତ ଜ୍ଞାନ ରହିଛି ଯାହା ଆଜିର ସମୟରେ ଗୁରୁତ୍ୱ ଥିଲେ ବି ତାହା କୌଣସି ଚାକିରୀ କ୍ଷେତ୍ର ରେ କାମ ଦେଉନାହିଁ | ତେବେ ପୁସ୍ତକ ଗତ ଜ୍ଞାନ ପାଇଁ ଆଜିର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛି | ହେଲେ କୌଣସି ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟର୍ଭିୟୁରେ ସେମାନେ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ୱାରା ସେମାନେ ବିଫଳ ହେଉଛନ୍ତି | ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି | ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ |

ଠିକ ସେହିପରି ଭାବରେ ଆଜି ଆମେ ଆପଣଙ୍କ ସହିତ କିଛି ବିଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଓ ଉତ୍ତର ବିଷୟରେ ଆଲୋଚନା କରିବା ଯାହା ଆପଣଙ୍କ ଚାକିରୀ କ୍ଷେତ୍ରରେ ବହୁତ ସାହାଯ୍ୟ କରିବ ତାହାଲେ ଆସନ୍ତୁ ବନ୍ଧୁ ଗଣ ଜାଣିବା ସେହି ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ |

1-କେଉଁ ଖାଦ୍ୟ ସାର ଆମ ଦେହ କୁ ଚିକଣ ଓ ସୁନ୍ଦର କରିଥାଏ?
ଉତ୍ତର :- ସେନ୍ହ ସାର

2-ଗ୍ରହ ମାନଙ୍କ ମଧ୍ୟରେ କାହାକୁ ବଳୟ ଗ୍ରହ କୁହାଯାଏ?
ଉତ୍ତର :- ଶନି

3-ପନିପରିବାକୁ ଅଧିକ ସିଝାଇଲେ କଣ ନଷ୍ଟ ହୁଏ?
ଉତ୍ତର : ଭିଟାମିନ

4-ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ ସୃଷ୍ଟି କରେ?
ଉତ୍ତର :- ଯକ୍ଷ୍ମା ରୋଗ

5-ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲିଆସିବାକୁ ପୃଥିବୀ କୁ କେତେ ସମୟ ଲାଗିଥାଏ?
ଉତ୍ତର :- ଏକ ବର୍ଷ

6-କିଏ ମସ୍ତିଷ୍କ କୁ ଖବର ପଠାଏ?
ଉତ୍ତର :-ସ୍ନାୟୁ

7-କେଉଁ ଥିରେ ଆମ ଶରୀର ଦୂଷିତ ରୋଗ ପରିଷ୍କାର ହୁଏ?
ଉତ୍ତର :- ଫୁସଫୁସ

8- କିଏ ଆମ ଶରୀରର ରକ୍ତ ସଞ୍ଚାଳନର କେନ୍ଦ୍ରସ୍ଥଳୀ?
ଉତ୍ତର :- ହୃତପିଣ୍ଡ

9-ଶରୀରର କଣ କାମ ନ କରିଲେ ଆମ ଶରୀରର ଅଙ୍ଗ ପ୍ରତଙ୍ଗ ଅଚଳ ହେଇଯିବ?
ଉତ୍ତର :- ସ୍ନାୟୁ

10- ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଦିଏ?
ଉତ୍ତର :- ବୃକକ

11-କଣ କାମ ନକଲେ ମଣିଷ ପାଗଳ ହେଇଯାଏ?
ଉତ୍ତର :- ମସ୍ତିଷ୍କ

12-ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ୱାରା ପରିଚାଳିତ ହେଇଥାଏ?
ଉତ୍ତର :- ମସ୍ତିଷ୍କ

13- କେଉଁ ସାର ଆମର ହାତ, ଦାନ୍ତ,ଓ ରକ୍ତ ତିଆରି କରିବାରେ ସାହାଯ୍ୟ କରେ?
ଉତ୍ତର :- ଧାତୁସାର

14-ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପେ?
ଉତ୍ତର :-ମୂଷା

15-କିଏ ଶରୀର ବୃଦ୍ଧି, ଶରୀର ଗଠନ,ଓ ଶରୀର କ୍ଷୟ ପୂରଣ କରେ?
ଉତ୍ତର :- ପୃଷ୍ଟିସାର

ତେବେ ଏହା ଥିଲା ଆମର ସାଧାରଣ ଜ୍ଞାନ କୁ ବଢାଇବା ପାଇଁ ଜିକେ ସମ୍ବଧୀୟ କେତେକ ପ୍ରଶ୍ନ ଉତ୍ତର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।