
ପିରିୟଡ଼ସ (Hygiene during)ସମୟରେ କେମିତି ରହିବେ ସଫା ? Dr. Sima Gupta
ହଁ ଦର୍ଶକ ବନ୍ଧୁ ଆମେ ଅନେକ ସମୟରେ ଦେଖିଥାଉ କି ଝିଅ ପିଲା ଵା ମହିଳା ମାନଙ୍କ ଠାରେ ଆଣ୍ଡାରଗ୍ରାଉଣ୍ଡ୍ସ ଅନଫେକ୍ସନ ର ପରିମାଣ ଟି ଅଧିକ ମାତ୍ରା ରେ ଥାଏ | ଯାହା ଯୋଗୁଁ ଆମ ମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ , ଆଉ ଯାହାକୁ ନେଇକି ଆମେ ବହୁତ ଚିନ୍ତାରେ ମଧ୍ୟ ରହିଥାଉ | ତେବେ ମୁଁ ଆଜି ଆପଣ ମାନଙ୍କୁ କେତୋଟି ଉପାୟ ବତାଇବି ଯାହା ଦ୍ୱାରା ଆପଣ ଙ୍କ ଠାରେ ଇନଫେକ୍ସନ ଭଳି କିଛି ବି ସମସ୍ୟା ଆଉ ଦେଖା ଯିବ ନାହିଁ |ତାହା ସହିତ ଏହି ଇନଫେକ୍ସନ ର ପ୍ରଭାବ ମଧ୍ୟ ଆମ ପରିବେଶ ଉପରେ କଣ ପ୍ରଭାବ ପକାଇବା, ଆସନ୍ତୁ ସେ ବିଷୟରେ ଜାଣିବା |
ସାଧାରଣତଃ ଆମେ ଦେଖି ଟଁଗୁଁ କି ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ଠାରେ ଅଣ୍ଡାରଗ୍ରାଉଣ୍ଡ୍ସ ଇନଫେକ୍ସନ ର ଚାନ୍ସ ଅଧିକ ଥାଏ | କାରଣ ଆମ ମାନଙ୍କର ପିରିଅଡ ହୋଇଥାଏ ଓ ଆମର ପରିସ୍ରା ରେ ଯୋଉ ଇନଫେକ୍ସନ ହୋଇଥାଏ ଓ ପିରିୟଡ଼ ଯୋଗୁଁ ମଧ୍ୟ ଇନଫେକ୍ସନ ର ମାତ୍ରା ଅଧିକ ହୋଇଥାଏ |
ତେବେ ସାଧାରଣତଃ ଦେଖା ଦେଇଥାଏ କି ଝିଅ ମାନଙ୍କର ମୂତ୍ରଶୟ ଆଉ ପିରିଅଡ ହେଉଥିବା ଜାଗା ପାଖା ପାଖି ଥାଏ, ଯାହା ଫଳରେ ଇନଫେକ୍ସନ ର ମାତ୍ରା ଅଧିକ ରହିଥାଏ | କିନ୍ତୁ ପୁଅ ମାନଙ୍କର ଇନଫେକ୍ସନ ର ଚାନ୍ସ କମ ଥାଏ |
ତେବେ ଏହି ଭଳି ନାରୀ ମାନଙ୍କ ଠାରେ ଦେଖା ଦେଉଥିବା ଇନଫେକ୍ସନ ରୁ ବଞ୍ଚିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବାକୁ ପଡିଥାଏ | ତାହେଲେ ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା କି କଣ ସବୁ ସାବଧାନତା ଅବଲମ୍ବନ କରିଲେ ଆମେ ଏହି ଭଳି ଅସୁବିଧାରୁ ବଞ୍ଚି ପରିବା |
ପ୍ରଥମେ ଆମେ ସେହି ସବୁ ଜାଗାକୁ ପରିଷ୍କାର ରହିବା ଯାହା ଯୋଗୁଁ ଇନଫେକ୍ସନ ହବନି | ତାହା ବ୍ୟତୀତ ପ୍ଲାଷ୍ଟିକ ଫ୍ରି ପେଡ ବ୍ୟବହାର କରିବା , ଓ ବାରମ୍ବାର ଆପଣଙ୍କର ଋତୁଶ୍ରାବ ଅନୁସାରେ ପେଡ ଚେଞ୍ଜ କରିବା, କପଡା ର ବ୍ୟବହାର କରିବା ନାହିଁ |ତାହା ବ୍ୟତୀତ ପେଡ କୁ ବ୍ୟବହାର କରିବା ପୂର୍ବରୁ ହାତ ଧୋଇବା ଓ ଓଦା ଅଣ୍ଡାରଗ୍ରାଉଣ୍ଡ୍ସ ରେ କପଡା ବ୍ୟବହାର କରିବା ନାହିଁ |
ତାହା ବ୍ୟତୀତ ସେହି ସବୁ ଜାଗାରେ କୋୖଣସି ଡିଓ ବ୍ୟବହାର କରିବା ନାହିଁ ଓ ସେହି ଜାଗାରେ ବ୍ୟବହୃତ କପଡା କୁ ଡିଟରଜେଣ୍ଟ ରେ ଧୋଇବା ନାହିଁ | ଯାହା ଫଳରେ ଅନଫେକ୍ସନ କମିଯିବ | ତେବେ ଯଦି ପିରିୟଡ଼ ଜନିତ ଇନଫେକ୍ସନ ନାରୀ ମାନଙ୍କ ଠାରେ ଦେଖା ଦିଏ ତାହେଲେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇବା ସହିତ, ଏହା ଅଣ୍ଡାରଗ୍ରାଉଣ୍ଡ୍ସ ରେ କେନସନ ହେବାର ମଧ୍ୟ ସୁଯୋଗ ଦେଇଥାଏ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।