
ପିଲାଠୁ ବୁଢା ପର୍ଯ୍ୟନ୍ତ ମାତ୍ର ୬ ମାସରେ ଥରେ ପିଅନ୍ତୁ,ଚର୍ମରୋଗ,କବଜ,ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ଭଲ ହୋଇଯିବ..( Toxin Removal Drink )
ଏମିତି ବହୁତ କଥା ଅଛି ଯାହା ପାଇଁ ଦୁନିଆରେ ବହୁତ ଲୋକ ଟେନସନରେ ରହୁଛନ୍ତି | ଯୋଉଁଥି ପାଇଁ ଅଧିକାଂଶ ଲୋକ ଡିପ୍ରେସନ, ଇଞ୍ଜାଇଟି, ପ୍ରେସର ଆଦି ରୋଗର ଶିକାର ହେଉଛନ୍ତି |ଏହି ଟେନସନରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ପ୍ରକାରର ଚେଷ୍ଟା କରୁଛନ୍ତି |ଏମିତି କି ଲୋକ ମାନେ ଏହା ପାଇଁ ବିଭିନ୍ନ ମେଡ଼ିସିନ ବ୍ୟବହାର କରୁଛନ୍ତି |
ଯୋଉଁଥିପାଇଁ ସେମାନେ ଅନ୍ୟ ଏକ ରୋଗରେ ପଡୁଛନ୍ତି | ଟେନସନ ପାଇଁ ଲୋକଙ୍କୁ ରାତିରେ ନିଦ ହେଉନି ଯାହା ପାଇଁ ସେମାନେ ଅନେକ ସମସ୍ୟାରେ ପଡୁଛନ୍ତି | ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ଶରୀରରୁ ଟକ୍ସଇନକୁ ବାହାର କରିବା ସହ ଅନେକ ପ୍ରକାରର ରୋଗକୁ ଦୂର କରିଥାଏ |
ଆମ ଶରୀରକୁ ଟକ୍ସଇନ ଧୂଳି, ପାଣି, ପବନ ଓ ଖାଦ୍ୟ ଦ୍ୱାରା ଆସିଥାଏ |ଯଦି ଆପଣଙ୍କ ନିଦ ପୂର୍ଣ୍ଣ ହେଲା ପରେ ବି ଆପଣଙ୍କୁ ଥକା ଲାଗେ ତେବେ ବୁଝିଯାନ୍ତୁ ଯେ ଆପଣଙ୍କ ଶରୀରର ପ୍ରତ୍ୟେକ ଟିସୁରେ ଟକ୍ସଇନଭର୍ତ୍ତି ହୋଇ ରହିଛି |ଏମିତି ସ୍ଥିତିରେ ଆପଣଙ୍କୁ ନିଜ ଶରୀରକୁ ଡିଟକ୍ସ କରି ଟକ୍ସଇନକୁ ନିଜ ଶରୀରରୁ ବାହାର କରିବାକୁ ପଡିବ |ନ ହେଲେ ଆପଣଙ୍କ ଶରୀରରେ ହଜାରେ ପ୍ରକାରର ରୋଗ ଜନ୍ମ ନେଇଥାଏ |ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ | ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ଶରୀରରେ ଥିବା ଟକ୍ସଇନକୁ ବାହାର କରିବାରେ ସାହାଯ୍ୟ କରିବ |
ଯେବେ ଆମ ଶରୀରରେ ଆବର୍ଜନା ଓ ବିଷାକ୍ତ ପଦାର୍ଥ ଭରିଯାଏ ସେତେବେଳେ ଆମ ଶରୀରର କିଛି ଲକ୍ଷଣରୁ ଆମେ ଜାଣିପାରିବ | ଏହା ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ପ୍ରକାରରେ ଥାଏ |ଯଦି ଆପଣଙ୍କ ଓଜନ କ୍ରମଶଃ ବଢ଼ିବାରେ ଲାଗିଛି ଓ ବ୍ୟାୟାମ, ଡାଏଟ କଲା ପରେ ମଧ୍ୟ କମୁନାହିଁ ତେବେ ଏହା ଅସୁବିଧା ହୋଇପାରେ |ଯଦି ଆପଣଙ୍କର ପେଟ ଭଲ ଭାବରେ ସଫା ନ ହେଉଥାଏ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଲାଗି ରହୁଥାଏ ଓ ଚର୍ମରେ କୁଣ୍ଡେଇ ହୋଉଥାଏ ତେବେ ଜାଣିବେ ଯେ ଶରୀରରେ ଟକ୍ସଇନର ପରିମାଣ ବଢ଼ି ଯାଇଛି |
ଯଦି ଆପଣଙ୍କର ବ୍ରଣ ହେଉଥାଏ, ଦେହ ଗୋରମ୍ଭ ରହୁଥାଏ ଓ ପାଟି ଦୁର୍ଗନ୍ଧ ହେଉଥାଏ ତେବେ ଏଗୁଡିକ ବି ଏକ ଲକ୍ଷଣ ହୋଇପାରେ |ଟକ୍ସଇନର ପରିମାଣ ବଢିଲେ ତାହା ଆମ ନର୍ଭସ ସିଷ୍ଟମରେ ପ୍ରଭାବ ପକେଇଥାଏ ଯାହା ପାଇଁ ମୁଣ୍ଡ ଯନ୍ତ୍ରଣା ହୋଇଥାଏ ଏହି ଡ୍ରିଙ୍କଟି ପ୍ରସ୍ତୁତ କରିବା ପାଇଁ ୨୫o ଗ୍ରାମର କ୍ଷୀର ନେଇ ତାକୁ ଗରମ କରନ୍ତୁ | ଗରମ ହେବା ସମୟରେ ଗୋଟିଏ ଫାଳ ଲେମ୍ବୁ ଚିପୁଡ଼ି ଏକ ପାତ୍ରରେ ରଖନ୍ତୁ |
କ୍ଷୀରଟି ଅଳ୍ପ ଗରମ ଥିବା ଅବସ୍ଥାରେ ଏହି ଲେମ୍ବୁ ରସକୁ ପକେଇ ଦିଅନ୍ତୁ | ଦେଖିବେ କ୍ଷୀରଟି ଛିଣ୍ଡିଯାଇ ଛେନା ଅଲଗା ହୋଇଯିବ ଓ ଏହାକୁ ଛାଣି ନେବାକୁ ପଡିବ | ଏହି ଛେନାକୁ ଚିନି ମିଶାଇ ଖାଇ ପାରିବେ କିନ୍ତୁ ଏହି ଡ୍ରିଂକକୁ ରୁମ ଟେମ୍ପରେଚରରେ ଥଣ୍ଡା ହେବାକୁ ଛାଡ଼ିଦେବେ | ଏହି ପାଣି କବଜ ପାଇଁ ଏକ ରାମବାଣ ଅଟେ ଏବଂ ଏହା ଶରୀରରୁ ଟକ୍ସଇନ ବାହାର କରିଥାଏ |
ଏହାକୁ ୬ ମାସରେ ପନ୍ଦର ଦିନ ପିଅନ୍ତୁ ଏବଂ ଏହି ଡ୍ରିଙ୍କ ସମସ୍ତେ ପିଇ ପାରିବେ |ଆମ ଶରୀରରୁ ଟକ୍ସଇନ ବାହାରି ଗଲେ ଆମେ ବହୁତ ସୁସ୍ଥ ରହିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।