
ଶୁଣନ୍ତୁ Audio Call- ଫୋନ ଉଠାଇ କାନ୍ଦିଲେ ବାବୁସାନ, ତୃପ୍ତି ମନେ ପକାଇଦେଲେ ଅତୀତର ସବୁ କଥା…..ଦେଖନ୍ତୁ ବାବୁସାନ କଣ କହୁଛନ୍ତି..
ଶେଷରେ ଫୋନ୍ କଲେ ତୃପ୍ତି ଆଉ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ। ଆଉ ପଚାରିଥିଲେ ତୁମ ଦେହ କେମିତି ଅଛି ଆଉ ବାପାଙ୍କ ଡେହ କେମିତି ଅଛି। କୁହାଯାଉଛି କୁଆଡେ଼ ଏକ ଘଣ୍ଟା ପର୍ଯ୍ୟନ୍ତ ବାବୁଶାନ ଓ ପତ୍ନି ତୃପ୍ତି ଫୋନରେ କଥା ହୋଇଥିଲେ। ଏକ ଘଣ୍ଟା ପର୍ଯ୍ୟନ୍ତ ଆଉ ନିଜ ଜୀବନର କେତକ ଅଭୁଲା ସ୍ମୃତିକୁ ମନେ ପକାଇ ଉଭୟ ଭବବିହ୍ୱଳ ହୋଇ ପଡ଼ିଥିଲେ ଏଥି ସହିତ ଲୁହରେ ଆଖି ଛଳ ଛଳ ହୋଇ ଯାଇଥିଲା ଆଉ ଉଭଉ କାନ୍ଦି ପକାଇଥିଲେ।ତେବେ ଗତକାଲି ଥିଲା ଅଭିନେତା ବାବୁଶାନଙ୍କ ଜନ୍ମଦିନ। ଆଉ ବାବୁଶାନ ତାଙ୍କ ଜନ୍ମଦିନରେ ପତ୍ନି ତୃପ୍ତିଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଥିଲେ କିନ୍ତୁ ତୃପ୍ତି ବାବୁଶାନଙ୍କ ପାଖକୁ ଆସି ନଥିଲେ। କିନ୍ତୁ ସେ ଆଜି ବାବୁଶାନଙ୍କ ପାଖକୁ ଫୋନ କରି ଅତି ଶୀଘ୍ର ତାଙ୍କ ପାଖକୁ ଫେରି ଆସିବେ ବୋଲି କହିଛନ୍ତି।
ତା ସହିତ ବାବୁଶାନଙ୍କୁ କହିଛନ୍ତି କି ସେ ଦେଇଥିବା କେଶକୁ ଉଠାଇ ନେବେ। କିନ୍ତୁ ତାଙ୍କୁ ତାଙ୍କ କଥା ମାନିବା ପାଇଁ ପଡିବ। ଆଉ ଯେଉଁ ଭୁଲ କରିଛନ୍ତି ସେଭଳି ଭୁଲ ଯେମିତି ଆଉ କେବେ ନ କରନ୍ତି ବାବୁଶାନ।ଏଭଳି କିଛି କଥାବାର୍ତ୍ତା ଦୁହିଁଙ୍କ ମଧ୍ୟରେ ଚାଲିଥିଲା। ଆଉ ଏ ମଧ୍ୟରେ ଅତୀତର କିଛି ଅଭୁଲା ସ୍ମୃତିକୁ ମନେ ପକାଇଥିଲେ ବାବୁଶାନ ଓ ତାଙ୍କ ପତ୍ନୀ ତୃପ୍ତି। ଆଉ ଦୁହେଁ କାନ୍ଦି ପକାଇଥିଲେ।
ତେବେ କହିବାକୁ ଗଲେ ତୃପ୍ତି ବାବୁଶାନଙ୍କ ପାଖକୁ ଖୁବ୍ ଶୀଘ୍ର ଫେରି ଆସୁଛନ୍ତି। ଆଉ ଦୁହେଁ ପୁଣି ଥରେ ହସ ଖୁସିର ଏ ସଂସାରକୁ ଆଗକୁ ବଢାଇବେ। ଯେମିତିକି ଏଭଳି ଭୁଲ ଆଉ ବାବୁଶାନ କେବେ କାରିବେ ନାହିଁ ସେ ପ୍ରତି ଧ୍ୟାନ ରଖିବେ ତୃପ୍ତି। ଏଥି ସହିତ ବାବୁଶାନ୍ ଯେମିତି ତୃପ୍ତିଙ୍କୁ ସବୁବେଳେ ସତ କହିବେ ଆଉ ତାଙ୍କ ପାଖେ ପାଖେ ରହିବେ।
ଏଭଳି ଭାବରେ ଅନେକ ସମୟ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ବାବୁଶାନ ହୁଏତ ଭାବି ନଥିବେକି ଏଭଳି ଭାବରେ ତୃପ୍ତି କଲ କରିବେ। କିନ୍ତୁ ତୃପ୍ତି କଲ୍ କରି ବାବୁଶାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଅତିଶୀଘ୍ର ତାଙ୍କ ପାଖକୁ ଫେରି ଆସିବା କଥା ଜଣା ପଡିଛି।
ତେବେ ଯେଉଁ ଭଳି ଭାବରେ ବାବୁଶାନ ଓ ତାଙ୍କ ପତ୍ନି ତୃପ୍ତିଙ୍କ ବିବାହ ବନ୍ଧନରେ ଝଡ଼ ଉଠିଲା ତାହା କେବଳ ବାବୁଶାନ ତାଙ୍କ ପତ୍ନି ଓ ତାଙ୍କ ପରିବାରକୁ ନୁହେଁ ବାବୁଶାନଙ୍କୁ ଭଲ ପାଉଥିବା ଅଗଣିତ ସିନେପ୍ରେମୀଙ୍କୁ ମଧ୍ୟ ଏକ ବଡ ଝଟକା ଦେଇଛି। ତେବେ ବାବୁଶାନ ଓ ତୃପ୍ତିଙ୍କ ସମ୍ପର୍କ ପୁଣି ଥରେ ସଜାଡି ହୋଇ ଯାଉ ବୋଲି ଫ୍ୟାନସ୍ ମାନେ ଆଶା ରଖିଛନ୍ତି।
ଆଉ ତୃପ୍ତିଙ୍କ ଏ ଫୋନ କଲ ଫ୍ୟାନସ୍ ମାନେ ରଖିଥିବା ଆଶାକୁ ଆହୁରି ଅଧିକ ମଜବୁତ୍ କରିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।