ସବୁ ସମୟ ଖବର ସାଥିରେ

ଛିଃ.. ଛିଃ.. ଶୁଣନ୍ତୁ Audio Call – ଫୋନ ରେ ବର୍ଷା ସହିତ ଟୁଙ୍ଗରୁ କରୁଛନ୍ତି ଅଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ.

0 85

ନମସ୍କାର ବନ୍ଧୁଗଣ,ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ଏହିଠାରେ ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ ପ୍ରେମ ସମ୍ପର୍କ ରେ ଏହି କଲ ମାଧ୍ୟମରେ କଣ କହିଛନ୍ତି। ଆଉ ଏହି କଲ ରେକର୍ଡ଼ିଂ ଏବେ ଜୋର ରେ ଭାଇରଲ ହୋଇଛି। ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଟୁଙ୍ଗୁର ଓ ବର୍ଷା ଭୋଳ ନାମକ ଦୁଇ ପ୍ରେମୀ ଯୁଗଳ ଏବେ ଭାଇରଲ ହୋଇଛନ୍ତି।
ଦୁହେଁ ପ୍ରେମ କରିବା ପରେ ସେମାନଙ୍କ ସହିତ ଏମିତି କିଛି ଘଟଣା ଘଟି ଯାଇଥିଲା ଯାହା ର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ସବୁ ନଜରକୁ ଆସିଥାଏ ଯେଉଁଠି ପ୍ରେମ ରେ ପୁରୁଷ ମାନେ ନିର୍ଯ୍ୟାତନାପାଇବା ପରେ ଏମିତି କିଛି କୁକାର୍ଯ୍ୟ କରି ଥାଆନ୍ତି ଏବଂ ଯୁବତୀ ମାନେ ମଧ୍ୟ ବିଭିନ୍ନ ସମୟରେ ଧୋକାର ଶିକାର ହୋଇ ଥାଆନ୍ତି ଯାହାର ଭିଡ଼ିଓ ଆପଣ ମାନେ ଆଗରୁ ଦେଖିଥିବେ।


ଆଉ ଏବେ ନିକଟରେ ଏହି ଦୁଇ ପ୍ରେମୀ ଯୁଗଳ ଙ୍କ ପ୍ରେମ ପ୍ରଥମେ ଅଟୋ ରୁ ଆରମ୍ଭ ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଶୁଣିଥିବେ।ଆଉ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତି ଘନିଷ୍ଠ ହେବା ପରେ ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ଇଚ୍ଛା କରିଥିଲେ ଯାହା ଜାଣିବାକୁ ମିଳିଥିଲା।

ଆଉ ଏପଟେ ସେହି ବର୍ଷା ନାମକ ମହିଳା ଯାହାର ଦୁଇଟି ସନ୍ତାନର ମାଆ ଓ ସ୍ୱାମୀ ରହିଥିଲେ ହେଲେ ଜଣେ ଯୁବକ ଙ୍କୁ ବିବାହ କରିବା ପାଇଁ ଜିଦି ଧରି ବସିଥିଲେ। ଏବେ ଭିଡ଼ିଓ ଟି ଭାଇରଲ ହୋଇଛି ଯେଉଁଠି ଦୁହିଁଙ୍କର ଏକ କଲ ରେକର୍ଡ଼ିଂ। ଆଉ ଏହି ବିବାହିତ ମହିଳା ଙ୍କୁ ବିବାହ କରିବା ପାଇଁ ଟୁଙ୍ଗୁର ଭୋଳ ଏପଟେ ମନା କରି ଦେଇଛନ୍ତି ଯାହା ଆପଣ ମାନେ ଶୁଣିଥିବେ।

ଆଉ ଏହି ସମୟରେ ଏକ କାଳ ରେକଡିଂ ଭାଇରଲ ହୋଇଛି ଯେଉଁଠି ଟୁଙ୍ଗୁର ଓ ବର୍ଷା ଙ୍କର ପ୍ରେମ କୁ ନେଇ ସବୁ ରହସ୍ୟ ଜଣା ପଡ଼ିଛି। ଆଉ ଏହି କଲ ରେ ଶୁଣିବାକୁ ମିଳିଛି ଯେ ଟୁଙ୍ଗୁର ଭୋଳ ଏବେ ମଧ୍ୟ ବର୍ଷା ଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି ଏବଂ ତାଙ୍କର ଭଲ ପାଇବା ମଧ୍ୟ ରହିଛି।

ଆଉ ଏପଟେ ବର୍ଷା ଙ୍କର ହାତ କାଟିବା କଥା ଶୁଣିବା ପରେ ଅସ୍ତବ୍ୟସ୍ତ ମଧ୍ୟ ହୋଇ ପଡ଼ିଥିଲେ। ସେହି ଦୁହିଁଙ୍କ ର ପ୍ରେମ କୁ ନେଇ କେହି ଅଟକାଇ ପାରିବେ ନାହିଁ ଯାହା ଟୁଙ୍ଗୁର ମଧ୍ୟ ଏଠାରେ କହିଥିବାର ଶୁଣିବାକୁ ମିଳୁଛି। ଆଉ ବର୍ଷା ପାଇଁ ଆଜି ଟୁଙ୍ଗୁର ହିରୋ ହୋଇ ପାରିଛି ତାହା ଏଠାର୍ଵ ମଧ୍ୟ ଶୁଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।