ସବୁ ସମୟ ଖବର ସାଥିରେ

peta safa karibara upaya- ପୁରୁଣାରୁ ପୁରୁଣା ପେଟର ଗ୍ୟାସ ରୋଗ ସମସ୍ୟା ମାତ୍ର ଗୋଟିଏ ଦିନରେ ପେଟକୁ କରନ୍ତୁ ସଫା ,ଏହି ଘରୋଇ ଉପଚାର ଦ୍ୱାରା |

0 6

ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ହୋମ୍ ରେମେଡି ସେୟାର କରିବୁ ଯାହା ଆପଣଙ୍କର ପେଟର ସବୁ ପ୍ରକାରର ରୋଗକୁ ଭଲ କରିବ। ଆପଣଙ୍କର ଗ୍ୟାସ, ହଜମ ନହେବା, ଏସିଡିଟି, ପେଟର ମୋଟାପା , ଭୋକ ନ ଲାଗିବା, କୋଷ୍ଠକାଠିନ୍ୟ ପରି ଯାବତୀୟ ପ୍ରକାର ପେଟ ଜନିତ ସମସ୍ୟାକୁ ତୁରନ୍ତ ଭଲ କରିବ ଆଜିର ଏହି ରେମେଡି।ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାରକୁ କିପରି ବନାଇବେ ଏବଂ କିପରି ଏହାର ସେବନ କରିବେ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଏକ ଲେମ୍ବୁ ନିଅନ୍ତୁ। ଏହି ଲେମ୍ବୁକୁ ଆପଣ ଭଲ ଭାବରେ ଧୋଇ ଗୋଲ ଗୋଲ ପତଳା ପତଳା କରି କାଟି ନିଅନ୍ତୁ। ଏବେ ଏହି କଟା ଲେମ୍ବୁର ସବୁ ମଞ୍ଜିକୁ ବାହାର କରି ନିଅନ୍ତୁ। ଏହାପରେ ଆପଣଙ୍କୁ ନେବାକୁ ପଡ଼ିବ ୨୦-୨୫ ଟି ପୋଦିନା ପତ୍ର। ପୋଦିନା ପତ୍ରକୁ ଭଲ ଭାବରେ ଧୋଇ ପରିଷ୍କାର କରି ନିଅନ୍ତୁ। ଏହାପରେ ନିଅନ୍ତୁ ଏକ ଇଞ୍ଚର ଅଦା ଆଉ ଏହି ଅଦାକୁ ମଧ୍ୟ ପତଳା ପତଳା କରି କାଟି ରଖନ୍ତୁ। ଏବେ ସବୁ ଜିନିଷକୁ ମିଶାଇ ଆମକୁ ଏକ ଡ୍ରିଙ୍କସ୍ ପ୍ରସ୍ତୁତ କରିବା ପାଇଁ ପଡିବ।


ଏଥିପାଇଁ ଆପଣ ଏକ କାଚ ଗ୍ଲାସ୍ ନିଅନ୍ତୁ। ଷ୍ଟିଲ କି ଆଲୁମିନିୟମ ଗ୍ଲାସ୍ ଆଦୌ ନେବେ ନାହିଁ। କେବଳ କାଚ ଗ୍ଲାସ ହିଁ ଏଥିପାଇଁ ୟୂଉଜ କରିବେ। ଏହାପରେ ଏଥିରେ କାଟି କରି ରଖିଥିବା ଲେମ୍ବୁ ,ଅଦା ଓ ପୋଦିନା ପତ୍ରକୁ ପକାଇ ଦେବେ। ଏହାପରେ ଏଥିରେ ହାଲକା ଉଷୁମ ପାଣି ଦେଇ ୩-୪ ଘଣ୍ଟା ପର୍ଯ୍ୟନ୍ତ କଭର କରି ରଖି ଦିଅନ୍ତୁ। ଏହାକୁ ବେଶି ସମୟ ରଖିବେ ନାହିଁ। ଏହାକୁ ଆପଣଙ୍କୁ ତିନି ଚାରି ଘଣ୍ଟା ପାଇଁ ଭିଜେଇବାର ଅଛି। ତିନି ଚାରି ଘଣ୍ଟା ପରେ ଆପଣ ଏହାକୁ ଦେଖିବେ ଏହାର କଲର୍ ରେ ସାମାନ୍ୟ ପରିବର୍ତ୍ତନ ଆସି ଯାଇଥିବ ଆଉ ସବୁ ଜିନିଷର ଗୁଣ ଏହି ପାଣିରେ ଭଲ ଭାବରେ ମିଶି ଯାଇଛି। ଏବେ ଆପଣ ଏହି ପାଣି ଏକ ଗ୍ଲାସକୁ ଛାଣି ପିଇ ପାରିବେ।

ସେବନ:-

ଆପଣ ଯେତେବେଳେ ଏହି ପାଣିକୁ ପିଇବେ ତା ତିନି ଚାରି ଘଣ୍ଟା ଆଗରୁ ହିଁ ଏହାକୁ ପ୍ରସ୍ତୁତ କରନ୍ତୁ ତାହା ଆଗରୁ ଏହାକୁ ବିଲକୁଲ୍ ବି ପ୍ରସ୍ତୁତ କରନ୍ତୁ ନାହିଁ କାରଣ ଏହା ଅଧିକ ଗାଢ଼ା ହୋଇଯିବ। ତେବେ ଆପଣ ଏହାକୁ ଦିନରେ ଯେକୌଣସି ସମୟରେ ପିଇ ପାରିବେ କିନ୍ତୁ ରାତିରେ ଆଦୌ ପିଇବେ ନାହିଁ। ଧ୍ୟାନ ରଖିବେ କି ଆପଣ ଯେତେବେଳେ ଏହାକୁ ପିଉଛନ୍ତି ତା ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେନି କି ପିଇବେନି। ଆପଣଙ୍କୁ ଏହି ଡ୍ରିଙ୍କସ୍ କୁ ସପ୍ତାହକୁ ତିନି ରୁ ଚାରିଥର ପିଇବା ପାଇଁ ପଡିବ ଅର୍ଥାତ୍ ଗୋଟେ ଦିନ ଛାଡି ଗୋଟେ ଦିନ ଆପଣଙ୍କୁ ଏହା ସେବନ କରିବା ପାଇଁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।