
ପେଟରେ ଥିବା ପିଲା ( ପୁଅ ନା ଝିଅ ) କେମିତି ଜାଣିବେ ?
ହଁ ଦର୍ଶକ ବନ୍ଧୁ ସବୁ ମହିଳାଙ୍କ ଗୋଟିର ଆଶା ଥାଏ କି ସେମାନେ କେବେ ଗର୍ଭତ୍ୟ ପ୍ରାପ୍ତ କରିବେ ଓ ନାରୀ ଜୀବନରେ ସାର୍ଥକତା ପାଇବେ | ତେବେ ଆମ ସମାଜରେ ନାରୀ ମାନେ ଯଦି ଗର୍ଭବତୀ ଥାଆନ୍ତି, ତାହେଲେ ସମସ୍ତଙ୍କର ଗୋଟିଏ ଆଶା ରହିଥାଏ କି ଗର୍ଭରେ ବଢ଼ୁଥିବା ପିଲାଟି ଝିଅ ହେବ ନାଁ ପୁଅ | ଗର୍ଭବତୀ ମହିଳା ଜଣଙ୍କର ମଧ୍ୟ ଆଶା ଥାଏ ଜାଣିବା ପାଇଁ କି ତାଙ୍କର ଗର୍ଭରେ ଝିଅ ବଢ଼ୁଛି ନାଁ ପୁଅ | ତେବେ ସରକାର ଙ୍କ ନିୟମ ଅନୁସାରେ ଆମେ ସମସ୍ତେ ଜାଣିଛି କି ଜଣେ ଗର୍ଭ ଧାରଣ କରିବା ପରେ ଭୃଣ କୁ ନଷ୍ଟ କରାଇବା କି ଭୃଣ ର ଲିଙ୍ଗ ଜାଣିବା ଅପରାଧ ହୋଇଥାଏ |
ତେବେ ଆସନ୍ତୁ ଆଜି ଆମେ ଦେଖିବା କେଉଁ ସବୁ ଲକ୍ଷଣ ଦେଖିଲେ ଆମେ ଜାଣିପାରିବା କି ମହିଳା ଜଣଙ୍କ ଗର୍ଭବତୀ ନାଁ ନୁହଁ |ତେବେ ଆମେ ସେହି ଲକ୍ଷଣ କୁ ଆଧାର କରି କିନ୍ତୁ ଭୃଣ କୁ ନଷ୍ଟ କରାଇବା ନାହିଁ | ଆସନ୍ତୁ ଜାଣିବା |(1)ଯଦି ଜଣେ ଗର୍ଭବତୀ ନାରୀର ପେଟ ଗୋଲ ଓ ଆଗକୁ ବାହାରି ଥାଏ ତାହେଲେ ତାହା ପୁଅ ହେବାର ଲକ୍ଷଣ କୁ ବୁଝାଇଥାଏ |
(2)ଠିକ ସେହିଭଳି ଯଦି ଜଣେ ଗର୍ଭବତୀ ନାରୀ ର ପେଟ ଚୌଡ଼ା ଓ ଗୋଲେଇ ଅଛି, ତାହେଲେ ତାହା ଝିଅ ହେବାର ଲକ୍ଷଣ କୁ ବୁଝାଇଥାଏ |
(3)ତେବେ ସାଇକୋଲୋଜି ଅନୁସାରେ ଯଦି ଜଣେ ଗର୍ଭବତୀ ଗର୍ଭ ଧାରଣ କରିବାର ତିନି ମାସରେ ମନରେ ଦୁଃଖ ରହିଥାଏ ଓ ତା ପର ତିନିମାସରେ ନିଜେ ଦୁଃଖ ଓ ଅନୁତାପ ଅନୁଭବ କରିଥାନ୍ତି , ତାହେଲେ ସନ୍ତାନ ପୁଅ ହୁଏ |(4)ଯଦି ଜଣେ ଗର୍ଭବତୀ ନାରୀର ପେଟରେ ଝିଅ ଥାଏ , ତାହେଲେ ସେମାନେ ମିଳା ଯୋଡ଼ା ଭାବନା ପ୍ରକାଶ କରିଥାନ୍ତି |
(5)ତେବେ ଆଉ କେତୋଟି କାରଣ ରହିଛି ଖାଦ୍ୟର ପସନ୍ଦ ଆଉ ଘୃଣାରୁ ମଧ୍ୟ ଆମେ ପୁଅ ହେବ କି ଝିଅ ହେବ ଜାଣିପାରିବା | ଯଦି ଜଣେ ମହିଳା ବିଭିନ୍ନ ପ୍ରକାରର ଖାଦ୍ୟକୁ ଘୃଣା କରୁଛି ଓ ଖାଇସାରିଲା ପରେ ବାନ୍ତି ଲାଗୁଛି , ତାହେଲେ ସେହି ଲକ୍ଷଣ ପୁଅ ହେବା କୁ ସୂଚାଇଥାଏ |(6)ଆମେ ବେକିଂ ସଡା ରୁ ବି ଜାଣିପାରିବା କି ଗର୍ଭରେ ପୁଅ କି ଝିଅ ଅଛି | ଆପଣ ତାହା ଜାଣିବା ପାଇଁ ହେଲେ ପ୍ରଥମେ ଆପଣ ନିଜର ପରିସ୍ରା କୁ ଧରିବେ ଓ ସେଥିରେ କିଛି ବେକିଂ ସୋଡ଼ା ପକାଇବେ | ଯଦି ତାର କିଛି ପରିବର୍ତ୍ତନ ହୁଏ ତାହେଲେ ଝିଅ ଗର୍ଭରେ ଥାଏ , ଆଉ ଯଦି କିଛି ପରିବର୍ତ୍ତନ ନ ହୁଏ ତାହେଲେ ପୁଅ ହୁଏ |
(7)ଯଦି ଜଣେ ମହିଳା ମିଠା ପସନ୍ଦ କରିଥାଏ ଗର୍ଭବତୀ ସମୟରେ ତାହେଲେ ଝିଅ ହୋଇଥାଏ , ଆଉ ଯଦି ଖଟା ଓ ଚୋଟପଟା ପସନ୍ଦ ଥାଏ ତାହେଲେ ପୁଅ ହୁଏ |
(8) ଯଦି ମୁହଁରେ ବ୍ରଣ ବାହାରେ ଗର୍ଭବତୀ ସମୟରେ ତାହେଲେ ପୁଅ ହୋଇଥାଏ ଆଉ ଯଦି ଫେସ ସଫା ରହେ ତାହେଲେ ପୁଅ ହୋଇଥାଏ |ଏହା ଥିଲା ସେହି ଲକ୍ଷଣ ଯାହାକୁ ଦେଖି ଆମେ ଜାଣିପାରିବା ଗର୍ଭରେ ଝିଅ ଅଛି କି ପୁଅ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।