
ପେଟର ଚର୍ବି ଘିଅ ଭଳି ତରଳେଇ ଦେବ । ୧୦୦% ଗ୍ୟାରେଣ୍ଟି । Drink for Weight Loss
ଏବେକାର ଦୁନିଆରେ ଦିନକୁ ଦିନ ଲୋକମାନେ ଶାରୀରିକ ପରିଶ୍ରମ କରିବାକୁ ଆଉ ପସନ୍ଦ କରୁ ନାହାନ୍ତି ଆଉ ବାହାର ଖାଦ୍ୟକୁ ପୁରା ନିଜ ନୀତିଦିନର ସୁସ୍ୱାଦୁ ଖାଦ୍ୟ ରୂପେ ମାନି ନେଇଛନ୍ତି ଆଉ ।ତେବେ ଏହା ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କ ର ଅଭ୍ୟାସରେ ପରିଣତ ହେବାକୁ ଲାଗିଲାଣି ।
ଆଉ ଯେତେବେଳେ ଏମିତି ଚାଲିଲା ପରେ ଯେତେବେଳେ ସେମାନେ ନିଜକୁ ଆଇନା ଆଗରେ ଦେଖୁଛନ୍ତି ଜାଣି ପାରୁ ନାହାଁନ୍ତି କି ସେ କିଏ କାରଣ ସେହି ଖାଦ୍ୟ ଗୁଡିକର ପ୍ରଭାବ ଆମ ଶରୀର ଉପରେ ଦେଖା ଯାଇଥାଏ ।ଯେଉଁଠି ପାଇଁ ବହୁତ କମ ବୟସ ଆପଣଙ୍କ ର ହେଇଥିଲେ ବି ଆପଣ ଆବଶ୍ୟକ ଠାରୁ ଅଧିକ ମୋଟା ହେଇଥାନ୍ତି ।
ଆଉ ଯେତେବେଳେ ପେଟର ଚତବି ବଡ଼ିଥାଏ ସେତେବେଳେ ସମସ୍ତେ ପୁରା ପ୍ରେଗନେଣ୍ଟ ଲେଡି କୁ ଟପି ଯାଆନ୍ତି ।ଆଉ କୌଣସି ଡ୍ରେସ ଫିଟିଂ ହେବାର ନାଆ ନଥାଏ,ତେବେ ଧୀରେ ଧୀରେ ବହୁତ ଲୋକମାନେ ନିଜ ଶରୀର ପ୍ରତି କନସିଅସ ହେଲେଣି ତେଣୁ ସେମାନେ ବିଭିନ୍ନ ଉପାୟରେ ନିଜର ଚର୍ବିକୁ କମାଇବାକୁ ଚେଷ୍ଟା କରିଥାନ୍ତି ।ତେବେ ଆମେ ଆଜି କଥା ହେବୁ ପେଟର ଚର୍ବିକୁ କେମିତି କମାଇବେ, ଆଜି ଆମେ ଏମିତି ଏକ ଘରୋଇ ଉପାୟ ଖୀବୁ ଯାହାକୁ ମାନିଲେ ମାତ୍ର ତିନି ମାସ ଭିତରେ ଦେଖି ପାରିବେ ତାର ଚମତ୍କାର ଆଉ ଯେଉଁ ମାନଙ୍କୁ ମଧୁମେହ,କଲେଷ୍ଟ୍ରଲ ଓ ନାରୀ ମାନଙ୍କର ଋତୁସ୍ରାବ ରେ ଅନିୟମିତତା ଥିଲେ ସେମାନେ ଏହାକୁ ନିଶ୍ଚିତ ଖାଇବା ଉଚିତ ।ତେବେ ଏବେ ଅସନ୍ତି ଜାଣିବା ସେହି ଉପାୟ ବିଷୟରେ…
ଆବଶ୍ୟକ ସାମଗ୍ରୀ:-
-2ଟି ତେଜପତ୍ର
-ପାଣି
ପ୍ରସ୍ତୁତି ପ୍ରଣାଳୀ:-
-ଏହି ଉପାୟରେ ଆପଣଂକୁ ମାତ୍ର ଦୁଇଟି ଉପାଦାନ ଦରକାର ପାଣି ଓ ତେଜ ପତ୍ର ।ପ୍ରଥମେ ଆପଣ ଗୋଟିଏ ଗ୍ଲାସ ପାଣି ଓ ଦୁଇଟି ତେଜପତ୍ର ନିଅନ୍ତୁ ଆଉ ପାଣିକୁ ଗ୍ୟାସରେ ଗରମ କରନ୍ତୁ ଆଉ ସେଥିରେ ନେଇଥିବା ଦୁଇଟି ତେଜପତ୍ର କୁ ଛିଡେଇ ପକାନ୍ତୁ ଆଉ ତାହାକୁ 3 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।ତେବେ ତିନି ମିନିଟ ଫୁଟିବା ଭିତରେ ତେଜପତ୍ର ରେ ଯେଉଁ ପୋଷକ ତତ୍ତ୍ୱ ଯାହା ଚର୍ବି କମେଇବାରେ ସାହାଯ୍ୟ କରିଥାଏ ତାହା ସେହି ପାଣିରେ ମିଶି ଯାଏ ।ତେବେ 3 ମିନିଟ ହେଇ ଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ।ଆଉ ଏବେ ସେହି ପାଣି ଉପରେ କିଛି ଘୋଡେଇ ଦେଇ ଥଣ୍ଡା ହେବାକୁ ରଖି ଦିଅନ୍ତୁ ।
– ଯେତେବେଳେ ଦେଖିବେ କି ସେହି ପାଣି ଥଣ୍ଡା ହେଇଯିବ ସେତେବେଳେ ତାକୁ ଛାଣି ଦେବେ ଏବେ ସେହି ପାଣିକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ ଆଉ ଏମିତି ଲଗାତାର 2 ମାସ ପର୍ଯ୍ୟନ୍ତ ପିଅନ୍ତୁ ତାପରେ ଦେଖିବେ ଆପଣଙ୍କ ପେଟର ଚର୍ବି କେମିତି କମିଯାଇଥିବ ।ଆଉ ଆପଣ ବହୁତ ସୁନ୍ଦର ବି ଦେଖା ଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।