ସବୁ ସମୟ ଖବର ସାଥିରେ

Jyotisha Shastra – ପବିତ୍ର ରାକ୍ଷୀ ପୁର୍ଣିମା ଏହି ପାଞ୍ଚଟି ରାଶି ଉପରେ ହୋଇ ପାରେ ଅଚାନକ ଧନର ବର୍ଷା.. ୫oo ବର୍ଷ ପରେ ଆସିଛି ଏହି ମହାସୁଯୋଗ..ଅଧିକ ଜାଣିବା ପାଇଁ ଦେଖନ୍ତୁ

0 12

ହିନ୍ଦୁ ଶାସ୍ତ୍ର ପରମ୍ପରାର ଚଳନ ଅନୁସାରେ ଜ୍ୟୋତିଷ୍କ ଶାସ୍ତ୍ରକୁ ପ୍ରାଧାନ୍ୟ ମାନ୍ୟତା ଦିଆ ଯାଇ ଥାଏ | ଯୋଉଁଥି ପାଇଁ ମନୁଷ୍ୟର ଜନ୍ମରୁ ଆରମ୍ଭ କରି ତାର ମୃତ୍ୟୁ ପର୍ଯ୍ୟନ୍ତ ଭାଗ୍ୟ ଭବିଷ୍ୟ ଜାଣିବାକୁ ପାଇଁ ଜ୍ୟୋତିଷ୍କ ପାଖକୁ ଯାଇଥାଉ | ଏ କଥା ସତ୍ୟ ଯେ ମନୁଷ୍ୟ ତାର କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ |ଆମେ ବିଶେଷତଃ ବାର ଗୋଟି ରାଶିରୁ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟ ନିର୍ଦ୍ଧାରିତ କରିଥାଉ | ଏବଂ ସେ ସେଇ ନିର୍ଧାରଣର କୌଣସି ତ୍ରୁଟି ଥିଲେ ତାର ରିଷ୍ଟ ଖଣ୍ଡନ ପାଇଁ ଆମେ ବିଭିନ୍ନ ଦେବା ଦେଵୀଙ୍କ ପୂଜା ପଦ୍ଧତି କରିଥାଉ | ଆସନ୍ତା ଅଗଷ୍ଟ ୧୧ ତାରିଖରେ ରାକ୍ଷୀ ପୁର୍ଣିମା ପଡୁଅଛି | ଏହି ରାକ୍ଷୀ ପୁର୍ଣିମା ଠାରୁ ଏହି ପାଞ୍ଚଟି ରାଶି ଉପରେ ମାଆ ଲକ୍ଷ୍ମୀଙ୍କର ଅପାର କରୁଣା କାରଣରୁ ଏମାନଙ୍କ ଉପରେ ହେବ ଧନର ବର୍ଷା | ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ |
ବୃଷ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କୁ ରକ୍ଷା ବନ୍ଧନର ମହା ସଂଯୋଗରେ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହେବ |ତ ସହିତ କୁଣ୍ଡଳୀରେ ଗ୍ରହ ମାନଙ୍କର ଗୋଚର ଯୋଗୁଁ ଶୁଭ ଫଳ ମିଳିବ |ବ୍ୟବସାୟରେ ଲାଭବାନ ହେବେ | ପାରିବାରିକ ଶାନ୍ତି ଦେଖା ଯିବ |ଅଚାନକ ଗୁପ୍ତ ଧନର ଯୋଗ ବନୁଅଛି |
କନ୍ୟା ରାଶି :-ଏହି ମେଷ ରାଶିର ବ୍ୟକ୍ତି ମାନଙ୍କୁ ଏହି ରାକ୍ଷୀ ପୁର୍ଣିମା ଠାରୁ ମାଆ ଲକ୍ଷ୍ମୀଙ୍କର ଅଦ୍ଭୁତ କୃପା ଲାଭ ହେବ |ଏବଂ ସେମାନଙ୍କର ଜୀବନ ସୁଖମୟ ହେବାକୁ ଯାଉଅଛି | ତା ସହିତ ମା ଲକ୍ଷ୍ମୀଙ୍କର କୃପା ପାଇ ଭାଗ୍ୟ ମଧ୍ୟ ଖୋଲିବ କିନ୍ତୁ ପରିଶ୍ରମ ଜାରି ରଖନ୍ତୁ | ଉତ୍ତମ ଫଳ ପ୍ରାପ୍ତି ହେବ | ସମାଜରେ ପ୍ରତିଷ୍ଠିତ ହେବେ ଓ ଶରୀର ମଧ୍ୟ ସୁସ୍ଥ ରହିବ |
ତୁଳା ରାଶି :-ଏହି ରାଶିର ବ୍ୟକ୍ତି ମାନେ ନୂତନ ଯୋଜନା କରିବାର ସୁଯୋଗ ରହିଅଛି ତା ସହିତ ମାଆ ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଭାଗ୍ୟ ବଦଳିବାର ଅଛି | ଗୁପ୍ତଧନର ଅଚାନକ ପ୍ରାପ୍ତି ହେବାର ଯୋଗ ବନୁଅଛି |ବ୍ୟବସାୟରେ ବିଶେଷ ରୂପେ ଉନ୍ନତି ହେବ |

ସିଂହ ରାଶି :-ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହା ସଂଯୋଗ ଫଳରେ ଶୁଭ ଫଳ ପ୍ରାପ୍ତି ହେବ | ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ |ମାଆ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଇଯିବ |ଅଚାନକ ଏକ ବଡ଼ ଧରଣର ଖୁସି ଖବର ମିଳିବାକୁ ଯାଉଅଛି |ଯାହା ଫଳରେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ ରୂପେ ବଦଳାଇ ଦେବ |
କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାକ୍ଷୀ ପୁର୍ଣିମା ଠାରୁ ଗ୍ରହ ମାନଙ୍କର ମହାସଂଯୋଗ ଯୋଗୁଁ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପୂର୍ଣ ହେବ |ଇଚ୍ଛାପୂର୍ଣ କାର୍ଯ୍ୟ କରିଲେ ବିଶେଷ ଭାବେ ସଫଳତା ମିଳିବ |ଧର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।