ସବୁ ସମୟ ଖବର ସାଥିରେ

“ଗୋଟିଏ ସାପକୁ ଗିଳିଦେଲା ଆଉ ଗୋଟିଏ ସାପ” ଏ ଅଦ୍ଭୁତ ଦୁଶ୍ୟ ଜୀବନରେ କେବେ ଦେଖିନଥିବେ ଭୟଙ୍କର ସାପ ଦୃଶ୍ୟ ଦେଖିବା ମାତ୍ରେ ସେୟାର କରନ୍ତୁ ନଚେତ୍……ଭୟଙ୍କର

0 21

ବହୁତ ସମୟରେ ଆପଣ ବିଭିନ୍ନ ପ୍ରକାର ସାପ ମାନଙ୍କୁ ଦେଖିଥିବେ କିନ୍ତୁ ବହୁତ କମ ସାପ ମାନଙ୍କର ଝଗଡା ଆପଣ ଦଦଖିବାକୁ ପାଇଥିବେ ।ତେବେ ଆପଣ ସାପ ମାତ୍ରକେ ବିଷଧର କିନ୍ତୁ ତା ଭିତରୁ ଅଜଗର ଅଜଗର ସାପ ଯେକୌଣସି ପଶୁପକ୍ଷୀ ବା ମଣିଷ କୁ ସମ୍ପୂର୍ଣ୍ଣ ଗିଳିବାର କ୍ଷମତା ରଖିଥାଏ ।କିନ୍ତୁ ବର୍ତ୍ତମାନ ସମୟରେ କିଛି ଇତି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଯେଉଁ ଦୃଶ୍ୟ ଆପଣ କରବେ ଦେଖି ନଥିବେ ।

ତେବେ ସୋସିଆଲ ମେଡିଆରେ ଅନେକ ସମୟରେ ସାପ ମାନଙ୍କୁ ନେଇ ଭିଭିନ୍ନ ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ ଆଉ ସେଥିରେ ସେମାନଙ୍କର ଆକ୍ଟିଭିଟି ବିଷୟରେ ବି ଆମେ ଜାଣିପାରୁ ।କିନ୍ତୁ ଆପଣ ଏହି ଭିଡ଼ିଓରେ ଦୁଇଟି ସାପ ଏମିତି ଝଗଡା ଲାଗୁଛନ୍ତି କି ଗୋଟିଏ ଅନ୍ୟ ସାପଟିକୁ ସମ୍ପୂର୍ଣ୍ଣ ଗିଳି ଦେଉଛି ।

ତେବେ ସାପ ଯାହାର ନାମ ମାତ୍ରେକେ ଦେହଁ ସିଂହରି ଉଠେ ଆଉ ଆମେ ସମସ୍ତେ ଜାଣିବା ଅନୁସାରେ ସାପ ମାନେ କାମୁଡ଼ିଲେ ଜୀବନ ଚାଲିଯାଏ ଆଉ ଅଜଗର ସାପ ଯିଏ ସମସ୍ତଙ୍କୁ ଗିଳି ପକାଏ ।କିନ୍ତୁ କେବେ ଚିନ୍ତା କରି ନଥିବେ ବି ଅଜଗର ବ୍ୟତୀତ ଅନ୍ୟ କେହି ସାପ କାହାକୁ ଗିଳି ପାରେ ବୋଲି ।କାରଣ ଆମେ ସାଧାରଣତଃ ଦେଖିଛୁ ଅନ୍ୟ ସାପ ମାନେ ବେଙ୍ଗ ବା ଅନ୍ୟ ଛୋଟ ଜୀବ ଙ୍କୁ ଗିଳି ଦିଅନ୍ତି ।କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଗୋଟିଏ ନାଗ ସାପ ଆଉ ଗୋଟିଏ ସମାନ ଆକୃତିର ବୋଡା ସାପକୁ ଗିଳି ପକାଉଛି ।

ଆଉ ଏପରି ଏକ ସାପର ଦୁହିଁଙ୍କର ଝଗଡା ଦେଖିବାକୁ ମିଳିଛି ଵିଶାଖା ପାଟନମ ସହରରେ ।ସେଠାକାର ମାଲକାନପୁର ନିକଟରେ ଥିବା ଡ଼ଲଫିନ ପାହାଡ଼ ର ପାଦ ଦେଶରେ ସାପ ଦୁଇଟିର ଝଗଡା ଦେଖିବାକୁ ମିଳିଥିଲା ।ତେବେ ସୂଚନା ଅନୁସାରେ ଭାରତୀୟ ନୌସେନା କର୍ମଚାରୀ ଙ୍କ ବାଶ ଭବନ ସାମ୍ନାରେ ଦେଖିବାକୁ ମିଳିଛି ଏମିତି ଅଦ୍ଭୁତ ଦୃଶ୍ୟ ।ତେବେ ରାତି ସମୟରେ ନୌସେନା କର୍ମଚାରୀ ମାନେ କାର୍ଯ୍ୟରୁ ଫେରୁଥିବା ସମୟରେ ଦେଖିବାକୁ ପାଇଥିଲେ ଗୋଟିଏ ବୋଡା ସାପ ଓ ନାଗ ସାପକୁ ଝଗଡା ଲାଗିବାର ।ତେବେ ନାଗ ସାପଟି ବୋଡା ସାପକୁ ଅଧାରୁ ଅଧିକ ଗିଳି ଦେବାର ଦେଖି ସେହି କର୍ମଚାରୀ ମାନେ ସ୍ନେକ ଟିମ୍କୁ ଡାକିଥିଲେ ।


ତାପରେ ସେହି ସ୍ନେକ ଟିମ ଆସି ସାପ ଦୁତିକୁ ଅଲଗା କରିଥିଲେ କିନ୍ତୁ ବୋଡା ସମ୍ପତିର ମୃତ୍ୟୁ ହେଇଥିବା ବେଳେ ନାଗ ସାପଟି ପୁରା ଠିକ ଥିବାର ଦେଖା ଯାଇଛି ।କିନ୍ତୁ ଆଶ୍ଚର୍ଯ୍ୟ କର କଥା ହେଉଛି ଉଭୟ ସାପ ପ୍ରାୟ 5ରୁ 6 ଫୁଟ ହେଇଥିଲା ବେଳେ ନାଗ ସାପଟି କେମିତି ତାଠାରୁ ମୋଟା ଓ ବଡ଼ ସାପକୁ ଗିଳି ପାରିଲା ।ତେବେ ଯେମିତି ରାଗ ବଶରେ ମଣିଷ ନିଜର ଚରମ ସୀମା ପାର କରିଯାଏ ସାପ ମାନଙ୍କ କ୍ଷେତ୍ରରେ ବି ଏମିତି ହେଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।