ସବୁ ସମୟ ଖବର ସାଥିରେ

OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ –

0 210

ବର୍ତ୍ତମାନ ସମୟରେ ସୋସିଆଲ ମେଫିଆରେ ସମସ୍ତଙ୍କ ପାଇଁ ମନୋରଞ୍ଜନ ର ସବୁଠୁ ବଡ଼ ଖ୍ରାକ ପାଲଟି ଯାଇଛି ।ଯିଏ ଯେତେବେଳେ ଝା ପାରିଲେ ଏଥିରେ ପୋଷ୍ଟ କରି ଦେଉଛି ଆଉ ତାହା ଖୁବ କମ ସମୟ ଭିତରେ ଭାଇରଲ ବି ହେଇ ଯାଉଛି । ଏହା ବ୍ୟତୀତ ଘରେ ଘରେ ବସି ବସି ବି ଆମେ ଦେଶ ବିଦେଶର ଏମିତି ସବୁ ଘଟଣା ବିଷୟରେ ଜାଣି ପାରୁଚୁ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେଉଛୁ ।ତେବେ ଦିନକୁ ଦିନ ଏହି ଦୁନିଆରେ ବହୁତ ଅଦ୍ଭୁତ ଗୁଡିକ ଦେଖା ଯାଉଚି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ କିନ୍ତୁ ସବୁପରେ ବି ତାହା ସତ ହେଇଥାଏ ।

ତେବେ ଆମ ଜୀବନରେ ପ୍ରତ୍ୟେକ ଦିନ ଆମେ ଅନେକ ଲୋକ ମାନଙ୍କ ଭେଟିଥାଉ ଆଉ ତାଙ୍କ ସହିତ କଥାବାର୍ତ୍ତା ବି ହେଇଥାଉ କିନ୍ତୁ ସେହି ଭିତରୁ ବି କାହାର କଥା ଆମକୁ ବହୁତ ଭଲା ଲାଗୁଥିବା ବେଳେ ଆଉ କିଛି ଜଣକର କଥା କହିବାର ତରିକା ଆମକୁ ପସନ୍ଦ ଆସି ନଥାଏ ।

ବହୁତ ସମୟରେ ଦେଖା ଯାଇଥାଏ କି ଭିନ୍ନ ଭିନ୍ନ ଭାଷାରେ କଥା ହେବାକୁ ସମସ୍ତେ ସମର୍ଥ ନଥାଆନ୍ତି କିନ୍ତୁ ସେହି ଭାଷାରେ କଥା ହେବାକୁ ଚେଷ୍ଟା କରିଥାନ୍ତି ଆଉ ଏହାର ପରିଣାମ ଖୁବ ଭୟଙ୍କର ହେଇଥାଏ ।କାରଣ ନିକଟରେ ଏମିତି ଏକ କଲ ରେକର୍ଡ ଭାରରଲ ହେବାରେ ଲାଗିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ବହୁତ ସମୟରେ ଆପଣ ଦେଖିଥିବେ କି ଯଦି କେହି ଅଲଗା ଭାଷାରେ କଥା ହେଉଥିବେ ଆଉ ଆପଣଙ୍କୁ ସେହି ଭାଷା ଜଣା ନଥାଏ ସେତେବେଳେ ଆପଣ ସେହି ବ୍ୟକ୍ତି ସହିତ କଥା ଠିକରେ ହେଇ ପାରନ୍ତି ନାହିଁ ।ଠିକ ସେହି ପରି ଯେତେବେଳେ ଫୋନରେ କୋଷ୍ଟମର କେଆର କଲ ଆସିଥାଏ ସେତେବେଳେ ସେମାନେ ବିଭିନ୍ନ ଭାଷାରେ କଥା ହେଇଥାନ୍ତି ଯାହାକୁ ଆମେ ବୁଝିପାରୁ ନାହିଁ ।ଟ୍ରବେ ଜଣେ ବ୍ୟକ୍ତି ସେଝି କୋଷ୍ଟମର କେଆର ର ଜଣେ ଯୁବତୀ ସହିତ ଯେମିତି କଥା ହେଉଛନ୍ତି ଯାହା ଶୁଣିଲେ ଆପଣ ନହସି ରହି ପାରିବେ ନାହିଁ ।

ତେବେ କୋଷ୍ଟମର କେଆର ରେ ଜଣେ ଯୁବତୀ ହିନ୍ଦୀରେ କଥା କଥା ହେଉଛନ୍ତି ଜଣେ ଓଡ଼ିଆ ଯୁବକ ସହିତ କିନ୍ତୁ ସେହି ଯୁବକକୁ ହିନ୍ଦୀ କହିବା ଠିକରେ ଆସୁନାହିଁ ।ଯେତେବେଳେ ସେହି ଯୁବତୀ କିଛି ପଚାରୁଛନ୍ତି ସେତେବେଳେ ଯୁବକ ତାଙ୍କୁ ଓଡ଼ିଶାର ଉତ୍ତର ଦେଉଛନ୍ତି ଆଉ ତାହା ସେହି ଯୁବତୀ ବୁଝି ପାରୁ ନାହାନ୍ତି ।ତାପଟେ ଯୁବକ ଜଣଙ୍କ ରମିଟି ହିନ୍ଦୀ ଓ ଓଡ଼ିଆ ମିଶେଇ କହୁଛନ୍ତି ଯାହାକୁ ସେହି କଷ୍ଟମର କେଆର ଯୁବତୀ ଶୁଣି ହସି ହସି ଗଡି ଯାଉଛି ।ଆଉ ପରେ ଆଗକୁ ଯୁବକ ସେମିତି କଥା କହିବାରେ ଲାଗିଛନ୍ତି ।ତେବେ ଏହି ଅଡିଓ ରେକର୍ଡରେ ଥିବା ଯୁବକଙ୍କ ଯିଏ ବି ଶୁଣିବ ତାର ହୋସ କୋନ୍ତ୍ରଲ ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।