
ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ Ollywood Star ( ସ୍ୱରାଜ ) ପରିସ୍ଥିତିରେ ପଡି ଭୂମିକାଙ୍କୁ କରିଲେ ବିବାହ ,ଦେଖନ୍ତୁ video …
ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି।।ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଏହି ଦୁଇ ଓଲିଉଡ଼ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତା ସ୍ବରାଜ ବାରିକ୍ ଏବଂ ଭୂମିକା ଦାସ। ଓଲିଉଡ଼ର ଚକୋଲେଟ୍ ହିରୋ ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସଙ୍କୁ ନେଇ ଆସିଛି ଏକ ବଡ ଖବର। ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ପ୍ରେଣ୍ଡସ୍ ମାନେ କଳ୍ପନା କଳ୍ପନା ଆରମ୍ଭ କରି ଦେଇଛନ୍ତି।
ତେବେ ଆଗକୁ ଚକୋଲେଟ୍ ହିରୋ ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସଙ୍କ ଏକ ସିନେମା ଆସିବାକୁ ଯାଉଛି। ଯାହାର ସୁଟିଂ ଆରମ୍ଭ ହୋଇ ଯାଇଛି। ଯେଉଁ ସିନେମାରେ ସ୍ବରାଜ ଭୂମିକାଙ୍କୁ ବିବାହ କରିଛନ୍ତି। ଆଉ ଅଭିନେତ୍ରୀ ଭୂମିକା ସେହି ସମୟର ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଯେଉଁ ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଯେଉଁ ଫୋଟ ଆପଣ ଦେଖି ପାରୁଛନ୍ତି ତାହା ରିଅଲ ଲାଇଫର ଫୋଟ ନୁହେଁ ଏହା ହେଉଛି ସୁଟିଂ ସେଟ୍। ତେବେ ଆଗକୁ ଚକୋଲେଟ୍ ହିରୋ ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସଙ୍କ ସିନେମା ଟିକେ ଟିକେ ଅଚିହ୍ନା ତୁ ଆସିବାକୁ ଯାଉଛି। ଯେଉଁଥିରେ ଦୁହେଁ ପୁଣିଥରେ ଏକାଠି ନଜର ଆସିବେ।ଆଉ ଯାହାକୁ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି।
ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଭୂମିକା ଦାସ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ୍ ଅଳ୍ପ ବୟସରୁ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହି ଦୁଇ କଳାକାର ବହୁତ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଶିଶୁ କଳାକାର ଭାବରେ ଅଭିନେତା ସ୍ବରାଜ ବାରିକ୍ ଓ ଅଭିନେତ୍ରୀ ଭୂମିକାଙ୍କୁ ଛୋଟ ପିଲା ଥିଲାବେଳୁ ଓଡ଼ିଆ ମନୋରଞ୍ଜନ ଜଗତରେ ପାଦ ପକାଇଥିଲେ। ଏହି ଦୁଇ କଳାକାର ଜଣେ ଉତ୍ତମ ଓ ଦକ୍ଷ ଶିଶୁ କଳାକାର ଭାବେ ଅନେକ ସିନେମା ଖ୍ୟାତି ଅର୍ଜନ କରିଛନ୍ତି।ସେମାନଙ୍କର ସୁନ୍ଦର ଓ ଜୀବନ୍ତ କଳା ପ୍ରଦର୍ଶନ ଦ୍ଵାରା ସେ ଅନେକ ଙ୍କ ପସନ୍ଦ ଓ ପ୍ରଶଂସା ର ପାତ୍ର ହୋଇ ପାରିଥିଲେ।
ଓଡ଼ିଆ ସିନେପ୍ରେମୀ ମାନେ ଏହି ଦୁଇ ଲୋକପ୍ରିୟ କଳାକାରଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥାନ୍ତି। ତୁ ମୋ ଲଭ ଷ୍ଟୋରି ସିନେମାରେ ଉଭୟ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଅଭିନେତ୍ରୀ ଭାବ ନଜର ଆସିଥିଲେ। ଏବଂ ଦର୍ଶକ ମାନଂକ ଦୃଷ୍ଟି ଆକର୍ଷଣ କରି ପାରିଥିଲେ। ତାହା ପରେ ତୁ ମୋ ଲଭ ଷ୍ଟୋରି ୨ ମଧ୍ୟ ଉଭୟ ନଜର ଆସିଥିଲେ। ଯାହାକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ତେବେ ପୁଣି ଥରେ ତାଙ୍କର ଏକ ସିନେମା ଆସିବାକୁ ଯାଉଛି ଯାହାକୁ ନେଇ ଦର୍ଶକ ଖୁବ୍ ଏକ୍ସାଇଟେଡ ରହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।