
ollywod ର hot ହିରୋଇନ ( prakruti mishra ) ସିନେମା ଛାଡ଼ି ଯାତ୍ରାରେ ଦେଲେ ଯୋଗ,ଦେଖନ୍ତୁ କଣ ରହିଛି ସଂମ୍ପୂର୍ଣ୍ଣ video…
ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉଥିବେ।ଆଉ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ବଲିଉଡ୍ ରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରି ସାରିଛନ୍ତି।ତେବେ ସେ ଅଭିନେତ୍ରୀ ଜଣକ ହେଉଛନ୍ତି ପ୍ରକୃତି ମିଶ୍ର।
ତେବେ ଓଲିଉଡ଼ ଓ ବଲିଉଡ଼ ପରେ ଯାତ୍ରା ଜଗତରେ ପାଦ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ତେବେ ଆପଣ ମାନେ ତ ପ୍ରକୃତି ମିଶ୍ରଙ୍କୁ ଭଲ ଭାବରେ ଜାଣିଥିବେ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁ ସମୟରେ ଚର୍ଚ୍ଚାର ରହିଥାନ୍ତି ଏହି ଅଭିନେତ୍ରୀ ଜଣକ।ଚାଇଲ୍ଡ ଏକ୍ଟ୍ରେସ ଭାବେ ଓଲିଉଡ଼ ସିନେମା ଜଗତରେ ଅଭିନୟ ଆରମ୍ଭ କରିଥିଲେ ପ୍ରକୃତି ମିଶ୍ର। ଆଉ ଏହାପରେ ନିଜର ଟେଲେଣ୍ଟ ବଳରେ ବଲିଉଡ୍ ସିନେମା କରିବା ସହିତ ମେଗା ଧାରାବାହିକ ମଧ୍ୟ କରୁଛନ୍ତି। ଆଉ ଏବେ ପ୍ରକୃତି ମିଶ୍ର ନଜର ଆସିଛନ୍ତି ଯାତ୍ରା ଷ୍ଟେଜରେ।
ତେବେ ମୁମ୍ବାଇରୁ ଓଡ଼ିଶା ଆସି ସେ ଯାତ୍ରା ଅଭିନୟ କରି ଥିବାର ଦେଖିବା ପାଇଁ ମିଳୁଛି। ଯେଉଁଠି ଫ୍ୟାନସ୍ ମାନେ ତାଙ୍କୁ ବହୁତ୍ ଭଲ ପାଇବା ଦେଇଥିଲେ। ଯାତ୍ରାରେ କିଛି ସମୟ ରହିଥିଲେ ପ୍ରକୃତି । ଆଉ ସେ ଡାନ୍ସ କରିବା ସହ ଛୋଟିଆ ଆକ୍ଟ ମଧ୍ୟ କରିଥିଲେ। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ତେବେ ପ୍ରକୃତି ମିଶ୍ର ଯାତ୍ରା ଜଗତରେ ପାଦ ଦେଇ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ପୂର୍ବରୁ ବାବୁଶାନଙ୍କ ସହିତ ପ୍ରକୃତିଙ୍କ ସମ୍ପର୍କକୁ ନେଇ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ସନ୍ଦେହ କରିଥିଲେ। ଆଉ ଏହାପରେ ତୃପ୍ତି ଏକ କାର ଭିତରେ ପ୍ରକୃତି ଏବଂ ବାବୁଶାନଙ୍କୁ ଏକାଠି ଦେଖିବାକୁ ପାଇଥିଲେ। ଆଉ ଏହାପରେ ରାଜା ରାସ୍ତା ଉପରେ ଦେଖିବା ପାଇଁ ମିଳିଥିଲା ବାବୁଶାନ୍ ପ୍ରକୃତି ଓ ତୃପ୍ତିଙ୍କ କଳି।
ତୃପ୍ତି ପ୍ରକୃତିଙ୍କ ଉପରେ ଆଟାକ୍ ମଧ୍ୟ କରିଥିଲେ। ଆଉ ଯାହାକୁ ନେଇ ପ୍ରକୃତି ମିଶ୍ର ଏବଂ ତାଙ୍କ ବାପା ମନ୍ମଥ ମିଶ୍ର ଓ ତାଙ୍କ ମା ଥାନରେ ଅଭିଯୋଗ କରିଥିଲେ। ଆଉ ପାଞ୍ଚ କୋଟି ଟଙ୍କାର ମାନହାନି ମକଦ୍ଦମା ମଧ୍ୟ୍ କରି ଥିଲେ। ଯାହାକୁ ନେ଼ଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।