ସବୁ ସମୟ ଖବର ସାଥିରେ

ଓଲିଉଡର ବଡ ପ୍ରଡ୍ୟୁସରଙ୍କ ଅକ୍ଷୟ ପରିଜା (Akshay parija) ଙ୍କ ନାମରେ ଭୟଙ୍କର ଅଭିଯୋଗ ଆଣିଲେ ଯୁବତୀ…ଦେଖନ୍ତୁ VIDEO

0 8

ସୋସିଆଲ ମିଡ଼ିଆର ଘୂରି ବୁଲୁଛି ସିନେମା ପ୍ରଡ୍ୟୁସର୍ ଅକ୍ଷୟ ପରିଜାଙ୍କ ଲଗ୍ନ ଫୋଟ।ଓଲିଉଡ୍‌ ସିନେମା ପ୍ରଡ୍ୟୁସର୍ ଅକ୍ଷୟ ପରିଜାଙ୍କ ନା ରେ ଆସିଲା ସାଙ୍ଘାତିକ ଅଭିଯୋଗ। ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।ଫିଲ୍ମ୍ ରେ ଏକ ଚରିତ୍ର ଦେବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ରଖିଥିଲେ ଶାରିରୀକ ସମ୍ପର୍କ। ଏ ନେଇ ସଂପୃକ୍ତ ଯୁବତୀ ଆଣିଛନ୍ତି ଅକ୍ଷୟ ପରିଜାଙ୍କ ନା ରେ ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଅନୁସାରେ ଫିଲ୍ମ୍ ରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଅକ୍ଷୟ ପରିଜା ଯୁବତୀଙ୍କ ସହିତ ଜୋର୍ ଜବରଦସ୍ତି ରଖୁ ଥିଲେ ଶାରିରୀକ ସମ୍ପର୍କ। ଏ ନେଇ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଅକ୍ଷୟ ପରିଜା ତାଙ୍କୁ ଫିଲ୍ମ୍ ରେ ଅଭିନୟ କରିବାର ଲୋଭ ଦେଖାଇ ବର୍ଷେ ହେବ ତାଙ୍କ ସହିତ ଜୋର ଜବରଦସ୍ତି ଶାରିରୀକ ସମ୍ପର୍କ ରଖି ଆସୁଥିଲେ ଯୁବତୀଙ୍କୁ ଏ ବାବଦରେ କାହାକୁ ନ ଜଣାଇଲେ ଜୀବନରୁ ମାରି ଦେବେ ବୋଲି ଧମକ ଦେଉଥିଲେ। ଯୁବତୀଙ୍କ ଲଗ୍ନ ଫୋଟ ଦେଖାଇ ବାରମ୍ବାର ବ୍ଲାକମେଲ ମଧ୍ୟ କରି ଆସୁଥିଲେ ଅକ୍ଷୟ ପରିଜା।ଯୁବତୀ ଜଣଙ୍କ କହିଛନ୍ତି,ମୁଁ ହରିଜନ ଜାତିର ଝିଅ। ଦୀର୍ଘ ବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି। ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହାର ପ୍ରତି ବାଦ କରିବାରୁ ଧମକ ଦେଇ ଜୀବନରୁ ମାରି ଦେବାକୁ କହୁଛନ୍ତି। ମୋର ବାହାଘର ଠିକ୍‌ ହୋଇ ଯାଇଛି। ସେ କହୁଛନ୍ତି, ତୁ ଯଦି ବାହା ହେବୁ ସେ ପୁଅ ସହ ରଖେଇ ଦେବିନି।’

ହଁ ଆଜ୍ଞା ଯୁବତୀ ଜଣକ ବିବାହ ଠିକ୍ ହୋଇ ସାରି ଥିବା ବେଳେ ଅକ୍ଷୟ ପରିଜା ତାଙ୍କୁ ବିବାହ ନ କରିବା ପାଇଁ ବାଧ୍ୟ କରୁଛନ୍ତି ଏବଂ ବିବାହ କରିଲେ ସ୍ବାମୀଙ୍କ ସହିତ ଶାନ୍ତିରେ ରଖେଇ ଦେବେ ନାହିଁ ବୋଲି ଧମକ ଦେଉଛନ୍ତି। ଏବଂ ତାଙ୍କର ନ୍ୟୁଡ ଫୋଟ କୁ ଭାଇରାଲ କରି ଦେବେ। ଯାହାକୁ ନେଇ ଯୁବତୀ ଜଣକ ମୁଁହ ଖୋଲିଛନ୍ତି। ଏବଂ ଅକ୍ଷୟ ପରିଜା ଙ୍କ ନାରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ।ଆଉ ଏହି ସମୟରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଫୋଟ।

ତେବେ ଏ ନେଇ ଅକ୍ଷୟ ପରିଜାଙ୍କ ପାଖରୁ କିଛି ସନ୍ତୋଷ ଜନକ ପ୍ରତିକ୍ରିୟା ମିଳି ପାରି ନାହିଁ। ଟେବେ ଦେଖିବା ପାଇଁ ବାକି ରହିଲା ଏ ଘଟଣାକୁ ନେଇ ଅକ୍ଷୟ ପରିଜା କଣ ପ୍ରତିକ୍ରିୟା ରଖୁ ଛନ୍ତି। ଏବଂ ଯୁବତୀଙ୍କୁ ନ୍ୟାୟ ମିଳୁଛି କି ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।