
ଓଃ କି ଡ୍ୟାନ୍ସ ! Ritu ଭାଉଜଙ୍କ Sizzling Dance – ସମସ୍ତଙ୍କର ହୋସ ଉଡେଇଦେଲା… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ତେବେ ଆପଣ ମାନେ ଜାଣିଥିବେ ସିଦ୍ଧାର୍ଥ ଟିଭି ବିଭିନ୍ନ ପ୍ରକାର ରିୟାଲିଟି ଶୋ ମାଧ୍ୟମରେ ନୂଆ ନୂଆ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ବିବାହିତ ମହିଳା ମାନେ ଯେଉଁମାନେ ବିବାହ ପରେ ନିଜର ସ୍ଵପ୍ନକୁ ସାକାର କରି ପାରି ନାହାଁନ୍ତି ସେହି ମହିଳା ମାନଙ୍କ ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ ଟିଭି।
ତେବେ ସିଦ୍ଧାର୍ଥ ଟିଭିର ନୂଆ ରିଆଲିଟୀ ଶୋ ‘ନାଚ ଓଡିଶା ନାଚ’ ଏଥର ନାଚିବେ ମା ସିଜିନ-୧ ଯାହା ଖୁବ୍ ଲୋକ ପ୍ରିୟ ହେବାରେ ଲାଗିଛି। ଏଥିରେ ଓଡ଼ିଶାର କୋଣ ଅନୁ କୋଣରେ ରହିଥିବା ମା ମାନେ ଅଂଶଗ୍ରହଣ କରି ନିଜର ପ୍ରତିଭାକୁ ଲୋକ ଲୋଚନ କୁ ଆଣିଥିଲେ। ଏହି ଶୋ ଖୁବ୍ ଅଳ୍ପଦିନ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇ ପାରିଛି। ଏହି ଶୋରେ ମା ମାନଙ୍କ ଜବରଦସ୍ତ ଡାନ୍ସର ଜଲୱା ଦେଖିବାକୁ ମିଳୁଛି। ଏହାରି ଭିତରେ ଜଣେ ମା ଙ୍କର ଖୁବ୍ ସୁନ୍ଦର ଡାନ୍ସ ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଶୋରେ ଅତି ସୁନ୍ଦର ଭାବରେ ନିଜର ପୋରଫୋମେନ୍ସ ଦେଖାଇ ଛନ୍ତି ରିତୁ ଭାଉଜ।ସୁନ୍ଦର ଭାବରେ ତାଙ୍କ ଏକ୍ସପ୍ରେସନ ମାଧ୍ୟମରେ ମଧ୍ୟ ନିଜର ପ୍ରତିଭା କୁ ଦେଖାଇ ଛନ୍ତି ରିତୁ। ‘ରାମାରେ ରାମାରେ ରାମାରେ’ ଗୀତରେ ଡାନ୍ସ କରି ସମସ୍ତଙ୍କୁ ମତୁବାଲା କରି ପାରିଛନ୍ତି ରିତୁ।ଯାହାକି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଶୋ ରେ ଜଜ୍ ଭାବେ ନଜର ଆସିଥିଲେ ଚୁଲବୁଲି ନାୟିକା ଶିବାନୀ, ସୁରମୟୀ, ପୁନମ୍ ଏବଂ ଡାନ୍ସ ଗୁରୁ ଶାଶ୍ୱତ ଜସି।ତେବେ ରିତୁ ତାଙ୍କର ଜବରଦସ୍ତ ଡାନ୍ସ ଓ ଏକ୍ସପ୍ରେସ ନେଇ ଜଜ୍ ମାନଙ୍କୁ ଇମ୍ପ୍ରେସ କରି ପାରିଥିଲେ। ଜଜ୍ ମାନେ ରିତୁଙ୍କ ପୋରଫୋମେନ୍ସ ଖୁବ୍ ଏଞ୍ଜୟ୍ କରିଥିଲେ ଏବଂ ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଇଥିଲେ।
ତେବେ ରିତୁଙ୍କ ଏହି ଜବରଦସ୍ତ ଡାନ୍ସ ପୋରଫୋମେନ୍ସ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦର୍ଶକେ ରିତୁଙ୍କ ପୋରଫୋମେନ୍ସ ଜମେଇକି ଦେଖୁଛନ୍ତି ଏବଂ ଖୁବ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଏହି ଭିଡିଓକୁ ମାତ୍ର କେତେ ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି। ରିତୁ ଜଣେ ସାଧାରଣ ଗୃହଣୀ ଏବଂ ଜଣେ ମା ହୋଇ ମଧ୍ୟ ଏତେ ସୁନ୍ଦର ଡାନ୍ସ କରି ପାରିଛନ୍ତି ଯାହା ସମସ୍ତଂକ ମନକୁ ଛୁଇଁ ପାରିଛି। ଯେଉଁଥି ପାଇଁ ରିତୁଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରା ଯାଇଛି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଏବଂ ଏଞ୍ଜୟ୍ କରନ୍ତୁ। ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।