
ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି..
କଳାକାର ମନେ ନିଜର କଳା, ଚରିତ୍ର ଏବଂ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ଆକର୍ଷିତ କରି ଥାନ୍ତି |ବିଶେଷ କରି ଯାତ୍ରାରେ ସମସ୍ତ ଦର୍ଶକଙ୍କ ସମ୍ମୁଖରେ ଅଭିନୟ କରିବା ବହୁତ କଷ୍ଟ ସାଧ୍ୟ ହୋଇ ଥାଏ | ଲୋକ ମାନଙ୍କ ଭିଡରେ ଯେତେ ବେଳେ କଳାକାର ନିଜର ନିଖୁଣ ଅଭିନୟ ପାଇଁ କର ତାଳି ପାଇଥାଏ ସେତେ ବେଳେ ତାର ଅଭିନୟର ଭାବଟି ଜଣା ପଡି ଥାଏ | ମନୋରଞ୍ଜନ ଦୁନିଆରେ ଲୋକ ମାନେ ନିଜର କଳା ଦ୍ୱାରା ପ୍ରସିଦ୍ଧି ଲାଭ କରିଥାନ୍ତି |
ତାହା ଟେଲିଭିଜନ ବା ସିନେ ଜଗତ ବା ଯାତ୍ରା ଜଗତ ମଧ୍ୟ ହୋଇ ପାରେ | ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ |କିନ୍ତୁ ସେହି କଳାର କିଏ ସଠିକ ବ୍ୟବହାର କରୁଛି ତା କିଏ ବାଟବଣା ହୋଇ ଯାଉଛି | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି|
ସାଧାରଣତଃ ଯାତ୍ରା ଦେଖିବା ପାଇଁ ସମସ୍ତେ ଭଲ ପାଇଥାନ୍ତି | ଯାତ୍ରାର କଳାକାର ମାନେ ନିଜର ନିଖୁଣ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କର ମନ ମହିଥାନ୍ତି | କେତେବେଳେ କମେଡିଆନର କମେଡି ଦେଖି ହସରେ ଫାଟି ପଡୁଥିବେ ତ କେତେବେଳେ ଭିଲିଆନର କାର୍ଯ୍ୟ କଳାପ ଦେଖି ବିରକ୍ତ ହେଇ ଯାଉଥିବେ ତ au କେତେବେଳେ ହିରୋ ହିରୋଇନଙ୍କ ଭାବ ବିହ୍ଵଳ ସିନ ଦେଖି ଆଖିରେ ଲୁହ ମଧ୍ୟ ଆସି ଯାଇ ଥାଏ |
ଏହା ହିଁ ଜଣେ କଳାକାର ନିଜର କଳା ମାଧ୍ୟମରେ କିଛି ସ୍ୱଳ୍ପ ସମୟରେ ନିଜର କଳାର ବାର୍ତା ଦେଇଥାଏ | ଆଜି ଆମେ ଏମିତି ଏକ କଳାକାରଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏକି ଟେଲିଭିଜନ ଦୁନିଆରୁ ଆସି ଯାତ୍ରା ଦୁନିଆରେ ପାଦ ଦେଇଛନ୍ତି ଓ ତାଙ୍କ ଅଭିନୀତ ସମସ୍ତେ ଯାତ୍ରା ହିଟ ହୋଇ ଥାଏ | ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ |
ଆପଣ ମନେ କିଛି ବର୍ଷ ପୂର୍ବରୁ ସାର୍ଥକ ଟିଭିରେ ପ୍ରସାରିତ ହେଉ ଥିବା ମାନିନୀ ସିରିଏଲଟି ନିଶ୍ଚୟ ଦେଖି ଥିବେ | ଏହି ସିରିଏଲଟି ଘରେ ଘରେ ବେଶ ପରିଚିତ ଥିଲା | ଦର୍ଶକ ମାନେ ଏହାକୁ ବହୁତ ପସନ୍ଦ କରୁ ଥିଲେ | ଏହି ସିରିଏଲରେ ମାନିନୀଙ୍କ ସ୍ୱାମୀ ଅଭିନୟ କରୁଥିବା ଅଶ୍ୱିନୀ ଏବେ ଯାତ୍ରାରେ ଅଭିନୟ କରୁଛନ୍ତି | ସେ ଟେଲି୍ଭିସନରେ କିଛି ଚଳଚିତ୍ର କରି ଥିବା ସହିତ ବହୁତ ସିରିଏଲରେ ଅଭିନୟ କରି ଛନ୍ତି |
ତାଙ୍କ ଅଭିନୀତ ଦରଦୀ ମନରେ ଦରଦ ଦେଲା ଯାତ୍ରାରେ ସେ ଲିଡ଼ ରୋଲ କରିଛନ୍ତି | ଏହି ଯାତ୍ରାର କିଛି ଝଲକ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଏଥିରେ ସେ ନିଜ ହିରୋଇନଙ୍କ ସହ ଏକ କରୁଣ ସିନରେ ଅଭିନୟ କରୁ ଥିବାର ଦେଖିବାକୁ ମିଳିଛି | ବେଶ ସୁନ୍ଦର ଭାବେ ଅଶ୍ୱିନୀ ନିଜର ଅଭିନୟକୁ ଦେଖାଇ ପାରିଛନ୍ତି | ତାଙ୍କର ଅଭିନୟକୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁ ଥିବାର ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।