
viral ଭିଡ଼ିଓ – ଓଡିଶା ର ନେହା କାକର ,ନମିତା ଙ୍କର ସ୍ୱପ୍ନ ଆଜି ପୂରଣ ହେଲା । ଥରେ ତାଙ୍କ ଗୀତ ଶୁଣିବେ ଆଖିରୁ ଲୁହ ଆସି ଯିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ମନ ଜିଣିଲେ ନମିତା , ନେହା କାକର ର ଗୀତ ଗାଇ ପାଲଟି ଗଲେ ଓଡିଶା ର ନେହା । ତେବେ ଓଡିଶା ର କୋରାଫୁଟ ଜିଲ୍ଲା ରେ ତାଙ୍କର ଘର । ତାଙ୍କର ନାମ ନମିତା । ପିଲାଟି ଦିନ ରୁ ତାଙ୍କର ଗୋଟିଏ ସ୍ୱପ୍ନ ଥିଲା , ସେ ଦିନେ ଓଡିଶା ର ଜଣେ ସିଙ୍ଗର ହେବେ ଓ ଓଡ଼ିଆ ଲୋକଙ୍କ ମନ କିଣିବେ । ସେ ଜଣେ ଆଦିବାସୀ ଗରିବ ଝିଅ , ସେ ବହୁତ ଗରିବ ଝିଅ ।
ସେଥି ପାଇଁ ଗୀତ ଶିଖିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ହେଲେ ମଧ୍ୟ ତାଙ୍କ ମନରେ ଗୋଟିଏ ବଡ଼ ସ୍ୱପ୍ନ ଥିଲା । ସେ ଦିନେ ଓଡିଶା ର ଜଣେ ନାମୀ ଦାମୀ ସିଙ୍ଗର ହେବେ ବୋଲି । କିନ୍ତୁ ଗୀତ ଶିଖିବା ପାଇଁ ତାଙ୍କ ପାଖରେ ପଇସା ନ ଥିଲା । ସେଥି ପାଇଁ ଘର ଲୋକ ମଧ୍ୟ ତାଙ୍କୁ ସପର୍ଟ କରନ୍ତି ନାହିଁ । କିନ୍ତୁ ମନରେ ଆଶା ଥାଏ , ସେ ଦିନେ ତାଙ୍କ ଜିଲ୍ଲାର ନାଁ ରଖିବେ । ସେଥି ପାଇଁ ସେ ପ୍ରତେକ ଦିନ ଚିନ୍ତିତ ଥାନ୍ତି କେମିତି ସେ ଗୋଟେ ଗୀତ ଷ୍ଟୁଡିଓ ରେ ଗାଇବେ , ଆଉ ଓଡିଶା ରେ ଭାଇରାଲ ହେବେ ।
କିନ୍ତୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପଇସା ନ ଥାଏ ଷ୍ଟୁଡିଓ ରେ ଗୀତ ଗାଇବା ପାଇଁ । ଦିନେ ତାଙ୍କର ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶନୀ ଙ୍କ ସହିତ ଭେଟ ହୋଇ ଥିଲା । ତା ପରେ ସେ ତାଙ୍କ କଳା ତାଙ୍କ ଆଗରେ ଦେଖେଇ ଥିଲେ । ତେବେ ସେ ପ୍ରଥମେ ବର୍ଷା ପ୍ରିୟ ଦର୍ଶନୀ ଙ୍କର ମନ କୁ କିଣି ନେଇ ଥିଲେ । ତା ପରେ ତାଙ୍କ ଅସୁବିଧା କୁ ସବୁ ତାଙ୍କ ଆଗରେ କହି ଦେଇ ଥିଲେ ।
ସେଥି ପାଇଁ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସି ଥିଲେ । ପଇସା ଖର୍ଚ୍ଚ କରି ବର୍ଷା ପ୍ରିୟ ଦର୍ଶନୀ ତାଙ୍କୁ ଷ୍ଟୁଡିଓ ରେ ଗୀତ ଗାଇବା ପାଇଁ ଦେଇ ଥିଲେ । ସେ ଏତେ ସୁନ୍ଦର ଗାଇ ଥିଲେ ଯେ , ସାରା ଓଡିଶା ଙ୍କ ର ମନ କୁ ସେ କିଣି ନେଇ ଥିଲେ ।
ଏବେ ସେ ଓଡିଶା ର ଜଣେ ନାମୀ ଦାମୀ ଗାୟକ ହୋଇ ପାରି ଛନ୍ତି । ତାଙ୍କ ଆଗରେ ସବୁ ଏହା ଏକ ସ୍ୱପ୍ନ ଥିଲା ଯାହା ଆଜି ଶାଖାର ହୋଇ ପାରିଛି । ତେବେ ଆଜି ସେ ଏକ ଗୀତ ଗାଇଛନ୍ତି , ଗୀତ ଟି ହେଉଛି ,” ମିଲେ ହୋ ତୁମ ହାମ କ , ବୋଡେ଼ ନସିବ ସେ , ଚୁରାୟା ହେ ମେନେ କିସମତ କି ଲୋକିର ସେ ” ଆପଣ ଏହି ଗୀତ ଟିକୁ ଶୁଣନ୍ତୁ ଜାଣି ପାରିବେ , ନେହା କାକର ବି ତାଙ୍କ ଆଗରେ ଫିକା ପଡି ଯିବ । ତେଣୁ ସେ ବହୁତ କଷ୍ଟ କରି ତାଙ୍କ ସ୍ୱପ୍ନ କୁ ସେ ଶାଖାର କରି ଛନ୍ତି । ତାଙ୍କର ସ୍ୱପ୍ନ ଆଜି ସତ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।