ସବୁ ସମୟ ଖବର ସାଥିରେ

GK Question – ଓଡ଼ିଶାର ଭାତ ହାଣ୍ଡି କାହାକୁ କୁହାଯାଏ ? ୯୯% ଓଡ଼ିଆ ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ

0 66

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ବର୍ତମାନ ପିଲାମାନଙ୍କ ପାଇଁ ଚାକିରୀ ଖଣ୍ଡେ କରିବା ପାଇଁ କେତେ କଷ୍ଟ ହୋଇଗଲାଣି |ଜଣେ ଛାତ୍ର ଯଦି ପ୍ରଶାସନିକ କ୍ଷେତ୍ରରେ ଖଣ୍ଡିଏ ଚାକିରୀ କରିବା ପାଇଁ ଚେଷ୍ଟା କରିଥାଏ ତେବେ ତାକୁ ବହୁତ କଷ୍ଟ କରି ପାଠ ପଢିବା ପାଇଁ ପଢିଥାଏ |ତାକୁ ସମସ୍ତ ବିଷୟରେ ଜ୍ଞାନ ଅର୍ଜନ କରିବା ପାଇଁ ପଡିଥାଏ ନିଶ୍ଚିତ, ଛାତ୍ର ଛାତ୍ରୀ ମାନେ IAS, OAs ପାଇବା ପାଇଁ ନିଜ ମନକୁ ସ୍ଥିର ରଖି ଦିନ ରାତି ପରିଶ୍ରମ କରି ପାଠ ପଢ଼ିଛନ୍ତି |ମୁଁ ଆଜି ଆପଣକୁ ସାଧାରଣ ଜ୍ଞାନ ବିଷୟରେ କିଛି ପ୍ରଶ୍ନ ଉତ୍ତର କହିବି ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବହୁତ କାମରେ ଆସିବ ଏବଂ ଏହି ପ୍ରଶ୍ନ ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବହୁତ ସହାୟତା ମଧ୍ୟ କରିବ |ତେବେ ଆସନ୍ତୁ ଜାଣିବା ଏହି ପରି କିଛି ପ୍ରଶ୍ନଗୁଡିକ ବିଷୟରେ |

1-ଓଡିଶାର ଶଙ୍ଖ କ୍ଷେତ୍ର କେଉଁଠି ଅବସ୍ଥିତ ?
ଉତ୍ତର :-ପୁରୀ

2-ବିଶ୍ୱର ସର୍ବ ପ୍ରଥମେ କେଉଁ ଦେଶରେ 5G ନେଟୱାର୍କ ଆରମ୍ଭ ହେଲା ?
ଉତ୍ତର :-ଦକ୍ଷିଣ କୋରିଆ

3-କେଉଁ ଦେଶରେ ସବୁଠାରୁ ଅଧିକ ଆଳୁର ଉତ୍ପାଦନ ଅଧିକ ହୋଇଥାଏ ?
ଉତ୍ତର :-ରୁଷ

4-କଙ୍ଗାରୁ କେଉଁ ଦେଶରେ ସବୁଠୁ ଅଧିକ ଦେଖିବକୁ ମିଳିଥାଏ ?
ଉତ୍ତର :-ଅଷ୍ଟ୍ରେଲିଆ

5-ବିଶ୍ୱରେ କେଉଁ ନଦୀର ପାଣି ସର୍ବଦା ଗରମ ରହିଥାଏ ?
ଉତ୍ତର :-ନୀଳ ନଦୀ

6-ଗାନ୍ଧିଜୀଙ୍କର ଫୋଟୋ ଚିତ୍ର ନୋଟରେ କେଉଁ ମସିହା ଠାରୁ ଆସିଥିଲା ?
ଉତ୍ତର :-1969 ମସିହାରୁ

7-କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର :-ଅଲହାବାଦ

8-ଭାରତରେ କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୋଲାମ ହୋଇ ନଥିଲା ?
ଉତ୍ତର :-ଗୋଆ ରାଜ୍ୟ

9-ବିଶ୍ୱର ସବୁଠାରୁ ଶକ୍ତିଶାଳୀ army କେଉଁ ଦେଶ ପାଖରେ ରହିଛି ?
ଉତ୍ତର :-ଆମେରିକା

10-‘ବେଟି ବଚାଓ ବେଟି ପଢ଼ାଓ ‘ଯୋଜନା ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା ?
ଉତ୍ତର :-ହରିଆଣା

11-ଓଡ଼ିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?
ଉତ୍ତର – ବରଗଡ଼

12-ଭାରତରେ ସବୁଠାରୁ କେଉଁଠାରେ ସବୁଠାରୁ ଅଧିକ ତେଲଗୁ ଭାଷା ପ୍ରଚଳିତ ହେଉଛି ?
ଉତ୍ତର :-ଆନ୍ଧ୍ର ପ୍ରଦେଶ

13-ଗଂଗାକୁ ରାଷ୍ଟ୍ରୀୟ ନଦୀ ବୋଲି କେବେ ଘୋଷଣା କରା ଯାଇଥିଲା ?
ଉତ୍ତର :-2008 ମସିହାରେ

14-‘ଭାରତୀୟ ଜନତା ପାର୍ଟି ‘କେଉଁ ମସିହାରେ ପ୍ରତିଷ୍ଠା କରା ଯାଇଥିଲା ?
ଉତ୍ତର :-1980ମସିହା

15-ଭାରତର କେଉଁ ରାଜ୍ୟର ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?
ଉତ୍ତର :-ଗୋଆ ରାଜ୍ୟରେ

16-ତାଜ ମହାଲରେ ଭାରତ ବର୍ଷକୁ କେତେ ଟଙ୍କା କମାଇ ଥାଏ ?
ଉତ୍ତର :-25କୋଟି

17-ଭାରତରେ କେଉଁ ରାଜ୍ୟର ସବୁଠାରୁ ଅଧିକ ହିନ୍ଦୁ ଧର୍ମର ଲୋକ ବାସ କରନ୍ତି ?
ଉତ୍ତର :-ଉତ୍ତର ପ୍ରଦେଶ

18-ଭାରତରୁ ଦୁବାଇକୁ କେତେ ଦୂର?
ଉତ୍ତର :-2425km

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।