ସବୁ ସମୟ ଖବର ସାଥିରେ

ଓଡ଼ିଶାରେ ଶୋକର ଲହରୀ ! ରାଇମୋହନ (Raimohan Parida), ଙ୍କ ଶେଷ କୃତ୍ୟ ଦର୍ଶନ , ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0 25

ରାଇମୋହନ ଆଜି ଦିନ ଦିପହର ରୁ ଏହି ଗୋଟିଏ ନାଆ ସମସ୍ତ ଓଡ଼ିଆଙ୍କ ମୁହଁରେ ଶୁଣିବାକୁ ମିଳୁଛି ଆଉ ଏହାର କାରଣ ହେଉଛି ତାଙ୍କର ମୃତ୍ୟୁ ।ତେବେ ଅଭିନୟରେ ସେ ଖଳନାୟକ ଭୂମିକା ଖୁବ ସୁନ୍ଦର ଭାବରେ ନିଭେଇ ଆସିଥିବା ବ୍ୟକ୍ତି ଜଣକ କେତେ ଯେ ମହାନ ଓ କୋମଳ ହୃଦୟର ଯିଏ ତାଙ୍କ ବାସ୍ତବ ଜୀବନ ସହିତ ମିଶିଛି ସେ ନିଶ୍ଚିତ ଜାଣିଚି ।

ଫିଲ୍ମ,ଯାତ୍ରା ଓ ସିରିଏଲ ସବୁଠାରେ ସେ ନିଜର ଏମିତି ଅଭିନୟର ଚାପି ଛାଡିଛନ୍ତି ଯିଏ ଥରେ ଦେଖିଲ ତାହା ଭୁଲି ପାରିବି ନାହିଁ ।କିନ୍ତୁ ସବୁପରେ ବି ସଫଳତାର ଶିଖରରେ ପହଞ୍ଚିଥିଲେ ବି କଣ ପାଇଁ ସେ ଆଜି ଆତ୍ମହତ୍ୟା କରିଛନ୍ତି ଜାଣି ହେଉନାହିଁ ।କିନ୍ତୁ ମୃତ୍ୟୁ ଆଗରୁ ସେ ନିଜ ଫେନ ମାନଙ୍କୁ ଯେଉଁ କଥା କହିଥିଲେ ତାହା ଶୁଣିଲେ ଆଖିରେ ଲୁହ ଆସିଯିବ ।

ଆମେ ସମସ୍ତେ ଅଭୁନେତା ଓ ଅଭିନେତ୍ରୀ ମାନଙ୍କୁ ତାଙ୍କୁ ଅଭିନୟ ଅନୁସାରେ ଭଲ କି ମନ୍ଦ କହିଥାଉ କିନ୍ତୁ ଜଣେ ଅଭିନୟରେ ସବୁବେଳେ ସମସ୍ତଙ୍କ ପାଖରେ ଖରାପ ହେଇଚି,ଗାଳି ବି ଶୁଣିଚି କିନ୍ତୁ ତାହାକୁ ମଥା ପାତି ସ୍ୱୀକାର କରିଥାଏ ଜଣେ ଖଳନାୟକ ।କିନ୍ତୁ ରାଇମୋହନ ଜଣେ ସେମିତି ଖଲାନାୟକ ଯାହା ସିନେ ଜଗତରେ ତାଙ୍କର ପରିଚୟ କିନ୍ତୁ ବାସ୍ତବ ଜୀବନରେ ତାଙ୍କ ଠାରୁ ଆଦର ସ୍ନେହ ଦେଉଥିବା କଳାକାର ଆପଣ କେବେ ଦେଖିବାକୁ ପାଇବେ ନାହିଁ ।ତେବେ ଜଣେ କଳାକାର ପାଇଁ ଦର୍ଶକ ମାନେ ହିଁ ପରିଚୟ ସୃଷ୍ଟି କରିଥାଏ କିନ୍ତୁ ବହୁତ କମ କଳାକାର ଅଛନ୍ତି ଯେଉଁମାନେ ସେହି ଦର୍ଶକଙ୍କୁ ପୂଜା କରିଥାନ୍ତି ।କିନ୍ତୁ ତା ଭିତରେ ରାଇଭାଇ ଥିଲେ ଅନ୍ୟତମ ଯାହା ତାଙ୍କର ଏକ ଭିଡ଼ିଓରେ ଦେଖିପାରିବେ ।

ତେବେ ମୃତ୍ୟୁ ପରେ ରାଇମୋହନ ଙ୍କର ଅନେକ ଭିଡ଼ିଓ ସାମ୍ନାକୁ ଆସୁଥିବା ଆଉ ଗୋଟିଏ ଭିଡ଼ିଓରେ ଦେଖିବାକୁ ମିଳିଛି ସେ ଲାଇଭ ଭିଡ଼ିଓରେ ଦର୍ଶକ ମାନଙ୍କ ସହ କଥା ହେଇଛନ୍ତି ।ତେବେ ସେ ଫେସବୁକ ରେ ଏକ ଭିଡ଼ିଓ ଚାଟରେ ଲାଇଭ ଆସିଛନ୍ତି ଆଉ ନିଜର ନୂଆ ସିରିଏଲ ସିଂହଦ୍ୱାର ଯାହା ମଞ୍ଜରୀ ଟିଭିରେ ପ୍ରସାରିତ ହେଉଛି ସେ ବିଷୟରେ ଜଣାଇଛନ୍ତି ।କିନ୍ତୁ ଏହା ଭିତରେ ଦର୍ଶକ ମାନଙ୍କର ଚାଟ ଗୁଡିକର ଉତ୍ତର ଖୁବ ନମ୍ର ଭାବରେ ଦେଉଛନ୍ତି ।ତେବେ ସେ ଭିତରେ ସେ କହିଛନ୍ତି କି ସେ ଆଜି ଯାହା ବି ହେଇପାରିଛନ୍ତି ତାହା କେବଳ ଦର୍ଶକ ମାନଙ୍କ ପାଇଁ, ତାଙ୍କ ପାଇଁ ପ୍ରଥମ ଈଶ୍ୱର ହେଉଛନ୍ତି ଦର୍ଶକ ତାପରେ ଯାଇ ଭଗବାନ ।

ଆଉ ଏହିପରି ଆଗକୁ ବି ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗକୁ ତାଙ୍କର ଅଭିନୟ କୁ ଦେଖିବା ପାଇଁ ଜଣାଇଛନ୍ତି ରାଇମୋହନ ଏହି ଭିଡ଼ିଓରେ ।ତେବେ ତାଙ୍କର ଏହିପରି ଗ୍ରାଟିଟୁଡ଼ ଦର୍ଶକ ମାନଙ୍କ ପାଇଁ ଓ ଭଲପାଇବା ଯାହା ଦେଖିଲେ ଯେ କେହିର ବି ଆଖି ଭରି ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।