ସବୁ ସମୟ ଖବର ସାଥିରେ

GK Question – ଓଡ଼ିଶାର ସବୁଠାରୁ ବଡ ସହର ର ନାମ କଣ ? ୯୯% ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ

0 7

ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।

ତେବେ ବର୍ତ୍ତମାନ ସମସ୍ତ ପରୀକ୍ଷା କେବଳ ବହି ଭିତରେ ଥିବା ପାଠ କୁ ପ୍ରଶ୍ନ କରାଯାଏ ନାହିଁ ।ବରଂ ଅନେକ ପ୍ରଶ୍ନ ଆମ ରାଜ୍ୟ ବିଷୟରେ ସାଧାରଣ ଜ୍ଞାନ ର ପ୍ରଶ୍ନ ରହିଥାଏ ତେଣୁ ଆପଣ ଙ୍କୁ ପାଠ ସହ ଏହି ସବୁ ଜ୍ଞାନ ର ଅଵଶ୍ୟକତା ରହିଛି।ତେବେ ଆସନ୍ତୁ ଜାଣିବା ଆମ ରାଜ୍ୟ ଓଡ଼ିଶା ବିଷୟ ରେ କେତେକ ପ୍ରଶ୍ନ ଓ ଉତ୍ତର।

୧.ଓଡ଼ିଶା ର ସବୁଠାରୁ ବଡ଼ ଠାକୁର ଙ୍କ ର ନାମ କଣ ?
ଉତ୍ତର- ଶ୍ରୀ ଜଗନ୍ନାଥ।

୨.ଓଡ଼ିଶା ର ସବୁଠାରୁ ବଡ଼ ମନ୍ଦିର ର ନାମ କଣ ?
ଉତ୍ତର- ଶ୍ରୀ ମନ୍ଦିର।

୩.ଓଡ଼ିଶା ର ସବୁଠାରୁ ବଡ଼ ନଦୀ ର ନାମ କଣ ?
ଉତ୍ତର- ମହାନଦୀ।

୪. ଆୟତନ ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ମୟୁରଭଞ୍ଜ।

୫.ଲୋକସଂଖ୍ୟା ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ଗଞ୍ଜାମ।

୬. ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର ର ନାମ କଣ ଅଟେ ?
ଉତ୍ତର-ପାରାଦ୍ୱୀପ ବନ୍ଦର।

୭.ଓଡ଼ିଶାର ସବୁଠାରୁ ବଡ଼ ହ୍ରଦ ର ନାମ କଣ ଅଟେ ?
ଉତ୍ତର- ଚିଲିକା ।

୮.ଓଡ଼ିଶାର ସବୁଠାରୁ ବଡ଼ ସହର ର ନାମ କଣ ଅଟେ ?
ଉତ୍ତର- କଟକ ।

୯.ଓଡ଼ିଶାର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ର ନାମ କଣ ଅଟେ ?
ଉତ୍ତର- ଉତ୍କଳ ବିଶ୍ଵବିଦ୍ୟାଳୟ।

୧୦.ଓଡ଼ିଶାର ସବୁଠାରୁ ବଡ଼ କଲେଜ ର ନାମ କଣ ଅଟେ ?
ଉତ୍ତର- ରେଭେନ୍ସା କଲେଜ।

୧୧.ଓଡ଼ିଶାର ସବୁଠାରୁ ବଡ଼ ହଟେଲ ର ନାମ କଣ ଅଟେ ?
ଉତ୍ତର-ଟ୍ରାଇଡେଣ୍ଟ ହୋଟେଲ।

୧୨.ଓଡ଼ିଶାର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ର ନାମ କଣ ଅଟେ ?
ଉତ୍ତର- ସରକାରୀ ବସ ଷ୍ଟାଣ୍ଡ।

୧୩.ଓଡ଼ିଶାର ସବୁଠାରୁ ବଡ଼ ଗ୍ରାମ ର ନାମ କଣ ଅଟେ ?
ଉତ୍ତର- ଭୁବନ।

୧୪.ଓଡ଼ିଶାର ସବୁଠାରୁ ବଡ଼ ରେଳ ଜଙ୍କସନ ର ନାମ କଣ ଅଟେ ?
ଉତ୍ତର- ଖୋର୍ଦ୍ଧା ରେଳ ଜଙ୍କସନ।

୧୫.ଓଡ଼ିଶାର ସବୁଠାରୁ ବଡ଼ ଜଳ ପପ୍ରପାତ ର ନାମ କଣ ଅଟେ ?
ଉତ୍ତର-ଡୁଡୁମା ଜଳ ପ୍ରପାତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।