
stage ଉପରେ ସୁପରଷ୍ଟାର Singer ପ୍ରଭୁପାଦ ମହାନ୍ତି ( Prabhupada Mohanty ) ଗାଇଲେ ଏମିତି ଗୀତ ” ମା ପରି କିଏ ହବ “… ଯାହାକୁ ଶୁଣି କାନ୍ଦିଲେ ଦର୍ଶକ ,ଦେଖନ୍ତୁ video ..
ସୋସିଆଲ ମିଡ଼ିଆ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି। ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଆପଣମାନେ ଦେଖିବା ପାଇଁ ପାଉଥିବେ। ଆଉ ଏହି ଭିଡିଓ ଗୁଡିକୁ ଖୁବ୍ ପସନ୍ଦ ମଧ୍ୟ କରୁଥିବେ।
ତେବେ ଆପଣମାନେ ଜାଣିଥିବେ କି ସଙ୍ଗୀତ ଯାହା ନିରସ ମନରେ ରସ ଭରି ଦେଇଥାଏ। ସଙ୍ଗୀତ କାହାକୁ ବା ଭଲ ଲାଗି ନଥାଏ କାହାକୁ ଗୀତ ଗାଇବା ପାଇଁ ଭଲ ଲାଗି ଥାଏ ତ କିଏ ଗୀତ ଶୁଣିବା ପାଇଁ ଖୁବ୍ ପସନ୍ଦ କରିଥାଏ। ତେବେ ଏହି ଗୀତକୁ ଯଦି କେହି ପ୍ରଫେସନାଲ ଗାୟକ କି ଗାଇକା ଗାଇଥାନ୍ତି ତେବେ ତାହା ଶୁଣିବାର ମଜା ଖୁବ୍ ନିଆରା। ତେବେ ଆମ ଓଡ଼ିଶାର ବହୁତ୍ ପ୍ରସିଦ୍ଧ କଣ୍ଠଶିଳ୍ପୀ ରହିଛନ୍ତି ଯେଉଁମାନେ କି ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ତେବେ ସେହି ସବୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ଓଡିଶାର ବାଲେଶ୍ବର ଜିଲ୍ଲାର ପ୍ରଭୁପାଦ ମହାନ୍ତି ଅନ୍ୟତମ।
ପ୍ରଭୁପାଦ ମହାନ୍ତି ଯିଏକି ପିଲା ବେଳୁ ଗୀତ ଗାଇ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି। ପ୍ରଭୁପାଦଙ୍କ କଣ୍ଠରେ ଏକ ଭିନ୍ନ ଯାଦୁ ରହିଛି ତାଙ୍କ ଗୀତ ଶୁଣିଲେ ଯିଏ କେହିବି ତାଙ୍କର ପ୍ରଶଂସକ ହୋଇଯିବ।ଜୀ ସାର୍ଥକ ପ୍ରେଜେଣ୍ଟ ଓଡ଼ିଶାର ସବୁ ଠାରୁ ବଡ ସିଂଗିଙ୍ଗ ରିୟାଲିଟି ଶୋ ‘ସା ରେ ଗା ମା ପା’ ଲିଟିଲ୍ ଚାମ୍ପ ୱିନର୍ ହେବା ପରେ ଶ୍ରୋତାଙ୍କ ହୃଦୟରେ ରାଜ କରୁଛନ୍ତି ପ୍ରଭୁପାଦ ମହାନ୍ତି। ତେବେ ପ୍ରଭୁପାଦ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ତାଙ୍କ ଗୀତ ଚହଳ ପକାଇଛି। ସୋନି ଟିଭି ସିଂଗିଙ୍ଗ ରିୟାଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ଅଡିସନ୍ ଅତି ବିଚକ୍ଷଣ ପ୍ରୋଫୋମାନ୍ସ କରିବା ପରେ ସାରା ଦେଶରେ ତାଙ୍କର ଚର୍ଚ୍ଚା ଚାଲିଥିଲା।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ପ୍ରଭୁପାଦଙ୍କ ଏକ ଗୀତ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଭୁପାଦ ଏକ ଷ୍ଟେଜ ରେ ଅତି ସୁନ୍ଦର ଗୀତ ଗାଉଥିବା ର ନଜର ଆସିଛନ୍ତି। ଷ୍ଟେଜରେ ସେ ମାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର୍ ଗୀତ ଗାଇଥିଲେ। ଯାହାକି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି ଆଉ ସୋସିଆଲ ମିଡିଆରେ ଏବେ ପ୍ରଭୁପାଦଙ୍କ କଣ୍ଠରୁ ‘ମା ପରି କିଏ ହେବ’ ଗୀତଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ଏହି ସୁନ୍ଦର ଗୀତକୁ ଶୁଣି ଖୁବ୍ ପ୍ରଶଂସା କରିଛନ୍ତି ଏଥି ସହ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଗୀତକୁ ଶୁଣନ୍ତୁ ଆଶା କରୁଛୁ ଆପଣଙ୍କୁ ଏହି ଗୀତଟି ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।