
OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ
ସୋସିଆଲ ମିଡିଆ ମନୋରଞ୍ଜନର ଏକ ଭିନ୍ନ ଦୁନିଆ। ଯେଉଁଠି ଆମେ ସବୁ ପ୍ରକାର ଘଟଣା ବିଷୟରେ ଜାଣି ପାରୁଛୁ। ଆଜିର ଯୁବପିଢି ମାନଙ୍କ ପ୍ରଥମ ପସନ୍ଦ ହେଉଛି ସୋସିଆଲ ମିଡ଼ିଆ।ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ଦେଶ ବିଦେଶରେ କଣ ସବୁ ଘଟଣା ଦୁର୍ଘଟଣା ସବୁ ଘଟି ଚାଲିଚି ତାହା କେବଳ ସୋସିଆଲ ମିଡିଆ ପାଇଁ ଲୋକେ ଖୁବ୍ ସହଜରେ ଓ କମ ସମୟରେ ନିଜ ହାତ ପାହାନ୍ତାରେ ପାଇ ପାରୁଛନ୍ତି।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ହୋଇଥାଏ ଯେ ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଆଉ ସେହି ସବୁ ଭିଡ଼ିଓ ଭାଇରାଲ ହେବା ପାଇଁ ବେଶି ସମୟ ଲାଗେ ନାହିଁ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ମଧ୍ୟ ଦେଖି ବାକୁ ପାଉଥିବେ। ଆଉ ଖୁବ୍ ଖୁସି ହେଉଥିବେ।
ତେବେ ନିକଟରେ ଏମିତି ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହୋଇ ଯିବ। କାରଣ ଏଠାରେ ଏହି ଭିଡିଓଟି ହିଁ ସେହିଭଳି। ହୁଏତ ଆପଣ ଏଭଳି ଭିଡିଓ ଆଗରୁ ଅନେକ ଦେଖିଥିବେ କିନ୍ତୁ ଏହି ଭିଡିଓଟି ଖୁବ୍ ମଜାଦାର ରହିଛି। ତେବେ ଆପଣ ମାନେ ଜାଣିଥିବେ କି ଆମକୁ ବେଳେବେଳେ କଷ୍ଟୁମର କେୟାରରୁ କଲ୍ ଆସିଥାଏ। ଆଉ ସେମାନେ ଆମେ ବ୍ୟବହାର କରୁଥିବା ସିମ୍ କାର୍ଡ ଉପରେ ରିଭ୍ୟୁ ମାଗିଥାନ୍ତି।
ତେବେ ଏଠାରେ ମଧ୍ୟ ଜଣେ ଗ୍ରାହକଙ୍କ ପାଖକୁ ଜିଓ କଷ୍ଟୁମର କେୟାରରୁ କଲ୍ ଆସିଛି। ଆଉ ପ୍ରଥମେ ଜଣେ ଯୁବକ ଫୋନ ଉଠାଇ କଥାବାର୍ତ୍ତା କରୁଛନ୍ତି।କଷ୍ଟୁମର କେୟାରରୁ କଲ୍ କରିଥିବା ମ୍ୟାଡାମ୍ ଜଣକ ଓଡ଼ିଆରେ କଥା ହେଉଛନ୍ତି ଆଉ ମଝିରେ ବେଳେବେଳେ ଇଂଲିଶ ମଧ୍ୟ କହୁଛନ୍ତି କିନ୍ତୁ ଏ ଯୁବକ ଜଣକ କିଛି ବୁଝି ପାରୁ ନାହାଁନ୍ତି ଏବଂ କହୁଛନ୍ତି ମୁଁ ଇଂଲିଶ ଫିଂଲିସ କିଛି ଜାଣି ନାହିଁ ଯାହା ଖୁବ୍ ମଜାଦାର ରହିଛି।ତେବେ ଏହାପରେ।
ଏହି ଯୁବକ ଜଣକ ଭାଇ ଫୋନ୍ ନେଇ କଷ୍ଟୁମର କେୟାରଙ୍କ ସହିତ କଥା ହେଉଛନ୍ତି ଆଉ ସେ ମଧ୍ୟ ଯୁବତୀଙ୍କ ସହ ଖୁବ୍ ମଜାଦାର ଢଙ୍ଗରେ କଥାବାର୍ତ୍ତା କରୁଛନ୍ତି ଆଉ ଏହି କଲ୍ ରେକର୍ଡ଼ିଙ୍ଗଟି ବର୍ତ୍ତମାନ ସମୟରେ ଖୁବ୍ କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଏହାକୁ ଜମେଇକି ଦେଖୁଛନ୍ତି ଓ ଏହାର ମଜା ନେଉଛନ୍ତି ଏଥି ସହିତ ଖୁବ୍ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ କଲ୍ ରେକର୍ଡିଂ ଶୁଣନ୍ତୁ ଓ ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।