ସବୁ ସମୟ ଖବର ସାଥିରେ

Ollywood News – ଚୁଲବୁଲି ନାୟିକା ରିୟା ( Riya ) ଙ୍କ Reception Party ରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ରୋମାଣ୍ଟିକ ଷ୍ଟାଇଲ Pose … ଦେଖନ୍ତୁ Video

0 7

ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ରିୟା ଙ୍କର ବିବାହ କୁ ନେଇକି ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ | ଆଉ ବର୍ତମାନ ଭାଇରାଲ ହେବାକୁ ଲାଗିଛି ରିୟାଙ୍କର ରିସେପ୍ସନ ର କେତେକ ଭିଡ଼ିଓ | ଆଉ ଯେଉଁଥିରେ ରିୟା ବେଶ ଖୁସି ଥିବାର ନଜର ଆସିଛନ୍ତି ତାଙ୍କର ସ୍ୱାମୀ ଙ୍କ ସହିତ |ତେବେ ରିୟା ଙ୍କ ରିସେପ୍ସନ ପାର୍ଟି କୁ ଓଲିଉଡ଼ ର ସିନେ କଳାକାର ମାନଙ୍କୁ ଇନଭାଇଟ କରାଯାଇଛି | ଆଉ ସମସ୍ତେ ପ୍ରାୟ ସେଥିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି ଅଲିଉଡ ର ଅନେକ ଅଭିନେତା ଆଉ ଅଭୁନେତ୍ରୀ ମାନେ ମଧ୍ୟ ସେହି ପାର୍ଟି ରେ ନଜର ଆସିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ରିୟାଙ୍କର ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରିୟା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି | ଆଉ ଅଲିଉଡ ର ସୁନ୍ଦରୀ ନାୟିକା ରିୟା ଦେ ବିବାହ କରିଛନ୍ତି ବ୍ୟବସାୟୀ ସୁନୀଲ ଙ୍କୁ | ଆଉ ଯାହା କୁହାଯାଉଛି କି ରିୟା ଆଉ ସୁନୀଲ ଙ୍କର ଯୋଡ଼ି କୁ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି ଓ ସେମାନଙ୍କୁ ବହୁତ ଶୁଭ କାମନା ମଧ୍ୟ ଜଣାଇବାକୁ ଲାଗିଛନ୍ତି | ଆଉ ଯାହା କୁହାଯାଉଛି କି ରିୟା ଙ୍କର ରିଙ୍ଗ ସେରିମନି ଠାରୁ ଆରମ୍ଭ କରିକି ବିବାହ ଓ ରିସେପସନ ପର୍ଯ୍ୟନ୍ତ ଅନେକ ସିନେ ଷ୍ଟାର ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା |

ଆଉ ସବୁ ଫାଂକ୍ସନ ମଧ୍ୟ ବେଶ ଧୁମଧାମ ରେ ଆୟୋଜିତ ହୋଇଛି ବୋଲି ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ରିୟାଙ୍କର ରିସେପ୍ସନ ର ଭିଡ଼ିଓ | ଆଉ ଯେଉଁଠି ଷ୍ଟେଜ ଉପରେ ରିୟା ଓ ତାଙ୍କର ସ୍ୱାମୀ ସୁନୀଲ ଛିଡା ହୋଇଛନ୍ତି ଓ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଅଲିଉଡ଼ ଷ୍ଟାର ଙ୍କ ସହିତ ସିଙ୍ଗର ,ଡାନ୍ସର, ପ୍ରଯୋଜକ ଓ ନିର୍ଦେଶକ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି |ଆଉ ବହୁତ ବଡ଼ ବଡ଼ କଳାକାର ମାନେ ମଧ୍ୟ ରିୟାଙ୍କର ଏହି ରିସେପ୍ସନ ପାର୍ଟି ରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ |

ଆଉ ରିୟା ମଧ୍ୟ ସେମାନଙ୍କୁ ଦେଖି ବେଶ ଖୁସି ଥିବାର ନଜର ଆସିଛନ୍ତି ଓ ତାଙ୍କର ରିସେପ୍ସନ ପାର୍ଟି କୁ ମଧ୍ୟ ଏନଜୟ କରିବାକୁ ଲାଗିଛନ୍ତି | ତାହା ସହିତ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଆସି ରିୟାଙ୍କର ବୌବାହିକ ଜୀବନ ସୁଖ ମୟ ଓ ମଙ୍ଗଳ ମୟ ହେଉ ବୋଲି ଶୁଭେଚ୍ଛା ଜଣାଇବାର ଦେଖିବାକୁ ମିଳିଛି | ଆଉ ସମସ୍ତଙ୍କ ସହିତ ଫୋଟ ମଧ୍ୟ ଉଠାଉଛନ୍ତି ରିୟା | ଆଉ ରିୟା ଙ୍କର ରିସେପ୍ସନ ର ଫୋଟ ଭିଡ଼ିଓ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।