ସବୁ ସମୟ ଖବର ସାଥିରେ

ଓଡିଆ ହାସ୍ୟଅଭିନେତା ପ୍ରଜ୍ଞାନ (Pragyan) ଙ୍କ ସ୍ତ୍ରୀ ସୁନନ୍ଦା (Sunanda) ବିବାହ ପରେ ଶାଶୂ ଘରେ ଘାସ କାଟୁଛନ୍ତି, ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ

0 12

ଆପଣ ମାନେ ସମସ୍ତେ ଓଡ଼ିଶାର ପ୍ରମୁଖ ହାସ୍ୟ ଅଭିନେତା ପ୍ରଜ୍ଞାଙ୍କୁ ଖୁବ ଭଲ ଭାବରେ ଜାଣିଥିବେ ।ତେବେ ସେ ଓଡ଼ିଆ କମେଡି ର ଏକ ନୂଆ ଧାରା ଆରମ୍ଭ କରିଛନ୍ତି ତେବେ ସେ ଅନେକ ପ୍ରକାରର କମେଡି ମାଧ୍ୟମରେ ଲୋକ ମାନଙ୍କୁ ଖୁବ ହସେଇ ଥାଆନ୍ତି ।ତେବେ ଆମେ ଆଜି କଥା ହେବୁ ତାଙ୍କ ସ୍ତ୍ରୀ ସୁନନ୍ଦା ଙ୍କ ବିଷୟରେ , ତେବେ ସୁନନ୍ଦା ଓ ପ୍ରଜ୍ଞା ଙ୍କ ବିବାହ ପରେ ଉଭୟ ଖୁବ ଚର୍ଚ୍ଚାରେ ରହୁଛନ୍ତି ସୋସିଆଲ ମେଡିଆରେ ।

ତେବେ ଆଜି ସୁନନ୍ଦାଙ୍କୁ ତାଙ୍କ ଶାଶୁଘର ପ୍ରଥମ ଥର ଘାସ କାଟିବାର ଦେଖିବାକୁ ମିଳିଛି ଆଉ ସେତିକିବେଳେ ସେ ଯାହା କହୁଛନ୍ତି ତାହା ଆପଣଙ୍କ ମନ ମୋହିନେବ ।

ତେବେ ସୁନନ୍ଦା ମଧ୍ୟ ଜଣେ ଅଭିନେତ୍ରୀ ସହ ଜଣେ ଶିକ୍ଷୟତ୍ରୀ ବି, ଆଉ କିଛି ମାସ ତଳେ କମେଡିଆନ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ହେଇଥିଲା ।ଆଉ ସେବେଠାରୁ ଉଭୟଙ୍କର ଭିଡ଼ିଓ ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ।ତେବେ ଆଜିର ଭିଡ଼ିଓରେ ଦେଖିବାକୁ ମିଳୁଛି ସୁନନ୍ଦା ଘାସ କାଟୁଛନ୍ତି ।ବିବାହ ପରେ ଅନେକ ଭିଡ଼ିଓରେ ସୁନନ୍ଦାଙ୍କୁ ଦେଖିବାକୁ ମିଳିଥାଏ ସେ ଶାଶୁଘର କଣ କରୁଛନ୍ତି କେମିତି ଅଛନ୍ତି ତାହା ଦେଖିବାକୁ ମିଳିଥାଏ ।ତେବେ ଆଜର ଭିଡ଼ିଓରେ ସେ ନିଜ ଶାଶୁ ସହିତ ବସି ଖାଇବା ଖାଉଛନ୍ତି ଆଉ ଶାଶୁଙ୍କୁ ଭଲ ଖାଇବା ପାଇଁ ପ୍ରଶଂସା ବି କରୁଛନ୍ତି ।

ତାପରେ ଭିଡ଼ିଓରେ ଦେଖିବାକୁ ମିଳୁଛି ସେ ଘାସ କାଟୁଥିବାର ଆଉ ସେହି ସମୟରେ ସେ କହୁଛନ୍ତି ତାଙ୍କୁ ଏମିତି ପରିଷ୍କାର କାମ କରିବାକୁ ପସନ୍ଦ ଆଉ ତାଙ୍କ ବାପା ତାଙ୍କ ଏସବୁ ବିଷୟରେ ସବୁବେଳେ କହନ୍ତି ।କିନ୍ତୁ ସେ କେବେ କରି ନଥିଲେ ଆଜି ପ୍ରଥମ ଥର ଏମିତି ଘାସ କାଟୁଛନ୍ତି ଆଉ ତାଙ୍କୁ ବହୁତ ଖୁସି ଲାଗୁଛି।ତୋରେ ସର କହୁଛନ୍ତି ମାଟି ମାଆ ପାଇଁ ଏମିତି ଛୋଟ ଛୋଟ କାମ କରିବା ଦରକାର ସେ ଆମର ସେବା କରୁଛି ଆମେ କାହିଁକି ତାର ସେବା ନକରିବୁ ।ତେବେ ତାଙ୍କର ଏହି କଥା ଖୁବ ସୁନ୍ଦର ଲାଗୁଥିବା ବେଳେ ତାଙ୍କର ମହତ ଉଦ୍ଦେଶ୍ୟ କୁ ସମ୍ମାନ କରିବା ଉଚିତ ।

ଏହା ପରେ ସୁନନ୍ଦା ନିଜ ରୋଷେଇ ଘରେ ଚିକେନ୍ ରାନ୍ଧୁ ଥିବାର ବି ଦେଖିବାକୁ ମିଳୁଛି ।ଆଉ ତାଙ୍କ ରୋଷେଇ ଦେଖି ଜଣା ପଡୁଛି ସେ ରୋଷେଇ ବି ଖୁବ ଭଲ ଭାବରେ କରି ପାରନ୍ତି ।ତେବେ ସୁନନ୍ଦା ଜଣେ ଅଭିନେତ୍ରୀ ହେଇ ବି ଶାଶୁଘରେ ଯେମିତି ସବୁ କାମ କରୁଛନ୍ତି ଆଉ ସମସ୍ତଙ୍କ ମନ ନେଇ ଚଳୁଛନ୍ତି ତାହା ଦେଖିଲେ ଜଣା ପଡୁଛି ତାଙ୍କ ମନରେ ଅଭିନେତ୍ରୀ ବୋଲି କିଛି ଗର୍ବ ନାହିଁ ।ଆଉ ତାଙ୍କର ଏହି ଭିଡ଼ିଓ ଆମ ମାନଙ୍କୁ ଖୁବ ଭଲ ଲାଗୁଚି ଆପଣ ବି ଦେଖି କୁହନ୍ତୁ ଆପଣଙ୍କୁ ସୁନନ୍ଦାଙ୍କ ଚିନ୍ତାଧାରା କେମିତି ଲାଗିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।