
ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି।
ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ଆଶ୍ଚର୍ଯ୍ୟ ଜନକ ହୋଇଥାଏ।ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ।
ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଯୁବତୀ ଙ୍କର ଏକ ଜବରଦସ୍ତ ଡ଼୍ୟାନ୍ସ ଭିଡିଓ ଭାଇରଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ।ତେବେ ଭିଡିଓ ଟିକୁ ଯିଏ ଦେଖୁଛି ସେ ତାର ପ୍ରଶଂସା କରି ଉଠୁଛି ,ଆଉ ଏହା ବର୍ତ୍ତମାନ ପବନ ର ବେଗ ସହ ଭାଇରଲ ହେବାରେ ଲାଗିଛି।ତେବେ ଏହି ଯୁବତୀ ଜଣଙ୍କ ଏକ ସମ୍ବଲପୁରୀ ଗୀତ ରେ ଏହିପରି ଚମତ୍କାର ଡ଼୍ୟାନ୍ସ କରିଛନ୍ତି ଯାହା ଲଜ୍ବାଵ ଅଟେ।
ତେବେ ଯୁବତୀ ଜଣେ ଏହି ଗୀତ ର ମିୟୁଜିକ ରେ ଭିନ୍ନ ଭିନ୍ନ ଷ୍ଟେପ ରେ ଭିନ୍ନ ଭିନ୍ନ ଷ୍ଟାଇଲ ରେ ଡ଼୍ୟାନ୍ସ କରିଛନ୍ତି ।ଡ଼୍ୟାନ୍ସ ସାଙ୍ଗରେ ତାଙ୍କର ଠୁମକା ଏବଂ ସେକ୍ସି ଏକ୍ସପ୍ରେସନ ସମସ୍ତ ଙ୍କୁ ଆକୃଷ୍ଟ କରିଦେଇଛି। ତେବେ ସୂଚନା ଥାଉ କି ଏହି ଭିଡିଓ ଟି କେହି ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟ ରେ ପୋଷ୍ଟ କରି କେପ୍ସନ ରେ ଲେଖିଥିଲେ କି ଡ଼୍ୟାନ୍ସ ମୋ ।ତେବେ ତା ପର ଠାରୁ ଏହି ଯୁବତୀ ଙ୍କର ଡ଼୍ୟାନ୍ସ ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଠାରୁ ବି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି।
ତେବେ ବହୁତ କମ ସମୟ ମଧ୍ୟରେ ଏହି ଯୁବତୀ ଙ୍କର ଡ଼୍ୟାନ୍ସ ଟିକୁ ପ୍ରାୟ ୨୭ ଲକ୍ଷ ରୁ ଅଧିକ ଲୋକ ଦେଖିସାରିଲେଣି, ଆଉ ପ୍ରାୟ ସମସ୍ତେ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ। ଏହାକୁ ଦେଖିବା ପରେ ଆପଣ ବଡ଼ ବଡ଼ କଳାକାର ଙ୍କର ଡ଼୍ୟାନ୍ସ କୁ ବି ପାଶରୀ ଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।