ସବୁ ସମୟ ଖବର ସାଥିରେ

ପରକ୍ରିୟା ପ୍ରୀତି ରେ ସ୍ତ୍ରୀ ହାଣିଲା ସ୍ୱାମୀକୁ ଆଉ ହାଜତ ଭିତିରେ ଏଥର ପ୍ରେମ କର- ଦେଖନ୍ତୁ video

0 10

ତେବେ ଦର୍ଶକ ବନ୍ଧୁ ଏମିତି ଏକ ଅତ୍ୟନ୍ତ ଲଜ୍ୟା କର ଘଟଣା ଘଟିଥିଲା ରାଜ କନିକା ଥାନା ଅଞ୍ଚଳରେ, ଆଉ ଯେଉଁ ଘଟଣାଟିକୁ ଶୁଣିଲେ ଆପଣ ମାନେ ସେଭଳି ମହିଳା ଙ୍କୁ ଘୃଣା କରିବା ପାଇଁ ଲାଗିବେ | କାରଣ 4 ଜଣ ପିଲାଙ୍କର ମା ହେଇକି ପ୍ରେମ କରୁଥିଲେ ସେହି ଗାଁ ର ଅନ୍ୟ ଜଣେ ପୁରୁଷ ଆଶିଷ ନାମକ ଯୁବକ ଙ୍କୁ ଭଲ ପାଉଥିଲେ ଆଉ ନିଜ ସ୍ୱାମୀ ରଙ୍ଗାଧର ଙ୍କୁ ମଧ୍ୟ ହତ୍ୟା କରିଥିଲେ |ଆଉ ଦେଖିବାକୁ ମିଳିଥିଲା କି ସ୍ୱାମୀ ଙ୍କର ଚିତା ଲିଭିନି ଆଉ ସ୍ତ୍ରୀ ପଳେଇ ଯାଇଥିଲି ତାଙ୍କର ପ୍ରେମିକ ଙ୍କ ସାଙ୍ଗରେ | ଆଉ ପୋଲିସ ମଧ୍ୟ ସେମାନଙ୍କୁ ଗିରଫ କରିଛି ଓ ଅଟକ ରଖିଛନ୍ତି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସୂଚନା ଅନୁସାରେ ଦୀର୍ଘ 25 ବର୍ଷ ଧରିକି ସମ୍ପର୍କ ଗଢିକି ସଂସାର କରିବା ପରେ ଆଉ 4 ଜଣ ପିଲାଙ୍କ ର ମା ହେବା ପରେ ମଧ୍ୟ କମି ନ ଥିଲା ପ୍ରେମ ନିଶା ଆଉ ଯେଉଁଥିପାଇଁ ଆଜି ଏମିତି ଗୋଟେ ଅଭାବନୀୟ ଘଟଣା ଘଟେଇ ଛନ୍ତି ମହିଳା ଜଣଙ୍କ | ଆଉ ପ୍ରେମିକ ଙ୍କ ସହିତ ମିଶିକି ହତ୍ୟା କରିଛନ୍ତି ନିଜ ସ୍ୱାମୀ ଙ୍କୁ | ଆଉ ସେହି ଭଳି ଘଟଣା ଘଟଣା ପାଇଁ ଏବେ ଅଭିଯୁକ୍ତ ରତ୍ନାମଣୀ ଆଉ ତାଙ୍କର ପ୍ରେମିକ ଙ୍କୁ କୋଟ କୁ ପଠା ଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |
ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପଞ୍ଚାୟତ ର ଧାମଣ୍ଡ ଗ୍ରାମ ରେ ରଙ୍ଗାଧର ଙ୍କୁ ତାଙ୍କର ସ୍ତ୍ରୀ ଆଉ ପ୍ରେମିକ ମିଶିକି ହତ୍ୟା କରି ପକେଇ ଦେଇଥିଲେ | ଆଉ ଗତ 24 ତାରିଖ ଦିନ ଏଭଳି ଘଟଣା ଘଟିଥିଲା | ଆଉ ଘଟଣା ର 3 ଦିନ ପରେ ରଙ୍ଗାଧର ଙ୍କର ମୃତ୍ୟୁ ଦେହ ମିଳିଥିଲା | ଆଉ ଏହି ଘଟଣା କୁ ନେଇକି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ରଙ୍ଗାଧର ଙ୍କ ଭାଇ | ଆଉ ଏପଟେ ସ୍ୱାମୀ ଙ୍କ ଚିତା ଲିଭିନି ସ୍ତ୍ରୀ ତାଙ୍କର ପ୍ରେମିକ ଙ୍କ ସହିତ ପଳେଇ ଯାଇଛନ୍ତି | ଆଉ ପରେ ପୋଲିସ ତାଙ୍କୁ ଧରିକି ଅଟକ ମଧ୍ୟ ରଖିଛି |

ଆଉ ନିଜର ସ୍ୱାମୀର ସ୍ୱାମୀ ଙ୍କୁ ମାରିକି ନଦୀକୁ ଭୋସେଇ ଦେବା ଭଳି ସମସ୍ତ ଘଟଣା ଜଣାଇ ଥାନା ରେ ଅଭିଯୋଗ କରିଥିଲେ ମୃତକ ରଙ୍ଗାଧର ଙ୍କ ର ଭାଇ | ଆଉ ଯାହା ବିଷୟରେ ପୋଲିସ ତଦନ୍ତ କରିଥିଲା ଆଉ ଘଟଣା ର ସତ୍ୟା ସତ୍ୟ ମଧ୍ୟ ଜାଣିବାକୁ ପାଇଥିଲା | ଆଉ ଯାହା ଫଳରେ ପୋଲିସ ଧରା 302 ଓ 201 ଅନୁସାରେ ରତ୍ନାମଣୀ ଆଉ ଆଶିଷ ଙ୍କୁ କୋଟ କୁ ପଠେଇଛି | ଆଉ ଘଟଣା ର ସମ୍ପୂର୍ଣ୍ଣ ତଦନ୍ତ ସହିତ ପିଲା ମାନଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି |ଆଉ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।