ସବୁ ସମୟ ଖବର ସାଥିରେ

ବିଫ ବୟଙ୍କୁ ପାନେ ! କାରଣ ଜାଣିଲେ ଅପଣଙ୍କ ହୋସ ଉଡିଯିବ….

0 4

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ରଣବୀର ଆଉ ଆଲିଆ ଙ୍କୁ ନେଇକି ଚର୍ଚ୍ଚା ଜୋର ଧରିଛି | ଆଉ ଯେଉଁଠି ଏକ ନୂଆ ଧରଣ ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ରଣବୀର ଙ୍କର 11 ବର୍ଷ ତଳର କଥା କୁ ନେଇକି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମଧ୍ୟ ପ୍ରଦେଶ କୁ ସେମାନେ ଯାଇଥିଲେ ଏକ ଫ୍ଲିମ ର ପ୍ରୋମସନ ପାଇଁ | ଆଉ ଯେଉଁଠି ମନ୍ଦିର ଭିତରକୁ ପସେଇ ଦେଲେଣି ସେଠାକାର ଲୋକ ମାନେ | ଆଉ ଯେଉଁ ଘଟଣା କୁ ନେଇକି ଏବେ ଚାଲିଛି ଗଣ୍ଡଗୋଳ, ଆଉ ତୀବ୍ର ପ୍ରତିକ୍ରିୟା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ଆଲୋଚନା କରିବା |

ଆଉ ଯାହା ସୂଚନା ମିଳିଛି କି ରଣ ବୀର ଙ୍କର 11 ବର୍ଷ ର ଭୁଲ ଏବେ ସେମାନଙ୍କ ଉପରେ ପଡିଛି ମହଙ୍ଗା | ଆଉ ଯାହା ଜଣା ପଡିଛି କି ରଣବୀର କରିଥିଲେ ହିନ୍ଦୁ ଧର୍ମ କୁ ବିରୋଧ | ଆଉ ଯେଉଁଥିପାଇଁ ରଣବୀର ଆଉ ଆଲିଆ ଙ୍କୁ ମନ୍ଦିର ଭିତରକୁ ପଶିବା ପାଇଁ ମଧ୍ୟ ବାରଣ କରାଯାଉଛି | ଆଉ ଯେଉଁଠି ଆନ୍ଦୋଳନ କାରୀ ମାନେ ମନ୍ଦିର ଭିତରକୁ ପୁରାଇ ଦେଲେଣି ଷ୍ଟାର କପୁର ଙ୍କୁ | ଆଉ ମହାକାଳ ଙ୍କୁ ଦର୍ଶନ ନ କରିକି ଫେରିଲେ ଷ୍ଟାର କପୁର ଦୁଇ ଜଣ |

ଆଉ ଯାହା ସୂଚନା ମିଳିଛି କି ମଧ୍ୟପ୍ରଦେଶ ର ଉଜ୍ୟନିରେ ଆଲିଆ ଆଉ ରଣବୀର ଙ୍କୁ କରିଲେ ଆନ୍ଦୋଳନ କାରୀ ମାନେ ବିରୋଧ, ଆଉ ଯାହା ପାଇଁ ସ୍ଥିତି ଏତେ ଖରାପ ହେବାକୁ ଲାଗିଥିଲା କି ଶେଷରେ ପୋଲିସ ଙ୍କୁ ଲାଠି ଚାର୍ଜ କରିବାକୁ ପଡିଥିଲା | ତେବେ ସେପ୍ଟେମ୍ବର 9 ରେ ରିଲିଜ ହେବାକୁ ଯାଉଛି ଷ୍ଟାର କପୁର ଙ୍କର ବହୁତ ପ୍ରତିକ୍ଷୀତ ଫ୍ଲିମ ବ୍ରରମ୍ହାସ୍ତ୍ର ପାର୍ଟ 1 ଶିବା | ଆଉ ଯେଉଁ ଫ୍ଲିମ ର ପ୍ରୋମସନ ପାଇଁକି ଷ୍ଟାର କପୁଲ ଆଲିଆ ଓ ରଣବୀର ଙ୍କ ସହିତ ଅୟାନ ମୁଖାର୍ଜୀ ଫିଲ୍ମ ର ନିର୍ଦେଶକ ଓ ତାଙ୍କ ସହିତ ସେହି ଫ୍ଲିମ ର ଅନ୍ୟ ଟିମ ମେମ୍ବର ମାନେ ମଧ୍ୟ ଯାଇଥିଲେ ମହାକାଳ ଙ୍କ ଦର୍ଶନ କରିବା ପାଇଁକି |

ଆଉ ମଧ୍ୟପ୍ରଦେଶ ରେ ପହଞ୍ଚି ବା ପରେ ସେମାନଙ୍କୁ କରିବା କୁ ଲାଗିଥିଲେ ସେଠାକାର ଲୋକ ମାନେ ତୀବ୍ର ବିରୋଧ | ଆଉ ଯେଉଁଥିପାଇଁ ଆଲିଆ ଆଉ ରଣବୀର ସେଠାରୁ ଫେରିକି ଆସୁଥିଲେ ମହାକାଳେଶ୍ଵର ଙ୍କୁ ଦର୍ଶନ ନ କରିକି | ଆଉ ଫ୍ଲିମ ର ନିର୍ଦେଶକ କେବଳ ଦର୍ଶନ କରିଥିଲେ | ଆଉ ସୂଚନା ରୁ ଯାହା ଜଣା ପଡିଛି କି 11 ବର୍ଷ ତଳରେ ରଣବୀର କହିଥିଲେ କି ସେ ହେଉଛନ୍ତି ବିଫ ବୟ ବୋଲି, ଆଉ ଯେଉଁଥିପାଇଁ ତାଙ୍କୁ ଏମିତି ବିରୋଧ କରିଥିଲେ ସମସ୍ତେ | ଆଉ ଯେଉଁ ଘଟଣା କୁ ନେଇକି ରାଜ୍ୟ ର ଗୃହ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ଆଉ କହିଛନ୍ତି କି ଏମିତି କଥା କହିକି ସେ ଲୋକ ମାନଙ୍କ ମନରେ ଦୁଃଖ ଦେଇଛନ୍ତି | ତେଣୁ ଏମିତି କଥା କହିବା ତାଙ୍କର ଉଚିତ ନ ଥିଲା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।