
Jyotisha Shastra- ନଜର ନ ଲାଗିବା ପାଇଁ କେଉଁ ତିଳକ ମଥାରେ ଲଗେଇବେ ଜାଣନ୍ତୁ…
ବନ୍ଧୁଗଣ ଆପଣ ମାନେ ଭଲ ଭାବରେ ଜନଥିବେ କି ଅନେକ ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ ବିନା କାରଣରେ | ଆଉ ଯାହା ଦ୍ୱାରା ଆମର ଜୀବନ ଧାରଣା ରେ ବାଧା ସୃଷ୍ଟି ହୋଇଥାଏ | ତେବେ ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବାର ଉପାୟ ଗୁଡିକ ରହିଛି | ଅନେକ ସମୟରେ ଦେଖା ଯାଇଥାଏ କି ଆମେ ଯେଉଁ ଜିନିଷ କୁ ପସନ୍ଦ କରିଥାଉ ତାହା ଉପରେ ଅନ୍ୟର ଖରାପ ନଜର ପୋଡ଼ିଯାଇଥାଏ ଆଉ ଯାହା ଫଳରେ ସେ ସବୁ ରେ ଆମେ ଅନେକ ସମୟରେ କ୍ଷତି ସହିଥାଉ | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ରେ କଣ ଉପାୟ ରହିଛି ଯାହା ସାହାଯ୍ୟ ରେ ଆମେ ନଜର ଦୋଷା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ସବୁ ବିଷୟରେ ଜାଣିବା |
ଅନେକ ସମୟରେ ଦେଖା ଯାଇଥାଏ କି କଳା ଯାଦୁ ର ପ୍ରଭାବ ଅନେକ ସମୟରେ ଆମ ଉପରେ ପଡ଼ି ଯାଇଥାଏ | ଯାହା ଫଳରେ ଆମର ଭଲ କାମ ବି ଖରାପ ହୋଇ ଯାଇଥାଏ | ତାହା ଛଡା ଆମେ ଯେଉଁ ଜିନିଷ କୁ ଚାହୁଁଥିବା ତାହା ମିଳି ନ ଥାଏ ଓ କୌଣସି ନାଁ କୌଣସି କାରଣରୁ ସେ କାର୍ଯ୍ୟ ରେ ବ୍ୟାଘାତ ଉପୁଜିଥାଏ | ତେବେ ଆସନ୍ତୁ ସେ ସବୁ ଖରାପ ନଜାରରୁ ମୁକ୍ତି ପାଇବାର ଉପାୟ ବିଷୟରେ ଜାଣିବା |
ନଜର ନ ଲାଗିବା ପାଇଁ ଆମେ କେଉଁ ତିଳକ ବ୍ୟବହାର କରିବା ତାହାର ପ୍ରସ୍ତୁତି ବିଷୟରେ :-
ତେବେ ନଜର ନ ଲାଗିବା ପାଇଁ ଯେଉଁ ତିଳକ ଆବଶ୍ୟକ ତାହାକୁ ପ୍ରସ୍ତୁତି କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି କର୍ପୁର, ଗୋଲମରିଚ, ଲବଙ୍ଗ ତେବେ ଏହା କୁ ଆପଣ ମାନେ 3,5,7,8,9 ଟି ନେଇ ପାରିବେ | ତେବେ ଯାହା ବି ନେବେ ତାହା ସମାନ ସଂଖ୍ୟାରେ ନେବେ ବୋଲି କୁହାଯାଉଛି |ତେବେ ଏହି ସବୁ କୁ ନେଇକି ଆପଣ ମାନେ ଠାକୁର ଘରେ ଗୋଟିଏ ପାତ୍ର ରେ ରଖିକି ପୋଡ଼ି ଦେବେ ଆଉ ତାହା ପରେ ସେହି ପାଉଁଶ କୁ ନେଇକି ଆପଣ ମାନେ କ୍ଳକୁଆଜ ରେ ବୁଲାଇବେ ଆଉ ଯାହାକୁ ଆପଣଙ୍କ ସହିତ ଖରାପ ହେଉଛି ସେ ସବୁକୁ ଜଣେଇବେ | ତାହା ସହିତ କଣ ସବୁ ଅମଙ୍ଗଳ ହେଇଛି ଆପଣଙ୍କ ସହିତ ସେ ସବୁ ମଧ୍ୟ ଜଣାଇବେ | ଆଉ ତାହା ପରେ ସକାଳେ ଉଠି ସେହି ପାଉଁଶ କୁ ଆପଣଙ୍କର ମୁଣ୍ଡରେ ଲଗାଇବେ | ଯାହା ଫଳରେ ଆପଣଙ୍କର ସମସ୍ତ ପ୍ରକାରର କୁ ପ୍ରଭାବ ରୁ ମୁକ୍ତି ପାଇବେ ବୋଲି କୁହାଯାଉଛି |
ତେବେ ଏହା ଥିଲା କୁ ପ୍ରଭାବ ରୁ କେଉଁ ତିଳକୁ କୁ ବ୍ୟବହାର କରିକି ମୁକ୍ତି ପାଇବେ ତାହା ବିଷୟରେ ଜ୍ୟୋତିଷ ଶାସ୍ତ୍ର ରେ କଣ ରହିଛି ସୂଚନା ସେ ବିଷୟରେ ତଥ୍ୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।